ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ରାଜ୍ୟସଭା ନିର୍ବାଚନ : ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍‌

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ୍‌ ଆଜି ଶେଷ ହୋଇଛି। ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ କେହି ପ୍ରସ୍ତାବକ ନ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କ ଘରେ ‘ରାଜନୀତି ଡିନର’, କାନିମୋଝୀ, ଶରଦ ପାଓ୍ଵାର, ତେଜସ୍ୱୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଜୟ ରଥ ଅଟକାଇବା ତଥା ବିରୋଧୀଙ୍କୁ ଏକତ୍ର କରିବା ପାଇଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ପାଇଁ ସେ ମଙ୍ଗଳବାର ଏକ ରାତ୍ରି ଭୋଜନର ଆୟୋଜନ କରିଛନ୍ତି। ଏଥିରେ ସେ ୧୮ଟି ବିରୋଧୀ ଦଳର ପ୍ରମୁଖଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୟାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେବା ସହ ଦୁଃଖିତ ବୋଲି କହିଲେ ନରେଶ ଅଗ୍ରଓ୍ଵାଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ନରେଶ ଅଗ୍ରଓ୍ଵାଲ ସପାର ରାଜ୍ୟସଭା ପ୍ରାର୍ଥୀ ଜୟା ବଚ୍ଚନଙ୍କ ବିରୋଧରେ ସୋମବାର ଦେଇଥିବା ମନ୍ତବ୍ୟକୁ ମଙ୍ଗଳବାର ପ୍ରତ୍ୟାହାର କରି ନେଇଛନ୍ତି। ସୋମବାର ଅପରାହ୍ଣରେ ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେଲେ ଭି କେ ଜୈନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ଭି କେ ଜୈନ ତାଙ୍କ ପଦବିରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ସରକାରୀ ବାସଭବନରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ମାଡ଼ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ: ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡିର ୩ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ…
ଅଧିକ ଖବର ଦେଖନ୍ତୁ...

ସରିଲା ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି। ମୋଟ୍‌ ୪ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତ ୯ ତାରିଖରେ ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା ଏନ୍‌ଏସି ନିର୍ବାଚନ ମାମଲା : ନିର୍ବାଚନ କମିସନଙ୍କ ଜବାବ ଦାଖଲ, ଅନ୍ତରୀଣ ରହିତାଦେଶ ବଳବତ୍ତର

କଟକ : ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଘଂନ ହୋଇଥିବା ଦର୍ଶାଇ ହାଇକୋର୍ଟରେ ରୁଜୁ ମାମଲାରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ଅତାବିରା ଓ ହିନ୍ଦୋଳ ଏନ୍‌ଏସି ମାମଲାରେ ନିର୍ବାଚନ କମିସନଙ୍କୁ ନୋଟିସ୍‌

କଟକ : ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଘଂନ ହୋଇଥିବା ଦର୍ଶାଇ ରୁଜୁ ଦୁଇ ପୃଥକ ମାମଲାର ଶୁଣାଣି କରି ହାଇକୋର୍ଟ ଆଜି ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିସନଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅତାବିରା ଏନଏସି…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ରଙ୍କ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : କେନ୍ଦ୍ର ପେଟ୍ରୋଲିୟମ୍‌ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ବିଜେପି ରାଜ୍ୟ ସଭାପତି ନନ୍ଦ କୁମାର ସିଂହ ଚୌହାନଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

ପିସିସି ସଭାପତିଙ୍କ ଇସ୍ତଫା ଅଗ୍ରାହ୍ୟ ନେଇ ଏଆଇସିସିରେ ନିଷ୍ପତ୍ତି ନିଆଯାଇନାହିଁ: ତାରା

ଭୁବନେଶ୍ୱର : ଗତକାଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ଅଗ୍ରାହ୍ୟ କରିଦେଇଛି ଓ ସେ (ସଭାପତି) ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ହଟିବେନି ବୋଲି ପିସିସି ନେତ୍ରୀ ସନ୍ଧ୍ୟା ମହାପାତ୍ର କହଥିଲେ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...