ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଚଳିତ ମାସରେ ବିଜେପୁର ଉପନିର୍ବାଚନ!

ନୂଆଦିଲ୍ଲୀ: ବିଜେପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ରାଜ୍ୟ ନିର୍ବାଚନ ଅଧିକାରୀ ଡି.ଏନ୍‌ ଗୁପ୍ତା ଆଜି ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିବା ଜଣାଯାଇଛି। ଏଠାରେ ଆୟୋଜିତ ନିର୍ବାଚନ ତାଲିମ ପରିଚାଳନା ବୈଠକରେ ଆଜି ଶ୍ରୀ ଗୁପ୍ତା…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ ପୌର ନିର୍ବାଚନରେ ବିଜେପିର ବାଜିମାତ

ଲକ୍ଷ୍ନୌ: ଗୋଟିଏ ସପ୍ତାହ ପରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ତା’ ପୂର୍ବରୁ ଶୁକ୍ରବାର ଉତ୍ତର ପ୍ରଦେଶରେ ପୌର ନିର୍ବାଚନ  ଫଳାଫଳ ବାହାରିଛି। ନିର୍ବାଚନ ଫଳାଫଳ ଭାରତୀୟ ଜନତା ପାର୍ଟି ସପକ୍ଷରେ ଆସିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଗ୍ନିପରୀକ୍ଷାରେ ପାସ ହୋଇଛନ୍ତି। ଉତ୍ତରପ୍ରଦେଶ…
ଅଧିକ ଖବର ଦେଖନ୍ତୁ...

ମୋ ଜେଜେମାଆ ଓ ଆମ ପରିବାର ଶିବ ଭକ୍ତ: ଅଣ ହିନ୍ଦୁ ବିବାଦରେ ମତ ରଖିଲେ ରାହୁଲ

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମନାଥ ମନ୍ଦରିର ଅଣ-ହିନ୍ଦୁ ରେଜିଷ୍ଟର୍‌ରେ ଦରଖାସ୍ତ କରିବା ପରେ ତାଙ୍କ ଧର୍ମକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା ସେ ସଂପର୍କରେ ମତ ରଖିଛନ୍ତି ରାହୁଲ।  ରାହୁଲ ଗୁରୁବାର ସଂଧ୍ୟାରେ କହିଛନ୍ତି ଯେ ‘ ମୁଁ ହିନ୍ଦୁ ବୋଲି ମୋତେ…
ଅଧିକ ଖବର ଦେଖନ୍ତୁ...

ଆଡମା ରାବା ହେଲେ ସ୍ୱତନ୍ତ୍ର ଆଦିବାସୀ ପରିଷଦ ଅଧ୍ୟକ୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ପରିଷଦର ଅଧ୍ୟକ୍ଷ ଭାବେ ଆଡମା ରାବା ମନୋନୀତ ହୋଇଛନ୍ତି। ଏହି ପଦବି ନିମନ୍ତେ ୫ଜଣ ଆଶାୟୀ ରହିଥିଲେ। ବିଧାୟକ ମାନସ ମାଡକାମୀ ପୂର୍ବତନ ପୌରଧ୍ୟକ୍ଷ ଧନୁର୍ଯ୍ୟୟ ମାଡକାମୀଙ୍କ ନାମକୁ ସୁପାରିଶ କରିଥିବା ବେଳେ ଆଦିବାସୀ ନେତା ତଥା ସଚେତକ…
ଅଧିକ ଖବର ଦେଖନ୍ତୁ...

ଅନୁଭବଙ୍କୁ ନେଇ ବିଜେଡିରେ ଅସନ୍ତୋଷ

ଭୁବନେଶ୍ୱର : ବିଜେଡିର ନେତା କିଏ? ନବୀନ ପଟ୍ଟନାୟକ ନା ଅନୁଭବ ମହାନ୍ତି? ବିଜେଡି କାର୍ଯ୍ୟାଳୟରେ ଆଜି ରାତିରେ ଯୁବ, ଛାତ୍ର ଶାଖାର କର୍ମକର୍ତ୍ତାଙ୍କ ଏମିତି ପ୍ରଶ୍ନ ଦଳୀୟ ମୁଣ୍ଡିଆଳମାନଙ୍କୁ ମୁଣ୍ଡ ଘୂରାଇ ଦେଇଥିଲା। ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଯୁବ-ଛାତ୍ର ସମ୍ପର୍କ ଅଭିଯାନକୁ…
ଅଧିକ ଖବର ଦେଖନ୍ତୁ...

ଜର୍ଜ ତିର୍କୀ ଜେଏମ୍‌ଏମ୍‌କୁ ଯିବେ ଡିସେମ୍ବର ୫ରେ

ରାଉରକେଲା : ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ଝାଡ଼ଖଣ୍ଡ ମୁକ୍ତିମୋର୍ଚା (ଜେଏମ୍‌ଏମ୍‌) ବାହୁଡ଼ିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବିଧାୟକ ତିର୍କୀ ରାଞ୍ଚି ଯାଇ ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ୍‌ଙ୍କୁ ଇତିମଧ୍ୟରେ ଭେଟି ଆଲୋଚନା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସଭାପତି ନିର୍ବାଚନ : ରାହୁଲଙ୍କ ନାମାଙ୍କନପତ୍ର ଦାଖଲ ଡିସେମ୍ବର ୪ରେ!

ନୂଆଦିଲ୍ଲୀ : କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧୀ ଡିସେମ୍ବର ୪ ତାରିଖରେ ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିପାରନ୍ତି। କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆସନ୍ତାକାଲି ବିଜ୍ଞପ୍ତି ଜାରି ହେବ। ରାହୁଲଙ୍କ ବ୍ୟତୀତ ଆଉ କେହି ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିନଥିବାରୁ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ : ନିର୍ଣ୍ଣାୟକ ଲଢ଼େଇରେ କଂଗ୍ରେସ, ବିଜେପି

ନୂଆଦିଲ୍ଲୀ: ଚଳିତ ଗୁଜରାଟ ବିଧାନସଭା ନିର୍ବାଚନ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ବିଗତ ୨୦ ବର୍ଷ ମଧ୍ୟରେ ଏଭଳି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିନଥିବା ବେଳେ ଏଥରର ଲଢ଼େଇ ଉଭୟ ଦଳ ପାଇଁ ନିର୍ଣ୍ଣାୟକ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ସୋମନାଥ ମନ୍ଦିରରେ ଅଣହିନ୍ଦୁଙ୍କ ଲାଗି ଉଦ୍ଦିଷ୍ଟ ରେଜିଷ୍ଟର୍‌ରେ ଦସ୍ତଖତ କରି ଅଡୁଆରେ ରାହୁଲ

ନୂଆଦିଲ୍ଲୀ: ଅଡୁଆରେ ପଡ଼ିଯାଇଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଜଣେ ହିନ୍ଦୁ ନା ଅଣହିନ୍ଦୁ, ଏ ନେଇ ସରଗରମ ହୋଇଛି ଗୁଜରାଟ୍‌ ରାଜନୀତି। ସୋମନାଥ ମନ୍ଦିର ଦର୍ଶନ ବେଳେ ଅଣହିନ୍ଦୁଙ୍କ ପାଇଁ ହୋଇଥିବା ରେଜିଷ୍ଟରରେ ରାହୁଲଙ୍କ ନାଁ ଏଂଟ୍ରି ହୋଇଥିବାରୁ ଏହି ବିବାଦ ଜୋର ଧରିଛି।…
ଅଧିକ ଖବର ଦେଖନ୍ତୁ...

ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ରମଣ ସିଂହ କିଣିଛନ୍ତି ଏକାଥରକେ ୧୯ଟି ପଜେରୋ ଗାଡ଼ି!

ନୂଆଦିଲ୍ଳୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଅନ୍ଧ ବିଶ୍ୱାସରେ ବଶବର୍ତ୍ତୀ ହୋଇ ଏକାଥରକେ ଏକ ପ୍ରକାରର ନମ୍ବର ପ୍ଲେଟ୍‌ ବିଶିଷ୍ଟ ୧୯ଟି ପଜେରୋ ଗାଡ଼ି କିଣିଥିବା କଥା ଏବେ ଚର୍ଚ୍ଚାରେ। ମୁଖ୍ୟମନ୍ତ୍ରୀ ନିକଟରେ ୧୯ ଟି ପଜେରୋ ଏସ୍‌ୟୁଭି କଣିଛନ୍ତି, ଯେଉଁଗୁଡ଼ିକର ନମ୍ବର ପ୍ଲେଟ୍‌ର ଶେଷ ତିନି…
ଅଧିକ ଖବର ଦେଖନ୍ତୁ...