ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଭାରତୀୟ କୂଟନୀତିର ବିଫଳତା ! ଚୀନ ହାତକୁ ଗଲା ଶ୍ରୀଲଙ୍କାର ହାମ୍ବନତୋଟା ବନ୍ଦର

କଲମ୍ବୋ: ଚୀନରୁ ଋଣ ନେଇ ସୁଝିପାରୁନଥିବା ଶ୍ରୀଲଙ୍କା ସରକାର ଶେଷରେ ବାଧ୍ୟ ହୋଇ ହାମ୍ବନତୋଟା ବନ୍ଦରକୁ ଚୀନକୁ ୯୯ ବର୍ଷିଆ ଭଡ଼ାସୁତ୍ରରେ ଟେକିଦେଇଛନ୍ତି । ଶ୍ରୀଲଙ୍କାର ଏହି ପଦକ୍ଷେପ ଦ୍ୱାରା ଭାରତର ସୁରକ୍ଷା ପ୍ରତି ଗୁରୁତର ବିପଦର ଆଶଙ୍କା ଦେଖାଦେଇଛି । ଭାରତର ପଶ୍ଚିମ ପଟେ ପାକିସ୍ତାନର…
ଅଧିକ ଖବର ଦେଖନ୍ତୁ...

ଚୀନର ପ୍ରସ୍ତାବ : ଚୀନ୍‌-ପାକିସ୍ତାନ ଅର୍ଥନୈତିକ କରିଡର ପ୍ରକଳ୍ପକୁ ପାକସେନାକୁ ହସ୍ତାନ୍ତର କରାଯାଉ !

ଇସ୍‌ଲାମବାଦ: ପାକିସ୍ତାନରେ ନିର୍ମାଣାଧୀନ ଥିବା ତିନିଗୋଟି ବୃହତ୍‌ ସଡକ ପ୍ରକଳ୍ପକୁ ଅର୍ଥ ସହାୟତା ବନ୍ଦ କରିବା ଲାଗି ଚୀନ ନିଷ୍ପତ୍ତି ନେବା ପରେ ଏବେ ଏହି ପ୍ରକଳ୍ପ କାର୍ଯ୍ୟକୁ ପାକିସ୍ତାନୀ ସେନା କବଜାକୁ ନିଅନ୍ତୁ ବୋଲି ଚୀନ ଇଚ୍ଛା ବ୍ୟକ୍ତ କରିଥିବା ଜାଣିବାକୁ ମିଳିଛି। ଏଥି ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ନାନୋସେଲ୍‌ ଥେରାପି : ମାତ୍ର ୧୦,୦୦୦ ଟଙ୍କାରେ ଭଲ ହେବ କର୍କଟ ରୋଗ !

ବେଙ୍ଗାଲୁରୁ: କର୍କଟ ଏକ ଏପରି ଦୂରାରୋଗ୍ୟ ବ୍ୟାଧି ଯାହାର ଚିକିତ୍ସା ରହିଥିଲେ ବି ମଧ୍ୟବିତ୍ତ ଓ ଆର୍ଥକ ଦୁର୍ବଳ ବର୍ଗର ବ୍ୟକ୍ତିଙ୍କ ପାଇଁ କଷ୍ଟକର ହୋଇଥାଏ । ଏହି ରୋଗର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେଉଥିବାରୁ ନିହାତି ଧନୀ ବର୍ଗର ବ୍ୟକ୍ତି ନ ହେଲେ ଏହାର ଆରୋଗ୍ୟ ଏକ ପ୍ରକାର…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଶନିବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିବା ସୂଚନା ମିଳିଛି। ରିପୋର୍ଟ ଲେଖାଯିବା ବେଳକୁ କୌଣସି କ୍ଷୟକ୍ଷତିର ରିପୋର୍ଟ ହସ୍ତଗତ ହୋଇ ନାହିଁ। ଡିସେମ୍ବର ୭ରେ ଲଦାଖ ଅଞ୍ଚଳରେ ଅନୁଭୂତ ହୋଇଥିବା ଭୂକମ୍ପ (ରିକ୍ଟର…
ଅଧିକ ଖବର ଦେଖନ୍ତୁ...

ବିଦେଶ ମନ୍ତ୍ରାଳୟର ଖାମଖିଆଲି ମନୋଭାବ : ଓଡ଼ିଆଙ୍କ ଖାଦ୍ୟ ଥାଳିରେ ଡାଲମା, ସନ୍ତୁଳା କି ରସଗୋଲା ନାହିଁ !

ଭୁବନେଶ୍ୱର( ତପନ ମହାରଣା): ବିଦେଶ ମନ୍ତ୍ରାଳୟ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟ ଓ ସେଗୁଡ଼ିକର ଖାଦ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଥିଲାଗି ମନ୍ତ୍ରାଳୟର ଟ୍ଵିଟର ହାଣ୍ଡଲରେ ‘ଇଣ୍ଡିଆନ ଡିପ୍ଲୋମାସି’ରେ ସବୁ ରାଜ୍ୟର ମୁଖ୍ୟ ଖାଦ୍ୟ ଥାଳିର ଚିତ୍ର…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଜରୁରୀ ଅବତରଣ କଲା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ ହେଲିକପ୍ଟର ଯାତ୍ରା କରୁଥିବା ସମୟରେ ପୁଣିଥରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫଳରେ ହେଲିକପ୍ଟରଟିକୁ  ଜରୁରୀକାଳିନ ଅବତରଣ କରିବାକୁ ପଡ଼ିଥିଲା। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ନିଜର ଘରୋଇ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ନିର୍ବାଚନ : ଅପରାହ୍ନ ୩ଟା ସୁଦ୍ଧା ୪୫% ଭୋଟ୍‌

ଗାନ୍ଧୀନଗର:  ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ଗୁଜୁରାଟର ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଅଞ୍ଚଳରେ ଥିବା ମୋଟ ୮୯ଟି ଆସନ ପାଇଁ ଏହି ଭୋଟଗ୍ରହଣ ଚାଲିଛି । ତେବେ କେତେକ ବୁଥରେ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଦେଖାଦେଇଥିବା ତ୍ରୁଟି ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

୭୧ ବର୍ଷରେ ପଦାର୍ପଣ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ଦିନ ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ମା’ଙ୍କ ନିକଟରେ ରହିବାକୁ ରାହୁଳ ତାଙ୍କ ବ୍ୟସ୍ତବହୁଳ ଗୁଜୁରାଟ ନିର୍ବାଚନ ପ୍ରଚାର ଅଭିଯାନରୁ ସମୟ କାଢ଼ିଛନ୍ତି। କଂଗ୍ରେସ ନେତାମାନେ ଟୁଇଟର୍‌ ଯୋଗେ ଦଳର ବିଦାୟୀ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟରେ ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ

ଗାନ୍ଧୀନଗର: ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। ୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ସକାଳ ୮ଟାରେ ଆରମ୍ଭ ହୋଇଥିବା ମତଦାନ ପାଇଁ ବୁଥ୍‌କୁ ସ୍ୱଳ୍ପ ସଂଖ୍ୟକ ଭୋଟର୍‌ ଆସୁଛନ୍ତି। ସନ୍ଧ୍ୟା ୫ଟା ଯାଏଁ ଭୋଟ୍‌ ଗ୍ରହଣ କରାଯିବ। ସୌରାଷ୍ଟ୍ର…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଅଯଥା ଗସ୍ତ ସ୍ଥଗିତ କରିବାକୁ ନାଗରିକମାନଙ୍କୁ କହିଲା ଆମେରିକା

ଓ୍ଵାସିଂଟନ୍‌: ଅତି ଆବଶ୍ୟକ ନ ଥିଲେ ପାକିସ୍ତାନକୁ ନ ଯିବା ପାଇଁ ଶୁକ୍ରବାର ଦିନ ଆମେରିକା ନିଜର ନାଗରିକମାନଙ୍କୁ କହିଛି। ସେମାନଙ୍କ ପ୍ରତି ପାକିସ୍ତାନରେ ବିଦେଶୀ ଏବଂ ଦେଶୀ ଆତଙ୍କବାଦୀ ଦଳ ତରଫରୁ ବିପଦ୍‌ ରହିଛି। ପାକିସ୍ତାନରେ ସାମ୍ପ୍ରଦାୟିକ ଆକ୍ରମଣ ସମେତ ଆତଙ୍କବାଦୀ ହିଂସାକାଣ୍ଡ…
ଅଧିକ ଖବର ଦେଖନ୍ତୁ...