ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଉତ୍ତରପ୍ରଦେଶରୁ ଜେଟଲୀ, ବିହାରରୁ ରବିଶଙ୍କର ପ୍ରସାଦ ଯିବେ ରାଜ୍ୟସଭା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଉତ୍ତରପ୍ରଦେଶ, ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ବିହାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏବଂ ସାମାଜିକ ନ୍ୟାୟ ଓ ମହିଳା ସଶକ୍ତିକରଣ ମନ୍ତ୍ରୀ ଥାବରଚାନ୍ଦ ଗହଲୋଟଙ୍କୁ ମଧ୍ୟପ୍ରଦେଶ,…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବୁଧବାର ରାଜ୍ୟସଭା ପାଇଁ ଟିକେଟ୍‌ ମିଳିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ଟିକେଟ ମିଳିଛି। ପୂର୍ବରୁ କୁହାଯାଉଥିଲା ଯେ, ଧର୍ମେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଆଜି ଅପରାହ୍ଣରେ ବିଜେଡି ଘୋଷଣା କରିବ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ଆଜି ଅପରାହ୍ଣ ୫ଟା ସମୟରେ ବିଜେଡ଼ି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ନବୀନ ନିବାସ ପରିସର ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିକୁ ସ୍ୱାଗତ କରିବା ଅବସରରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ବିଜେଡ଼ିରେ ସାମିଲ ହେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ସାମାଜସେବୀ ତଥା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ବିଜେଡିରେ ସାମିଲ ହୋଇଛନ୍ତି। ଶ୍ରୀ ସାମନ୍ତ ନବୀନ ନିବାସ ଠାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ସାମିଲ ହେଲେ ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ବସାଇବା ଲାଗି ବାଚସ୍ପତିଙ୍କୁ ବିଜେଡ଼ିର ଅନୁରୋଧ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭାରେ ଅଲଗା ବସାଇବାକୁ ବିଜେଡ଼ି ପକ୍ଷରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଅନୁରୋଧ କରାଯାଇଛି । ଏହା ସହିତ ଗୃହ ବ୍ୟାପାର ସ୍ଥାୟୀ କମିଟିରୁ ତାଙ୍କ ସଦସ୍ୟତା ଶେଷ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।  ଆଜି…
ଅଧିକ ଖବର ଦେଖନ୍ତୁ...

ନିଷ୍ପତ୍ତିର ପୁନର୍ବିଚାର କଲେ ନବୀନ, ସଂସଦୀୟ ସ୍ଥାୟୀ କମିଟିରେ ବିଜେଡ଼ି ସାଂସଦଙ୍କ ସଦସ୍ୟତା ଜାରି ରହିବ

ଭୁବନେଶ୍ୱର : ବିଭିନ୍ନ ସଂସଦୀୟ ସ୍ଥାୟୀ ଓ ଅନ୍ୟାନ୍ୟ କମିଟିରୁ ଇସ୍ତଫା ଦେବାକୁ  ଦୁଇଦିନ ତଳେ ନିଜର ସାଂସଦମାନଙ୍କୁ କହିଥିବା ନବୀନ ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି । ପୂର୍ବରୁ ଯିଏ ଯେଉଁ ସ୍ଥାୟୀ କମିଟିରେ ଥିଲା ସେମାନେ ନିଜ ନିଜର ସ୍ଥାନ ବଜାୟ ରଖିବେ । ଏ ନେଇ ଆଜି ବିଜେଡି…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାୟିକାଙ୍କ ଶପଥପାଠ ଆଜି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ରୀତା ସାହୁ ଆସନ୍ତାକାଲି ପୂବାହ୍ନ ୧୧ଟା ସମୟରେ ବିଧାୟକ ଭାବେ ଶପଥପାଠ କରିବେ। ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ ତାଙ୍କୁ ତାଙ୍କର ବାଚସ୍ପତି କକ୍ଷରେ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି।
ଅଧିକ ଖବର ଦେଖନ୍ତୁ...

ଦଳୀୟ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସରକାର ଧ୍ୱଂସ କରିଛନ୍ତି

ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନାରେ ବ୍ୟସ୍ତ ଥିଲା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରଖିଛି ବିଜେପି। ନବୀନ ସରକାରଙ୍କ ଚକ୍ରାନ୍ତରେ ଗ୍ରାମାଞ୍ଚଳରେ ସ୍ଥାନୀୟ ଲୋକ ପ୍ରତିନିଧି ସମ୍ପୂର୍ଣ୍ଣ କ୍ଷମତାଶୂନ୍ୟ ହୋଇଯାଇଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ୧୨ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ସଦସ୍ୟ ପଦବି ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆଜି ଠାରୁ ଚଳିତ ମାସ…
ଅଧିକ ଖବର ଦେଖନ୍ତୁ...