ପରିବର୍ତ୍ତିତ ଜୀବନଶୈଳୀ ବେମାରୀ ଏବେ ଭାରତ ପାଇଁ ନୂଆ ବିପତ୍ତି: କେମିତି ବଞ୍ଚିବେ ଏଥିରୁ? ଏହି ରୋଗରେ କୋଟି କୋଟି ଲୋକ ମୃତ୍ୟୁବରଣ କରିଛନ୍ତି ଓ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି

ବିକାଶଶାଳୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ଭାରତ ଏକ ଏମିତି ଦେଶ ଯେଉଁଠି ଅଣସଂକ୍ରାମକ ରୋଗ (non-communicable disease) କାରଣରୁ ଅଧିକାଂଶ ମୃତ୍ୟୁବରଣ କରୁଛନ୍ତି। ଜାଣନ୍ତୁ ଏହି କାରଣରୁ ପରିବାର ଧନ ଓ ଜନ ଉପରେ କେମିତି ପ୍ରଭାବ ପଡୁଛି।

ଅଣସଂକ୍ରାମକ ରୋଗ (NCD): ଭାରତ ଉପରେ ବଢ଼ି ଚାଲିଛି ବୋଝ: ହୃଦ୍‌ରୋଗ (କାର୍‌ଡିଓଭସ୍କୁଲାର୍‌), ମଧୁମେହ (Diabetes), କର୍କଟ ରୋଗ (Cancer)।

ଭାରତରେ ଅଣସଂକ୍ରାମକ ରୋଗ (NCD) ଦ୍ୱାରା ମୃତ୍ୟୁସଂଖ୍ୟା: କର୍କଟ ରୋଗ: ୯ ଲକ୍ଷ ୫୦ ହଜାର, ହୃଦ୍‌ରୋଗ: ୭ କୋଟି ୨୦ ଲକ୍ଷ, ମଧୁମେହ: ୬ କୋଟି ୨୪ ଲକ୍ଷ, କ୍ରୋନିକ୍‌ ରେସ୍‌ପିରାଟୋରି ଡିଜିଜ୍‌ (ଶ୍ୱାସ ରୋଗ): ୩ କୋଟି, ଷ୍ଟ୍ରୋକ୍‌: ୧୫ ଲକ୍ଷ।
କ’ଣ ଆହୁରି ଅଧିକ ଖରାପ ପରିସ୍ଥିତି ହେବ?
୨୦୨୧ ସୁଦ୍ଧା ଭାରତର ସହରାଞ୍ଚଳରେ ଅଣସଂକ୍ରାମକ ରୋଗ ଯୋଗୁଁ ମୃତ୍ୟୁସଂଖ୍ୟା ୪୨ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିପାରେ

ଅଣସଂକ୍ରାମକ ରୋଗ ବଢ଼ାଇବାର ମୁଖ୍ୟ କାରଣ କ’ଣ?
ଧୂମପାନ ଓ ତମାଖୁ, ଅସ୍ୱାସ୍ଥ୍ୟକର ଖାଦ୍ୟ, ଆଲ୍‌କହଲ୍‌ (ମାଦକ ଦ୍ରବ୍ୟ), ଶାରୀରିକ ନିଷ୍କ୍ରିୟତା।

ଅଣସଂକ୍ରାମକ ରୋଗ ଯୋଗୁଁ କେତେ ଅର୍ଥ ବ୍ୟୟ ହେଉଛି?
ଭାରତ ପ୍ରାୟ ୪.୨ ପ୍ରତିଶତ ଜିଡିପି ସ୍ୱାସ୍ଥ୍ୟବ୍ୟବସ୍ଥାରେ ଖର୍ଚ୍ଚ କରୁଛି ସେଥିମଧ୍ୟରୁ ୩୯ ପ୍ରତିଶତ କେବଳ ଅଣସଂକ୍ରାମକ ରୋଗରେ ଖର୍ଚ୍ଚ ହେଉଛି।
ଅଣସଂକ୍ରାମକ ରୋଗ ଯୋଗୁଁ ୨୩୬୦୦ କୋଟି ଟଙ୍କା ୨୦୧୭ ସୁଦ୍ଧା କ୍ଷତି ହୋଇପାରେ

କେମିତି ଆପଣ ଏହିସବୁ ରୋଗରୁ ରକ୍ଷା ପାଇବେ ଓ ଖର୍ଚ୍ଚାନ୍ତ ହେବେ ନାହିଁ?
ସୁସ୍ଥ ଜୀବନ ଶୈଳୀ ଆପଣାନ୍ତୁ, ପ୍ରତିଷେଧାତ୍ମକ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ।

ସମ୍ବନ୍ଧିତ ଖବର