ରଥଖଳା : ୪୨ରୁ ୪୦ ତୁମ୍ବର ବିନ୍ଧ କାମ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଆଗେଇ ଚାଲିଛି। ଏହା ଭିତରେ ଚକ କାମ ଅଧାଅଧି ଶେଷ ହେଲାଣି। ସେ ପଟେ ପୋଟଳ ଓରା, ପୋଟଳ ପାରେଣି, ଭୂଇଁ ଖମ୍ବି କାମ ବି ଆଗେଇ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ସୁଦ୍ଧା ତିନି ରଥର ମୋଟ ୪୨ ତୁମ୍ବରୁ ୪୦ଟି…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରରେ ଚକ ଡେରା ଅନୁକୂଳ: ୮ ଦିନରେ ସରିଲା ୨୦ ଦିନର କାମ

ପୁରୀ : ପବିତ୍ର ଭଉଁରୀ ତିଥିରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଚକଡ଼େରା ଅନୁକୂଳ ହୋଇଛି। ତାଳଧ୍ବଜ, ନନ୍ଦିଘୋଷ ଓ ଦର୍ପଦଳନ ରଥର ଛଅଟି ଚକକୁ ଅଖରେ ସଂଯୋଗ କରାଯାଇ ରଥଖଳାରେ ଡେରାଯାଇଛି। ରଥର ମୁଖ୍ୟ ଅଖ ‘ନାହାକା ଅଖ’ ହୋଇଥିବାରୁ ଏହାକୁ ଠିଆ କରିବାକୁ ଶ୍ରୀଜୀଉଙ୍କ ଆଦେଶ ସ୍ବରୂପ…
ଅଧିକ ଖବର ଦେଖନ୍ତୁ...

ପୁରୀ : ଆଜି ଚକଡ଼େରା ଅନୁକୂଳ, ତିନି ରଥର ୬ ଚକ, ୩ ଅଖ ପ୍ରସ୍ତୁତ

ପୁରୀ : ଆସନ୍ତାକାଲି ପବିତ୍ର ଭଉଁରୀ। ପ୍ରଥା ଓ ପରମ୍ପରା ଅନୁଯାୟୀ ଏହିଦିନ ତିନି ରଥର ଚକଡେରା ଅନୁକୂଳ ହୋଇଥାଏ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଅନୁକୂଳ ପର୍ବ ପାଇଁ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନର ୨ଟି ଲେଖାଁଏ ୬ଟି ଚକ, ଗୋଟିଏ ଲେଖାଁଏ ଅଖ ପ୍ରସ୍ତୁତ ରହିଛି।…
ଅଧିକ ଖବର ଦେଖନ୍ତୁ...

ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ଆଜିଠାରୁ ସଙ୍ଗରୋଧରେ ରହିବେ

ପୁରୀ: କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି। ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ଆଜିଠାରୁ ସଙ୍ଗରୋଧରେ ରହିବେ। ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

‘ନୀଳାଦ୍ରିବିଜେ’ର ବାର୍ତ୍ତା : ପୂର୍ଣ୍ଣ ରହିଥାଉ ଏ ଜାତିର ବଡ଼ଦେଉଳ !

ଶ୍ରୀଜଗନ୍ନାଥାଦି ଦେବତା ଶ୍ରୀମନ୍ଦିରକୁ ଫେରିବାର ପର୍ବ ହେଉଛି ‘ନୀଳାଦ୍ରିବିଜେ’ । ‘ସ୍ନାନଯାତ୍ରା’ ଦିନ ସେମାନେ ଶ୍ରୀମନ୍ଦିରର ରତ୍ନବେଦି ଛାଡ଼ିଥାଆନ୍ତି ଏବଂ ଏହିଦିନ ରତ୍ନବେଦିକୁ ଫେରିଆସନ୍ତି । ବାକି ସାରାବର୍ଷ ସେମାନେ ରତ୍ନସିଂହାସନରେ ହିଁ ବିରାଜମାନ ଥାଆନ୍ତି । ଏବେ ଏହି ନୀତି…
ଅଧିକ ଖବର ଦେଖନ୍ତୁ...

ଠାକୁର ନାଇବେ ଚିତା, ଆମେ ଖାଇବା ଚିତଉ!

‘ନୀଳାଦ୍ରିବିଜେ’ ଦିନ ଠାକୁରମାନେ ରଥରୁ ରତ୍ନବେଦିକୁ ଗଲେ ମଧ୍ୟ, ସ୍ନାନଯାତ୍ରାରୁ ଆରମ୍ଭ ହୋଇଥିବା ଯାତ୍ରାର ନୀତି ପ୍ରକୃତରେ ସରେ ‘ଚିତାଲାଗି ଅମାବାସ୍ୟା’ରେ । ଏହା ଲୋକମୁଖରେ ‘ଚିତଉ ଅମାବାସ୍ୟା’ ଭାବରେ ମଧ୍ୟ ପରିଚିତ । କାରଣ, ଏହିଦିନ ଶ୍ରୀମନ୍ଦିରରେ ଚିତଉ ପିଠା ଭୋଗ ହୁଏ । ଓଡ଼ିଶାର ଘରେ…
ଅଧିକ ଖବର ଦେଖନ୍ତୁ...

“ତିନି ରଥ : କିଏ ଆଗ, କିଏ ପଛ !”

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ରଥର ସଂଖ୍ୟା ତିନି । ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ । ତିନି ରଥର ମୁଖ୍ୟ ଦେବତା ମଧ୍ୟ ତିନି । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା । ତେବେ ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀସୁଦର୍ଶନ ମଧ୍ୟ ରଥରେ ଥାଆନ୍ତି । ଏହି ଚତୁର୍ଦ୍ଧା ବିଗ୍ରହ ଚାରି ଯନ୍ତ୍ର…
ଅଧିକ ଖବର ଦେଖନ୍ତୁ...

ଗୁଣ୍ଡିଚା ମନ୍ଦିର ଜଗେ ବାବନାଭୂତ!

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଗୋଟିଏ ନାମ ‘ନବଦିନ ଯାତ୍ରା’ । କାରଣ ଠାକୁରମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଯାଇ ଗୁଣ୍ଡିଚା ମନ୍ଦିରରେ ସାତଦିନ ରହନ୍ତି ଏବଂ ବାହୁଡ଼ା ଦଶମୀ ଦିନ ଫେରି ଆସନ୍ତି । କିନ୍ତୁ ଠାକୁରମାନେ ନଥିବାବେଳେ, ବର୍ଷର ବାକି ଦିନଗୁଡ଼ିକରେ ଗୁଣ୍ଡିଚା ମନ୍ଦିରରେ କିଏ ଥାଏ?…
ଅଧିକ ଖବର ଦେଖନ୍ତୁ...

ରଥ ସରିଗଲେ ତିନି ରଥ ଯାଏ କୁଆଡ଼େ? ରଥକାଠ ହୁଏ କ’ଣ?

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାରେ ପ୍ରତିବର୍ଷ ତିନିଟି ନୂଆ ରଥ ତିଆରି ହୁଏ । କିନ୍ତୁ ‘ନୀଳାଦ୍ରିବିଜେ’ରେ ଠାକୁରମାନେ ରତ୍ନବେଦିକୁ ବାହୁଡ଼ିଯିବା ପରେ ସେହି ରଥ ଆଉ ପରବର୍ଷର ରଥଯାତ୍ରାରେ ଲାଗେ ନାହିଁ । ମାତ୍ର ନଅଦିନର ଯାତ୍ରାକୁ ମିଶାଇ ୧୨-୧୩ ଦିନପାଇଁ ପ୍ରତିଥର ନୂଆ ରଥ ଚଢ଼ୁଥିବା ଏପରି ଠାକୁର…
ଅଧିକ ଖବର ଦେଖନ୍ତୁ...

ରଥ ତ ସରିଲା: ଏବେ କେମିତି ‘ବାମନ’ଙ୍କୁ ଦେଖିବା ?

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସଂପର୍କରେ ଗୋଟିଏ ଲୋକପ୍ରିୟ ଶ୍ଳୋକାଂଶ ହେଉଛି, “ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ ।” ତା’ ହେଲେ, ରଥ ସରିଗଲେ, ଶ୍ରୀଜଗନ୍ନାଥ ‘ନୀଳାଦ୍ରି ବିଜେ’ରେ ଯାଇ ରତ୍ନସିଂହାସନରେ ବିରାଜମାନ କଲେ, ଆମେ କ’ଣ ଆଉ ‘ବାମନ’ଙ୍କୁ ଦେଖିପାରିବା ନାହିଁ?…
ଅଧିକ ଖବର ଦେଖନ୍ତୁ...