ସମ୍ବଲପୁର- ରାଉରକେଲା ‘ବିଜୁ ଏକ୍ସପ୍ରେସ େଓ୍ଵ’କୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଠାରେ ରାଉରକେଲା- ସମ୍ବଲପୁର ‘ବିଜୁ ଏକ୍‌ସପ୍ରେସ େଓ୍ଵ’କୁ ଲୋକାର୍ପଣ କରିଛନ୍ତି। ଝାରସୁଗୁଡ଼ା ପଞ୍ଚପଡ଼ା ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଏହି ୧୬୩ କିଲୋମିଟର ଦୀର୍ଘ‘ ବିଜୁ ଏକ୍ସପ୍ରେସ େଓ୍ଵ’କୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। ଏହି ଏକ୍ସପ୍ରେସ େଓ୍ଵ ନିର୍ମାଣ ପାଇଁ ରାଜ୍ୟ ସରକାର ୧୨ଶହ କୋଟି ଟଙ୍କା ବ୍ୟୟ କରିଛନ୍ତି।

ସମ୍ବନ୍ଧିତ ଖବର