ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ଏକତରଫା ପ୍ରେମ କାଳ ହେଲା: ଚେନ୍ନାଇରେ ମହିଳାଙ୍କୁ ପେଟ୍ରୋଲ ଢାଳି ଜାଳିଦେଲା ହତାଶ ପ୍ରେମିକ

ଚେନ୍ନାଇ: ଚେନ୍ନାଇର ଜଣେ ହତାଶ ଯୁବକ ପ୍ରେମରେ ବିଫଳ ହୋଇ ଜଣେ ମହିଳାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି। ମହିଳା ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇନଥିଲା। ଉକ୍ତ ମହିଳାଙ୍କ ନାଁ ସିନ୍ଦୁଜା। ସେ ଚେନ୍ନାଇର ଆଡମ୍ବକମ୍‌…
ଅଧିକ ଖବର ଦେଖନ୍ତୁ...

ସୁଖୋଇ-୩୦ରୁ ପରୀକ୍ଷା ହେବ ବ୍ରହ୍ମୋସ୍‌

ନୂଆଦିଲ୍ଲୀ: ଭାରତ ସୁଖୋଇ-୩୦ ପରି ଲଢ଼ୁଆ ବିମାନରୁ ଅଣୁ ଅସ୍ତ୍ର ପରିବାହୀ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ବ୍ୟାବହରିକ ପରୀକ୍ଷା କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଛି। ଚଳିତ ମାସର ଶେଷ ଆଡ଼କୁ ହେବାକୁ ଥିବା ଏହି ପରୀକ୍ଷଣ ସଫଳ ହେଲେ ଏହି ସମନ୍ଵିତ ସୁଖୋଇ-ବ୍ରହ୍ମୋସ୍‌ ପ୍ରଣାଳୀକୁ…
ଅଧିକ ଖବର ଦେଖନ୍ତୁ...

କୁଲଗାମ୍‌ ଏନକାଉଣ୍ଟର:ଜଣେ ଯବାନ ସହିଦ, ଜଣେ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ୍‌ ଜିଲ୍ଲାରେ ଆଜି ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଯାଇଛନ୍ତି ଏବଂ ଜଣେ ଆତଙ୍କବାଦୀ ନିପାତ ହୋଇଛି। କୁଲଗାମ୍‌ ଜିଲ୍ଲାର ନୌବାଗକୁଣ୍ଡ୍‌ ଗ୍ରାମରେ ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ହିଂସାର ରୂପନେଉଛି ବିରୋଧ :କୋଟା ସିନେମା ହଲ୍‌ରେ ଭଙ୍ଗାରୁଜା

କୋଟା: ପଦ୍ମାବତୀ ଫିଲ୍ମକୁ ନେଇ ଉଠିଥିବା ବିରୋଧର ସ୍ୱର ହିଂସାର ରୂପଧାରଣ କରିଛି। ମଙ୍ଗଳବାର ରାଜସ୍ଥାନର କୋଟା ସ୍ଥିତ ଆକାଶ ସିନେମା ହଲରେ ଏହି ଚଳଚ୍ଚିତ୍ରର ଟ୍ରେଲର ପ୍ରଦର୍ଶନ ହେବା ପରେ କରଣୀସେନା ଏଠାରେ ଭଙ୍ଗରୁଜା କରିଛନ୍ତି । ଏହି ହିଂସାକାଣ୍ଡର ସମସ୍ତ ଦୃଶ୍ୟ କ୍ୟାମେରାରେ ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ଜେଲ ପରିବର୍ତ୍ତେ ମାଲ୍ୟାଙ୍କୁ ଗେଷ୍ଟ ହାଉସ୍‌ରେ ରଖିବା ପାଇଁ ମହାରାଷ୍ଟ୍ର ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛି

ମୁମ୍ବାଇ: ମହାରାଷ୍ଟ୍ର ସରକାର ଫେରାର ଘୋଷିତ ହୋଇଥିବା ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ଯଦି ଭାରତ ଫେରନ୍ତି ତେବେ ଜେଲ ପରିବର୍ତ୍ତେ ଗେଷ୍ଟ ହାଉସ୍‌ରେ ରଖିବା ପାଇଁ କେନ୍ଦ୍ରକୁ କହିଛନ୍ତି। ଲଣ୍ଡନରେ ମାଲ୍ୟାଙ୍କ ଓକିଲ ଭାରତରେ ଥିବା ଜେଲର ସ୍ଥିତି ସମ୍ପର୍କରେ ବଖାଣିଥିଲେ। ଏକ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ପୁର୍ନବାର ଆରମ୍ଭ ହେବ ମୁମ୍ବାଇ-ଗୋଆ ଫେରି ସର୍ଭିସ୍‌ : ନୀତିନ ଗଡ଼କରି

ନୂଆଦିଲ୍ଲୀ: ବସ୍‌, ଟ୍ରେନ୍‌ ଓ ବିମାନ ବ୍ୟତୀତ ଆପଣ ଏଣିକି ଅତି ସୁନ୍ଦର ମାର୍ଗ ଅର୍ଥାତ୍‌ ଜଳମାର୍ଗ ଦେଇ ଗୋଆରୁ ମୁମ୍ବାଇ ଯାତ୍ରା କରି ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ମଙ୍ଗଳବାର ଘୋଷଣା କରିଛନ୍ତିି। ଏହି ସେବା ଆଗମୀ ମାସ ଅର୍ଥାତ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ଅତ୍ୟଧିକ ମୋବାଇଲ ନିଶା ମହଙ୍ଗା ପଡ଼ିଲା: ଦୃଷ୍ଟି ଶକ୍ତି ହରାଇଲେ ଯୁବତୀ!

ଆଜିକାଲିର ଯୁବପିଢ଼ି ମୋବାଇଲ ଫୋନ୍‌ ବିନା ଗୋଟିଏ ଦିନ ବି କାଟି ପାରିବେ ନାହିଁ। ଆଜିର ଯୁଗରେ ମୋବାଇଲ ଫୋନ ମଣିଷର ଦୈନିକ ଜୀବନ ସହ ଏକ ଜରୁରୀ ଜିନିଷ ପାଲଟି ଗଲାଣି। ମୋବାଇଲ ଫୋନର ବ୍ୟବାହର ଛୋଟରୁ ବଡ଼ ସବୁ ବୟସ ଓ ବର୍ଗର ଲୋକେ ବ୍ୟବହାର କରୁଛନ୍ତି। କହିବାକୁ ଗଲେ ମୋବାଇଲ ମାୟାରେ ବାୟା…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ ପୂର୍ବରୁ ସଂସଦର ଶୀତକାଳୀନ ଅଧିବେଶନ!

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ କରିବାକୁ ନେଇ ବଜ୍ଞପ୍ତି ଜାରି କରିପାରନ୍ତି। ଆଶା କରାଯାଉଛି ଯେ, ଗୁଜରାଟ ନିର୍ବାଚନ ପୂର୍ବରୁ ସଂସଦର ଅଧିବେଶନ ଆରମ୍ଭ ହୋଇଯିବ। ଶୀତକାଳୀନ ଅଧିବେଶନ ସମ୍ପର୍କରେ ଆଗାମୀ ନଭେମ୍ବର ୧୭ରେ ହେବାକୁ ସଂସଦୀୟ ମାମଲାର…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଙ୍କ ନାମରୁ ‘ମହାତ୍ମା’ ଶବ୍ଦ ହଟେଇବା ଆବେଦନ ମହଙ୍ଗା ପଡ଼ିଲା: ଅଦାଲତ କଲେ ୧୦,୦୦୦ ଜରିମାନା

ଚେନ୍ନାଇ: ମାଦ୍ରାସ ହାଇକୋର୍ଟରେ ଜଣେ ବ୍ୟକ୍ତି ନୋଟ୍‌ ଉପରେ ଥିବା ଗାନ୍ଧୀଙ୍କ ନାମ ପୂର୍ବରୁ ‘ମହାତ୍ମା’ ଶବ୍ଦ ହଟାଇବା ପାଇଁ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ। ତାଙ୍କର ଏହି ଆବେଦନକୁ କୋର୍ଟ ଖାରଜ କରିବା ସହ ଅଯଥାରେ ଅଦାଲତ ସମୟ ନଷ୍ଟ କରିବା ଅଭିଯୋଗରେ ୧୦,୦୦୦ ଟଙ୍କା ଜରିମାନା…
ଅଧିକ ଖବର ଦେଖନ୍ତୁ...

ହାର୍ଦ୍ଦିକଙ୍କୁ ସମର୍ଥନ ଦେଲେ ଯୁବନେତା ଜୀଗ୍ନେଶ ମିଭାନୀ: ସେକ୍ସ କରିବାର ଅଧିକାର ହେଉଛି ଏକ ମୌଳିକ ଅଧିକାର

ଗାନ୍ଧୀନଗର: ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲଙ୍କ ଏକ ତଥାକଥିତ ସେକ୍ସ ସିଡିକୁ ନେଇ ଗୁଜୁରାଟର ନିର୍ବାଚନୀ ରାଜନୀତି ଏବେ ବେଶ୍‌ ସରଗରମ ହୋଇ ଉଠିଛି। ଏହି ସେକ୍ସ ସିଡିକୁ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ପଟେଲଙ୍କ ବିରୋଧରେ ଆଗାମୀ ନିର୍ବାଚନରେ ଏକ ଅସ୍ତ୍ର ରୂପେ ବ୍ୟବହାର କରିବା…
ଅଧିକ ଖବର ଦେଖନ୍ତୁ...