ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଯାଜପୁର ଜିଲ୍ଲାରେ ଭୋଟ ପୂର୍ବରୁ ବିଜେପିକୁ ଶକ୍ତ ଧକ୍‌କା: ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ଜିଲ୍ଲାପରିଷଦ…

ଯାଜପୁର/ଟାଉନ/ସଦର : ଭୋଟ୍‌ ପୂର୍ବରୁ ଯାଜପୁର ଜିଲ୍ଲାରେ ବିଜେପିକୁ ଶକ୍ତ ଝଟ୍‌କା! ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୯ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବିଜେପି ପ୍ରାର୍ଥୀ ଭାସ୍କର ‌ଚନ୍ଦ୍ର ଯେନା ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଯାହାକୁ ନେଇ ଜିଲ୍ଲାଠାରୁ…
ଅଧିକ ଖବର ଦେଖନ୍ତୁ...

ସଂରକ୍ଷିତ ଆସନରେ ସାଧା‌ରଣ ବର୍ଗର ପ୍ରାର୍ଥୀ ପ୍ରସଙ୍ଗ: ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ କଂଗ୍ରେସର ଫେରାଦ

ଭୁବନେଶ୍ବର : ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନ ମଣ୍ଡଳୀରେ ଚଞ୍ଚକତା କରି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନରେ ସାଧାରଣ ବର୍ଗର ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିଛି ଶାସକ ବିଜୁ ଜନତା ଦଳ। ଏ ସଂପର୍କରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ରିଟର୍ଣ୍ଣିଂ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଆକ୍ରୋଶ: ସରପଞ୍ଚଙ୍କ ଘର ପୋଡ଼ିଦେଲେ ଦୁର୍ବୃତ୍ତ

ଆଳି : ରାଜନୈତିକ ଆକ୍ରୋଶରୁ ବାଳକାଟୀ ସରପଞ୍ଚଙ୍କ ଘର ପୋଡ଼ି ଦିଆଯାଇଛି। ତାଙ୍କ ନଡ଼ାଛପର ଘର ସମେତ ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ନେଇ ସରପଞ୍ଚ ଦିବାକର ନାୟକ ଆଳି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ନୂଆ କୋଠାଘର ନିର୍ମାଣ ଚାଲିଥିବାରୁ ସରପଞ୍ଚ ଓ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ନିର୍ବାଚନ: ଜମିଲାଣି ଗାଁ ପ୍ରଚାର, ଦଳ ବିରୋଧୀଙ୍କୁ ମନାଇବାକୁ ଚାଲିଛି ପ୍ରୟାସ

ରାଉରକେଲା : ଆସନ୍ତା ଫେବୃଆରି ୧୬ରୁ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ। ଇତି ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ନାମାଙ୍କନ ପ୍ରତ୍ୟାହାର ହେବା ପରେ ଆଜି (ମଙ୍ଗଳବାର) ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ନିର୍ବାଚନ ଯୋଗ୍ୟ ତାଲିକା ପ୍ରକାଶ ପାଇବା ପରେ…
ଅଧିକ ଖବର ଦେଖନ୍ତୁ...

ହରିଚନ୍ଦନପୁର: ପୂର୍ବତନ ଜାତୀୟ କନିଷ୍ଠ ଫୁଟବଲ୍‌ ଖେଳାଳି ଜିଲ୍ଲାପରିଷଦ ପ୍ରାର୍ଥୀ

ହରିଚନ୍ଦନପୁର : ଡାକ୍ତର, ଇଞ୍ଜିନିୟର, ବ୍ୟାଙ୍କ ଅଧିକାରୀଙ୍କ ପରି ବହୁ ଉଚ୍ଚଶିକ୍ଷିତ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଏଥିରୁ ବାଦ୍‌ ପଡ଼ିନାହାନ୍ତି କ୍ରୀଡ଼ାବିତ୍‌। ହରିଚନ୍ଦନପୁର ବ୍ଲକ୍‌ ୩୨ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ପାଇଁ ବିଜେପି‌ ଟିକଟରୁ ନାମାଙ୍କନ ଦାଖଲ କରି…
ଅଧିକ ଖବର ଦେଖନ୍ତୁ...

୩ ସନ୍ତାନ ଜନନୀଙ୍କ ପ୍ରାର୍ଥିପତ୍ର କାଏମ

ଆନନ୍ଦପୁର : ଘସିପୁରା ବ୍ଲକ୍‌ ଗୋହିରା ପଞ୍ଚାୟତ ୪ ନମ୍ବର ୱାର୍ଡ ଓସ୍ତପୁରାର ୱାର୍ଡମେମ୍ବର ପ୍ରାର୍ଥୀ ଭାବେ ମାମିନା ବେହେରାଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ଘୋଷଣା କରାଯାଇଛି। ତେବେ ମାମିନା ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଯୋଡ଼ା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ନାମାଙ୍କନ ଦାଖଲରୁ ବଞ୍ଚିତ ମହିଳାଙ୍କ ଧାରଣା

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ ବଡ଼କାଳିମାଟି ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ଗୌରୀ ନାଏକ ନାମାଙ୍କନ ଦାଖଲରୁ ବଞ୍ଚିତ ହୋଇଛନ୍ତି। କିଛି ଦୁର୍ବୃତ୍ତ ତାଙ୍କର ନାମାଙ୍କନପତ୍ର ଛଡ଼େଇ ନେଇଯିବାରୁ ସେ ନାମାଙ୍କନପତ୍ର ଦାଖଲ କରିପାରି ନାହାନ୍ତି। ତାଙ୍କୁ ପ୍ରାର୍ଥିପତ୍ର ଦାଖଲ କରିବା…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଓ ପାନୀୟଜଳ ସମସ୍ୟା ସମାଧାନ ହେଉ ନ ଥିବାରୁ ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଦାନଗଦୀ : ଭୋଟ ଆସିଲେ ଭେଟଘାଟ, କାମ ହାସଲ ପରେ କେହି କେବେ ବୁଝନ୍ତି ନାହିଁ ଗ୍ରାମବାସୀଙ୍କ ସମସ୍ୟା। ସୁକିନ୍ଦା ନିର୍ବାଚନମଣ୍ଡଳୀ ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତ ୮ ନମ୍ବର ୱାର୍ଡ ବେଣାପାଟିଆ ଗ୍ରାମବାସୀ ବର୍ଷ ବର୍ଷ ଧରି ଅବହେଳିତ ରହିଥିବା ଅଭିଯୋଗ କରି ସମୂହ ଭୋଟ ବର୍ଜନ କରିବାକୁ…
ଅଧିକ ଖବର ଦେଖନ୍ତୁ...

ଅମରିନ୍ଦରଙ୍କ ବୟାନ ପରେ ଗାନ୍ଧୀ ପରିବାରକୁ ଘେରିଲା ବିଜେପି

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ଦିଲ୍ଲୀରେ ଏକ ବଡ ଖୁଲାସା କରିଛନ୍ତି। ସେ କହିଛନ୍ତି,ନବଜୋତ ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରସ୍ତାବ ଦେଇଥିଲେ। ଅମରିନ୍ଦର ଓ ସିଦ୍ଧୁ ଉଭୟଙ୍କ ସାଙ୍ଗ ଥିବା ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଯୋଗୀଙ୍କ ଗୋରଖପୁର ମଠ ବଡ଼ ବଙ୍ଗଳା ଠାରୁ କୌଣସି ଗୁଣରେ କମ୍‌ ନୁହେଁ: ‘ବିଏସ୍‌ପି’ ମୁଖ୍ୟ ମାୟାବତୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ‌ମାଲୋଚନା କରି ‘ବହୁଜନ ସମାଜ ପାର୍ଟି’ର ସୁପ୍ରିମୋ ମାୟାବତୀ କହିଛନ୍ତି ଯେ, ତାଙ୍କ ଗୋରଖପୁର ମଠ ବଡ଼ ବଙ୍ଗଳା ଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସେ ରାଜ୍ୟବାସୀଙ୍କୁ କହିବା ଉଚିତ। ରବିବାର ଦିନ କେତେଗୁଡ଼ିଏ…
ଅଧିକ ଖବର ଦେଖନ୍ତୁ...