ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

କ୍ଷେପଣାସ୍ତ୍ର ଟ୍ରାକିଂ ଡ୍ରିଲ ଆରମ୍ଭ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ଆତଙ୍କ ସୃଷ୍ଟି କରିଥିବା ଉତ୍ତର କୋରିଆର ମୁକାବିଲା ପାଇଁ ଏବେ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ବଡ଼ ଧରଣର ଯୁଦ୍ଧାଭ୍ୟାସ ଜାରି ରଖିଛନ୍ତି।ଏହି କ୍ରମରେ ତିନି ରାଷ୍ଟ୍ର ମିଳିତ ଭାବେ କ୍ଷେପଣାସ୍ତ୍ର ଟ୍ରାକିଂ ଡ୍ରିଲ…
ଅଧିକ ଖବର ଦେଖନ୍ତୁ...

ବିମାନରେ ଜାୟରା ଓ୍ଵାସିମ୍‌ଙ୍କୁ ଅସଦାଚରଣ

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ବିଜେତା ଦଙ୍ଗଲ ଫିଲ୍ମ ଅଭିନେତ୍ରୀ ଜାୟରା ଓ୍ଵାସିମ୍‌ଙ୍କୁ ବିମାନରେ ଅସଦାଚରଣ କରାଯିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଅଭିନେତ୍ରୀ ଜଣକ ନାବାଳିକା ହୋଇଥିବାରୁ ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆକ୍ଟ ଓ ଭାରତୀୟ ଦଣ୍ଡବିଧି ଧାରା ୩୫୪(ଯୌନ ନିର୍ଯ୍ୟାତନା)ରେ…
ଅଧିକ ଖବର ଦେଖନ୍ତୁ...

୬ବର୍ଷର ଶିଶୁକୁ ଗଣଦୁଷ୍କର୍ମ ପରେ ହତ୍ୟା

ହିସାର: ଦିଲ୍ଲୀର ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆଉ କେଇଟା ଦିନ ପରେ ୫ବର୍ଷ ପୂରୁଥିବା ବେଳେ ହରିୟାନାର ହିସାର ସ୍ଥିତ ଉକ୍‌ଲାନା ଗ୍ରାମରେ ଜଣେ ଶିଶୁକନ୍ୟା(୬)କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ଉକ୍‌ଲାନା ଗ୍ରାମରେ ଦୈନିକ ମଜୁରିଆ ଭାବେ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ: ୫୦ କୋଟି ଟଙ୍କାର ଅଚଳ ପୁରୁଣା ନୋଟ୍‌ ଜବତ

ଅହମଦାବାଦ: ଗୁଜରାଟରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫୦ କୋଟି ଟଙ୍କାର ଅଚଳ ପୁରୁଣା ନୋଟ୍‌ ଜବତ କରିଛି। ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋର୍‌ଦାର ପ୍ରଚାର ଚାଲିଥିବା ବେଳେ ଅଚଳ ନୋଟ୍‌ ଜବତ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଗୁଇନ୍ଦା ସୂଚନା ଆଧାରରେ ସୁରଟ୍‌ରେ ଅବସ୍ଥାପିତ…
ଅଧିକ ଖବର ଦେଖନ୍ତୁ...

ସିପିଇସି ବିବାଦରେ ଚୀନ୍‌ର ସଫେଇ: ଆମର ଗୁପ୍ତ ଏଜେଣ୍ଡା ନାହିଁ

ଇସଲାମାବାଦ: ଚୀନ୍‌-ପାକିସ୍ତାନ ଆର୍ଥିକ କରିଡରକୁ ନେଇ ଏବେ ବିବାଦ ବଢ଼ୁଥିବା ବେଳେ ଏହି ପ୍ରକଳ୍ପର ଅନେକ ମେଗା ନିର୍ମାଣ କାର୍ଯ୍ୟ ଅଟକି ଯାଇଛି। ପାକିସ୍ତାନ ସେନା ପ୍ରକଳ୍ପର ସୁରକ୍ଷା ଦାୟିତ୍ୱ ନିଜ ହାତକୁ ନେବାକୁ ଚୀନ୍‌ ପରାମର୍ଶ ଦେଇଥିବା ବେଳେ ଏ ସଂକ୍ରାନ୍ତରେ ଆଜି ଚୀନ୍‌ କୂଟନୀତିଜ୍ଞ…
ଅଧିକ ଖବର ଦେଖନ୍ତୁ...

ଦେଶବ୍ୟାପୀ ମଦ ନିଷିଦ୍ଧ କରିବାକୁ ନୀତୀଶଙ୍କ ଦାବି

ପାଟନା: ଦେଶବ୍ୟାପୀ ମଦ କାରବାର ସଂପୂର୍ଣ୍ଣ ନିଷିଦ୍ଧ କରିବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସଭାପତି ନୀତୀଶ କୁମାର ଦାବି କରିଛନ୍ତି। ଏ ବାବଦରେ ଦଳୀୟ କର୍ମୀମାନେ ଦେଶବ୍ୟାପୀ ସଚେତନତା ସୃଷ୍ଟି କରବାକୁ ନୀତୀଶ ଆହ୍ଵାନ ଦେଇଛନ୍ତି। ମଦ୍ୟପାନ ଯୋଗୁଁ ଏହାର ଅନେକ କୁପରିଣାମ ସମାଜ ଉପରେ…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ଚାକିରି, ଆଇଆଇଏମ ଛାଡି ସେନାରେ ଯୋଗ ଦେଲେ ହାଇଦ୍ରାବାଦର ଏହି ଯୁବକ

ଡେରାଡୁନ : ହାଇଦ୍ରାବାଦର ଏକ ସିମେଣ୍ଟ କାରଖାନାରେ ଦିନକୁ ମାତ୍ର ୧୦୦ ଟଙ୍କା ମଜୁରୀରେ କାମ କରୁଥିବା ଦିନମଜୁରିଆ ବର୍ନାନା ଗୁନୟାଙ୍କ ଆଖିରୁ ଆଜି ଲୁହ ଝରିବା ବନ୍ଦ ହେଉନାହିଁ । ତେବେ ସେ କୌଣସି ଦୁଃଖରେ ପଡି ଲୁହ ଝରାଉ ନାହାନ୍ତି, ଏହା ଆନନ୍ଦର ଅଶ୍ରୁ । କାରଣ ତାଙ୍କ ପୁଅ ବର୍ନାନା…
ଅଧିକ ଖବର ଦେଖନ୍ତୁ...

ଆସାମ: ଟ୍ରେନ ଧକ୍କାରେ ୫ ହାତୀ ମୃତ

ଗୌହାଟୀ- ଆସାମ ବାଲିପଡ଼ାଠାରେ ଏକ ଦ୍ରୁତଗାମୀ ଟ୍ରେନ ଧକ୍କାରେ ପ୍ରାୟ ୫ଟି ବଣୁଆ ହାତୀ ମୃତ୍ୟୁବରଣ କରିଛନ୍ତି । ମୃତ ହାତୀମାନଙ୍କମଧ୍ୟରେ ଏକ ଗର୍ଭବତୀ ହାତୀ ଥିଲା ଯାହାର ଗର୍ଭରୁ ଏକ ହାତୀଶାବକକୁ ଉଦ୍ଧାର କରାଯାଇଛି । ରବିବାର ରାତି ୧ଟା ୧୫ରେ ଆସାମ ରାଜଧାନୀ ଗୌହାଟୀଠାରୁ ପ୍ରାୟ ୨୧୦…
ଅଧିକ ଖବର ଦେଖନ୍ତୁ...

କେଜ୍ରିଓ୍ଵାଲ୍‌ଙ୍କ ନୂଆ ମୁଣ୍ଡ ବଥା: ମାକ୍ସ ହସ୍ପିଟାଲ୍‌ ଲାଇସେନ୍ସ ରଦ୍ଦ ପରେ ଧାରଣା ଦେବାକୁ ଧମକ ଦେଲେ ଡାକ୍ତର

ନୋଇଡ଼ା: ଜଣେ ଜୀବନ୍ତ ନବଜାତକକୁ ଦିଲ୍ଲୀର ସାଲିମାର ବାଗ୍‌ ମାକ୍ସ ହସ୍ପିଟାଲ୍‌ ମୃତ ଘୋଷଣା କରିଥିବାରୁ ଦିଲ୍ଲୀ ସରକାର ହସ୍ପିଟାଲ୍‌ର ଲାଇସେନ୍ସ ରଦ୍ଦ କରାଯିବା ଘଟଣାକୁ ବିରୋଧ କରିଛି ଦିଲ୍ଳୀ ମେଡିକାଲ ଆସୋସିଏସନ(ଡିଏମ୍‌ଏ)। ଡାକ୍ତରମାନେ ଡାକ୍ତରଖାନାର ଲାଇସେନ୍ସ ରଦ୍ଦକୁ ବିରୋଧ କରି…
ଅଧିକ ଖବର ଦେଖନ୍ତୁ...

ବୁମରାଙ୍କ ଜେଜେବାପାଙ୍କ ମୃତ ଦେହ ନଦୀରୁ ଉଦ୍ଧାର, ନାତିଙ୍କୁ ଭେଟିବାକୁ ଆସିଥିଲେ ଅହମଦାବାଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କ ଜେଜେବାପାଙ୍କ ମୃତଦେହ ଅହମଦାବାର ଏକ ନଦୀରୁ ଉଦ୍ଧାର କରାଯାଇଛି। ବୁମରାଙ୍କ ଜେଜେବାପା ସନ୍ତୋଖ ସିଂହ ଗତ ଡିସେମ୍ବର ୮ରେ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଖୋଜା ଚାଲିଥିଲା। ପୁଲିସ କହିବା ଅନୁସାରେ ସାବରମତୀ…
ଅଧିକ ଖବର ଦେଖନ୍ତୁ...