ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଗୋଆରେ ଗର୍ଜିଲେ ମମତା ବାନାର୍ଜୀ: ଜଣେ ଗୁଜୁରାଟୀ ଯଦି ସାରା ଦେଶ ଯାଇପାରିବ, ବଙ୍ଗାଳୀ କାହିଁକି ନୁହଁ

ଗୋଆ: ‘ଯଦି ଜଣେ ଗୁଜରାଟୀ ସାରା ଦେଶକୁ ଯାଇପାରନ୍ତି, ତେବେ ଜଣେ ବଙ୍ଗାଳୀ କାହିଁକି ଯାଇପାରିବ ନାହିଁ।’ ଉତ୍ତର ଗୋଆର ଆସୋନୋରାରେ ଏକ ରାଲିକୁ ସମ୍ବୋଧିତ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଲଖିମପୁର ହିଂସା ଘଟଣାକୁ ଏସ୍‌ଆଇଟି ଅପରାଧିକ ଷଡଯନ୍ତ୍ର ବୋଲି କହିବା ପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ…

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ଅଜୟ ମିଶ୍ର ତେନିଙ୍କୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ (ଏମଓଏସ) ପଦରୁ ହଟାଇବାକୁ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ତେନିଙ୍କ ପୁଅ ଆଶିଷ ମିଶ୍ର ଲଖିମପୁର ଖେରୀ ହିଂସା ଘଟଣାର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ, ଯେଉଁଥିରେ ଚାରି…
ଅଧିକ ଖବର ଦେଖନ୍ତୁ...

ଗୁଜବ ବିଜେପି ଉପରେ ପ୍ରଭାବ ପକାଇପାରିବ ନାହିଁ: ସମୀର ମହାନ୍ତି

ରାଉରକେଲା: ବିଜେପି ପାନପୋଷ ଜିଲ୍ଲାର ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଯୋଗଦେଇଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ରାଜ୍ୟ ନେତୃତ୍ବକୁ ନେଇ କନ୍ଦଳ ସୃଷ୍ଟି ହୋଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଚ୍ୟାଲେଞ୍ଜ କରି ଆଗତ ମାମଲାକୁ ଖାରଜ କଲେ କେରଳ ହାଇକୋର୍ଟ

କୋଚି: କୋଭିଡ୍‌ ଟିକାକରଣ ପ୍ରମାଣପତ୍ର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ବ୍ୟବହାରକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲା ଉପରେ କେରଳ ହାଇକୋର୍ଟ ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହ ମାମଲାଟିକୁ ସୋମବାର ଖାରଜ କରି ଦେଇଛନ୍ତି। ଟିକାକରଣ ପ୍ରମାଣପତ୍ରରେ ଆମ ପ୍ରଧାନମନ୍ତ୍ରୀଙ୍କ ଫଟୋ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାର ସଦସ୍ୟ ଥାଇ ଗୃହର ଅବମାନନା ମହଙ୍ଗା ପଡ଼ିଲା; ସ୍ୱାଧୀକାର ଭଙ୍ଗର ସମ୍ମୁଖୀନ ହେବେ ଜଷ୍ଟିସ ଗୋଗୋଇ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ତଥା ବର୍ତ୍ତମାନ ରାଜ୍ୟସଭାର ସାଂସଦ ଥିବା ରଂଜନ ଗୋଗୋଇ ଏକ ଜାତୀୟସ୍ତରର ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ରାଜ୍ୟସଭାର ଅବମାନନା କରିବା ଘଟଣା ଏବେ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ରାଜ୍ୟସଭାର ଅବମାନନା କରିଥିବାରୁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ରାଲିରେ ଏକାଠି ହେଲେ ଗାନ୍ଧୀ ପରିବାର: ବର୍ଷିଲେ ମୋଦୀ ସରକାର ଉପରେ

ଜୟପୁର: ଏକ ଦୀର୍ଘ ବ୍ୟବଧାନ ପରେ ରବିବାର ରାଜସ୍ଥାନରେ ଗୋଟିଏ ମଞ୍ଚରେ ଏକତ୍ର ଦେଖିବାକୁ ମିଳିଛି ଗାନ୍ଧୀ ପରିବାରକୁ। ରାଜସ୍ଥାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ରାଲିରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକାଠି ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ; ଥାନାରେ ମାମଲା ରୁଜୁ

ବାଲିଆ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ଜଣେ ବିଜେପି ନେତାଙ୍କ ବିରୋଧରେ ଜନୈକା ୨୬ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ ଏବଂ ଧମକ ଦେବା ଅଭିଯୋଗରେ ପୁଲିସ ଥାନାରେ ମାମଲା ରୁଜୁ କରାଯାଇଛି। ଘଟଣା ସଂପର୍କରେ ବାଲିଆ ପୁଲିସ୍‌ ସର୍କଲ ଅଧିକାରୀ ଅଶୋକ କୁମାର ମିଶ୍ର କହିଛନ୍ତି ଯେ ବିଜେପିର ପଛୁଆ…
ଅଧିକ ଖବର ଦେଖନ୍ତୁ...

ୟୁପି ନିର୍ବାଚନରେ ବିକେୟୁ କାହାକୁ ସମର୍ଥନ କରିବ ନାହିଁ, ରାଜନୀତିରୁ ଦୂରେଇ ରହିବ: କୃଷକ ନେତା ରାକେଶ ଟିକାୟତ

ନୂଆଦିଲ୍ଲୀ: କୃଷକ ନେତା ରାକେଶ ଟିକାୟତ୍‌ ରବିବାର ସ୍ପଷ୍ଟ କରି ଦେଇିଛନ୍ତି ଯେ ଭାରତୀୟ କିଷାନ ୟୁନିୟନ (ବିକେୟୁ) ଉତ୍ତରପ୍ରଦେଶ ନିର୍ବାଚନରେ କୌଣସି ଦଳକୁ ସମର୍ଥନ କରିବ ନାହିଁ ବରଂ ଏହା ବଦଳରେ ରାଜନୀତିରୁ ନିଜକୁ ଦୂରେଇ ରଖିବ। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହରେ…
ଅଧିକ ଖବର ଦେଖନ୍ତୁ...

ଗୋଆ ବିଧାନସଭା ନିର୍ବାଚନ: ତୃଣମୂଳ କଂଗ୍ରେସ ସହିତ କୌଣସି ମେଣ୍ଟ କରିବ ନାହିଁ ଆମ୍‌ ଆଦମୀ ପାର୍ଟି

ପାନାଜୀ: ଆମ୍‌ ଆଦମୀ ପାର୍ଟି (ଆପ୍‌) ରବିବାର ଦିନ କହିଛି ଯେ ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ସହିତ ଏହାର ମେଣ୍ଟ ହେବ ନାହିଁ। ଆପ୍‌ର ଗୋଆ ପାଇଁ ପ୍ରଭାରୀ ଥିବା ଆତିଶି କହିଛନ୍ତି ଯେ ଆପ୍‌ ଭଲ ପ୍ରାର୍ଥୀଙ୍କ ସହ ଗୋଆକୁ ଏକ…
ଅଧିକ ଖବର ଦେଖନ୍ତୁ...

୨୬ ଦିନର ବିଧାନସଭା ଅଧିବେଶନ ୯ ଦିନରେ ‌ଶେଷକୁ ବିରୋଧ: ମହାପ୍ରଭୁଙ୍କଠାରେ ଅଧିଆ ପଡ଼ିଲେ ବିଜେପିର ୧୨ ବିଧାୟକ

ପୁରୀ : ହେ ମହାପ୍ରଭୁ ମୁଖ୍ୟମନ୍ତ୍ରୀଙ୍କୁ ସଦ୍‌ବୁଦ୍ଧି ଦିଅ, ଓଡ଼ିଶାକୁ ରକ୍ଷା କର। ମହିଳାଙ୍କୁ ସୁରକ୍ଷା ସହ ଚାଷୀକୂଳଙ୍କ ସମସ୍ୟା ବୁଝ। ଏ ସରକାର ମନମୁଖୀ ଶାସନ ଚଳାଇଛନ୍ତି। କାହାରି ସମସ୍ୟା ବୁଝିବାକୁ କି ଶୁଣିବାକୁ ନାରାଜ। ତୁମେ ହିଁ ରକ୍ଷାକର୍ତ୍ତା। ତୁମେ ହିଁ ସାରା ଓଡ଼ିଶାକୁ ରକ୍ଷା…
ଅଧିକ ଖବର ଦେଖନ୍ତୁ...