ରଥ ତ ସରିଲା: ଏବେ କେମିତି ‘ବାମନ’ଙ୍କୁ ଦେଖିବା ?

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ ଗୋଟିଏ ଲୋକପ୍ରିୟ ଶ୍ଳୋକାଂଶ ହେଉଛି, “ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।” ତା’ ହେଲେ, ରଥ ସରିଗଲେ, ଶ୍ରୀଜଗନ୍ନାଥ ‘ନୀଳାଦ୍ରି ବିଜେ’ରେ ଯାଇ ରତ୍ନସିଂହାସନରେ ବିରାଜମାନ କଲେ, ଆମେ କ’ଣ ଆଉ ‘ବାମନ’ଙ୍କୁ ଦେଖିପାରିବା ନାହିଁ?…
ଅଧିକ ଖବର ଦେଖନ୍ତୁ...

‘ଡାକ-ପାଲିଙ୍କି’ରେ ‘ନୀଳାଦ୍ରିବିଜେ’ର ‘ରସଗୋଲା’

‘ରସଗୋଲା’ ଯେ ‘ନୀଳାଦ୍ରିବିଜେ’ର ନୈବେଦ୍ୟ, ଦେବୀ ଲକ୍ଷ୍ମୀଙ୍କ ‘ମାନଭଞ୍ଜନର ମହୌଷଧି’- ଏହାକୁ ଆଉ ଏକ ସ୍ୱୀକୃତି ମିଳିଛି ୧ ମାର୍ଚ୍ଚ ୨୦୧୮, ଦୋଳପୂର୍ଣ୍ଣିମା ଦିନ । ସେଦିନ ପୁରୀ ମୁଖ୍ୟ ଡାକଘରଠାରେ ଆନୁଷ୍ଠାନିକ ଭାବରେ ଉନ୍ମୋଚିତ ହେଲା ଗୋଟିଏ ସ୍ୱତନ୍ତ୍ର ଡାକ ଲଫାଫା । ତାହାର ବିଷୟ ଥିଲା,…
ଅଧିକ ଖବର ଦେଖନ୍ତୁ...

‘ନୀଳାଦ୍ରିବିଜେ’ର ‘ରସଗୋଲା’କୁ ନେଇ ଦିନଟିଏ!

‘ନୀଳାଦ୍ରିବିଜେ’ର ନୈବେଦ୍ୟ ହେଉଛି ‘ରସଗୋଲା’ । କାରଣ ସେଦିନ ଏହା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ଭୋଗ କରାଯାଇଥାଏ । ଶ୍ରୀମନ୍ଦିର ‘ସ୍ୱତ୍ୱଲିପି’ ଅନୁସାରେ, ନୀଳାଦ୍ରିବିଜେ ସମୟରେ ଶ୍ରୀମନ୍ଦିରର ଭଣ୍ଡାରଘରଠାରେ ରୁକ୍ମିଣୀ ବିବାହର ଗଇଣ୍ଠାଳ ଫିଟା ଯିବା ବେଳେ ଏହା ଭୋଗ ହୁଏ ।…
ଅଧିକ ଖବର ଦେଖନ୍ତୁ...

‘ଠାକୁର୍‍ ଭଲେ ବିରାଜୋ ଜି!’

“ଠାକୁର୍‍ ଭଲେ ବିରୋଜୋ ଜି! ଓଡ଼ିଶା ଜଗନ୍ନାଥ ପୁରୀ ମେଁ ଭଲେ ବିରାଜୋ ଜି!” ଏ ହେଉଛି ସନ୍ଥ କବିରଙ୍କର ଗୋଟିଏ ଜଗନ୍ନାଥ ଭଜନ । ଦୀର୍ଘ ପ୍ରାୟ ପାଞ୍ଚଶହ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଏହାକୁ ସାରା ଭାରତର, ବିଶେଷ କରି ଉତ୍ତର ଭାରତର ଜଗନ୍ନାଥ ଭକ୍ତ ଗାଇ ଆସୁଛନ୍ତି । କବିରଙ୍କର ଏହି ଭଜନଟିର…
ଅଧିକ ଖବର ଦେଖନ୍ତୁ...

‘କନକମୁଣ୍ଡି’ ଓ ‘ତ୍ରିମୁଣ୍ଡି ଚାନ୍ଦୁଆ’ କଥା

ଶ୍ରୀମନ୍ଦିରର ସ୍ୱତନ୍ତ୍ର ପାରିଭାଷିକ ଶବ୍ଦାବଳୀ ମଧ୍ୟରୁ ଦୁଇଟି ହେଉଛି ‘କନକମୁଣ୍ଡି’ ଓ ‘ତ୍ରିମୁଣ୍ଡି’ । ‘ତ୍ରିମୁଣ୍ଡ’ ତିନି ମୁଣ୍ଡ ଥିବା ବ୍ୟକ୍ତି ବା ତିନି ଶାଖା ବିଶିଷ୍ଟ ଦ୍ରବ୍ୟକୁ ବୁଝାଏ । ସେହି ଅନୁସାରେ ରାମଙ୍କ ଦ୍ୱାରା ନିହତ ହୋଇଥିବା ‘ତ୍ରିଶିରା’ ରାକ୍ଷସ ବା ତିନି ମୁଣ୍ଡଥିବା…
ଅଧିକ ଖବର ଦେଖନ୍ତୁ...

‘ନୀଳାଦ୍ରିବିଜେ’ରେ କାହିଁକି ହୁଏ ‘ବିଭୀଷଣ ବନ୍ଦାପନା’?

ଶ୍ରୀଜଗନ୍ନାଥଙ୍କ ‘ନୀଳାଦ୍ରିବିଜେ’ ନୀତିର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ‘ଦକ୍ଷିଣାଭିମୁଖ ବନ୍ଦାପନା’ । ଏହାକୁ ‘ବିଭୀଷଣ ବନ୍ଦାପନା’ କୁହାଯାଏ । ଲଙ୍କାର ରାଜା ବିଭୀଷଣଙ୍କ ପକ୍ଷରୁ ଏହି ବନ୍ଦାପନା କରାଯାଇଥାଏ । ଏହାର ଗୋଟିଏ ସଂପର୍କ ସୂତ୍ର ସାରଳା ଦାସଙ୍କ ‘ମହାଭାରତ’ରେ ଅଛି ।…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ନୀଳାଦ୍ରି ବିଜେ : ନୀଳକନ୍ଦରରେ ଲୀଳାମୟ

ପୁରୀ : ଆଷାଢ଼ ଶୁକ୍ଳପକ୍ଷ ଚଦୁର୍ଦ୍ଦଶୀ ତିଥିରେ ଆଜି ନୀଳାଦ୍ରି ବିଜେ କରିଛନ୍ତି ଲୀଳାମୟ ଠାକୁର। ନବଦିନ ଘୋଷଯାତ୍ରାରୁ ବାହୁଡ଼ି ସିଂହଦ୍ୱାରରେ ଚାରିଦିନ ଧରି ରଥାରୂଢ଼ ଥିବା ତିନି ଠାକୁର ଚତୁର୍ଦ୍ଦଶୀ ତିଥିରେ ରତ୍ନବେଦୀରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି…
ଅଧିକ ଖବର ଦେଖନ୍ତୁ...

ବାହା ଗଇଣ୍ଠାଳ ଫିଟିଲା: କଳାଠାକୁର ରତ୍ନସିଂହାସନ ଗଲେ

‘ନୀଳାଦ୍ରିବିଜେ’ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ତିମ ପର୍ବ । ଏହି ପର୍ବ ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ । କାରଣ ଏହି ଦିନ ଠାକୁରମାନେ ସେମାନଙ୍କର ରତ୍ନସିଂହାସନକୁ ବାହୁଡ଼ିଥାଆନ୍ତି । ଏହାର ଗୁରୁତ୍ୱ ହେଉଛି, ସାରା ବର୍ଷରେ ମାତ୍ର ଗୋଟିଏ ଥର, ଠାକୁରମାନେ ଶ୍ରୀମନ୍ଦିରର ରତ୍ନସିଂହାସନ…
ଅଧିକ ଖବର ଦେଖନ୍ତୁ...

ଆଜି ଚତୁର୍ଦ୍ଧା ମୂର୍ତିଙ୍କ ନୀଳାଦ୍ରି ବିଜେ

ପୁରୀ : ସରିଲା ଘୋଷଯାତ୍ରା। ରତ୍ନବେଦୀ ଛାଡ଼ି ଶ୍ରୀମନ୍ଦିର ବାହାରେ ପତିତଜନଙ୍କୁ ଦର୍ଶନ ଦେଲେ ମହାପ୍ରଭୁ। ୧୨ ଦିନର ଏହି ଲୀଳାଖେଳ ଶେଷ ପରେ ଆସନ୍ତାକାଲି (ସୋମବାର) ଚତୁର୍ଦ୍ଧା ମୂର୍ତି ନୀଳାଦ୍ରି ବିଜେ କରିବେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତି ପୁଣି ଗୋଟି ପହଣ୍ଡିରେ ରତ୍ନମଣ୍ଡପକୁ ବିଜେ…
ଅଧିକ ଖବର ଦେଖନ୍ତୁ...

ରଥାରୂଢ଼ ଶ୍ରୀଜିଉଙ୍କୁ ଅଧରପଣା ଲାଗି

ପୁରୀ : ନବଦିନ ଧରି ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ରଥରେ ଅବତରଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୁରି ବୁଲୁଥାନ୍ତି। ଏମାନଙ୍କୁ ତୃପ୍ତ କରିବା ପାଇଁ ଆଜି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥିରେ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା…
ଅଧିକ ଖବର ଦେଖନ୍ତୁ...