ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଉଦ୍ଧବ ଠାକରେଙ୍କ ଶାଳକଙ୍କ ଉପରେ ଇଡିର ଚଢ଼ାଉ, ୬.୪୫ କୋଟି ବାଜ୍ୟାପ୍ତ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶାଳକଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମଙ୍ଗଳବାର ଅପରାହ୍ନରେ ଚଢାଉ କରାଯାଇଛି। ଏହି ଚଢ଼ାଉ କାଳରେ ଏକ ମନି ଲଣ୍ଡରିଂ ମାମଲାରେ ଇଡି କର୍ତ୍ତୃପକ୍ଷ ତାଙ୍କର ୬.୪୫ କୋଟିର ସମ୍ପତ୍ତିକୁ ବଜ୍ୟାପ୍ତ କରିଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଲେ ଅଖିଳେଶ

ନୂଆଦିଲ୍ଲୀ: ଲୋକସଭା ସାଂସଦ ପଦରୁ ଅଖିଳେଶ ଯାଦବ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ ଲୋକସଭା ବାଚସ୍ପତି ଓମ ର୍ବିଲାଙ୍କୁ ଗୃହରେ ସଦସ୍ୟତାରୁ ଇସ୍ତଫା ଦେଉଥିବା ନେଇ ସୂଚନା ଦେବା ସହ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ପୌର ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ୫ଦିନ ଯାଏଁ ମଦ ବନ୍ଦ

ଭୁବନେଶ୍ବର : ରାଜ୍ୟର ୧୦୬ଟି ଏନ୍‌ଏସି/ମ୍ୟୁନିସପାଲଟି ଏବଂ ୩ଟି ମହାନଗର ନିଗମରେ ୨୪ତାରିଖରେ ନିର୍ବାଚନ ହେବାକୁ ଥିବାରୁ ମଙ୍ଗଳବାର ସଂଧ୍ୟା ୫ଟାରୁ ପ୍ରଚାର ବନ୍ଦ ହେବ। ଏହାପରେ କୌଣସି ପ୍ରାର୍ଥୀ, ରାଜନୈତିକ ଦଳ କୌଣସି ପ୍ରକାରର ସଭାସମିତି, ପ୍ରଚାର ଆଦି କରିପାରିବେନି। ଯେଉଁ ଅଞ୍ଚଳରେ…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ନିର୍ବାଚନୀ ହିଂସା! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର…

ପିପିଲି: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ପୌର ପ୍ରଚାର; କେଉଁଠି କସରତ, କେଉଁଠି କନ୍ଦଳ

ବିଦ୍ରୋହୀଙ୍କୁ ମନାଇବାକୁ ବିଜେଡିର ଜୋରଦାର ପ୍ରୟାସ ଅନ୍ତଃକନ୍ଦଳ ଯୋଗୁଁ ଫିକା ପଡ଼ିଲାଣି ବିଜେପି ରଣନୀତି ଦୁର୍ବଳ ସ୍ଥିତି ଥାଇ ବି ଘର ଘର ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ ବାଲେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦମଦାର ବିଜୟ ପରେ ଏବେ ପୌର ଦଖଲ କରିବାକୁ ଶାସକ ବିଜୁ…
ଅଧିକ ଖବର ଦେଖନ୍ତୁ...

କୁଆଡ଼େ ଗଲେ ରୀତା ସାହୁ? ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ଦେଖିବାକୁ ମିଳୁନାହିଁନ୍ତି

ବରଗଡ଼ : ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ଗତିବିଧି ଭିନ୍ନ ରୂପ ନେଉଛି। ପଞ୍ଚାୟତ ନିର୍ବାଚନ ପରେ ଏହି ଗତିବିଧି ଏବେ ବଢ଼ି ଯାଇଛି। ଖୋଲା ଆଖିକୁ ବି ଦେଖାଯାଉଛି। ବରପାଲି‌ ଏନ୍‌ଏସି ନିର୍ବାଚନ‌ ପ୍ରଚାର ବେଳେ ବିଜେଡିର ପ୍ରଚାର ପ୍ରକ୍ରିୟାରେ ଦଳ ଭିତରେ ଥିବା ଫାଟ ବାରି…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନରେ ଘର ସାଜିଛି ପ୍ରମୁଖ ପ୍ରସଙ୍ଗ: ଜାଗା ମିସନ୍‌ ବନାମ ପ୍ରଧାନମନ୍ତ୍ରୀ ଆବାସ

ଭୁବନେଶ୍ବର : କୁହାଯାଏ ଯାହା ମୁଣ୍ଡ ଉପରେ ଛାତ ଅଛି ତା’ର ଅଧା ଚିନ୍ତା ନାହିଁ। ଖାସ୍‌ କରି ସହରାଞ୍ଚଳରେ ଯଦି କାହାର ଘରଟିଏ ଅଛି ତେବେ ତା’ର ଚଳିବାର ବିଶେଷ ଅସୁବିଧା ହେବନି। ଏବେ ଏହି ଘରକୁ ନେଇ ବିଜେପି ଓ ବିଜେଡି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସହରରେ ପ୍ରଚାର ପାଇଁ ବହୁ ପ୍ରସଙ୍ଗ…
ଅଧିକ ଖବର ଦେଖନ୍ତୁ...

ଦଳବିରୋଧୀ କାର୍ଯ୍ୟ ପାଇଁ ୧୨ ବିଜେପି ନେତା ବହିଷ୍କାର

ଭୁବନେଶ୍ୱର : ଜିଲ୍ଲା ସଭାପତିଙ୍କ ସୁପାରିସ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ କୋରାପୁଟ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦିଲ୍ଲୀପ କୁମାର ସ୍ୱାଇଁ, ସୁନାବେଡା ପୌର ପରିଷଦ ମଣ୍ଡଳର ରାଜେନ୍ଦ୍ର କୁମାର ପାତ୍ର,…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ଦଖଲ ପରେ ଏବେ ଆପ୍‌ର ନଜର ରାଜସ୍ଥାନ ଉପରେ

ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନରେ ହାସଲ କରିଥିବା ଅଦ୍ଭୁତପୂର୍ବ ବିଜୟରେ ଉତ୍ସାହିତ ହୋଇ ଆମ୍‌ ଆଦମୀ ପାର୍ଟି (ପାର୍ଟି) ବର୍ତ୍ତମାନ ରାଜସ୍ଥାନ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କରେ ସଂଗଠନକୁ ଶକ୍ତିଶାଳୀ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ପ୍ରଚାର ମଞ୍ଚରେ ସରକାରୀ ଶିକ୍ଷକ! ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ସରିବା ପରେ ପରେ ପୌର ନିର୍ବାଚନ ଉଷ୍ମତା ଲାଗି ରହିଛି। ଏବେ ବିଭିନ୍ନ ଦଳ ପକ୍ଷରୁ ମାଲକାନଗିରି ପୌରାଞ୍ଚଳରେ ଜୋରଦାର ପ୍ରଚାର କାର୍ଯ୍ୟ ଚାଲିଛି। ଏହି ପ୍ରଚାର କାର୍ଯ୍ୟରେ ସରକାରୀ ଶିକ୍ଷକମାନଙ୍କ ଉପସ୍ଥିତିକୁ ନେଇ ଏବେ ଚର୍ଚ୍ଚା …
ଅଧିକ ଖବର ଦେଖନ୍ତୁ...