ଓଡ଼ିଆ ଜାତିର ସମ୍ମାନ ରହିଗଲା

ପୁରୀ : ୨୮୪ ବର୍ଷ ପରେ ଲେଖା ହୋଇଥା’ନ୍ତା ନୂଆ ଇତିହାସ। ଗତ ୨୮୪ ବର୍ଷ ଭିତରେ ଯାହା ହୋଇନଥିଲା ତାହା ଏଥର ହୋଇଥା’ନ୍ତା। ମାତ୍ର କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭା‌ବାବେଗ, ଶ୍ରୀମନ୍ଦିର ପରିଚାଳନା କମିଟି, ସେବକ ସମାଜ, ଛତିଶାନିଯୋଗ, ଗଜପତି ମହାରାଜା ଦିବ୍ୟସିଂହ ଦେବ, ଜଗଦଗୁରୁ…
ଅଧିକ ଖବର ଦେଖନ୍ତୁ...

ପୁରୀ ବାହାରେ ସର୍ବପୁରାତନ ରଥଯାତ୍ରା

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମ୍ପର୍କରେ ସମସ୍ତେ ଜାଣନ୍ତି। ତେବେ, ଦେଶର ବିଭିନ୍ନ ପ୍ରାନ୍ତରରେ ଅତ୍ୟନ୍ତ ଧାର୍ମିକ ଉଚ୍ଛ୍ବାସ ମଧ୍ୟରେ ରଥଯାତ୍ରା ପାଳିତ ହୋଇଆସୁଛି। ଏମିତି ସ୍ଥାନ ରହିଛି ଯେଉଁଠି କେଉଁକାଳରୁ ରଥଯାତ୍ରା ହୋଇଆସୁଛି। ପୁରୀ ପରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ତୁଟୁନି ରଥ ଅଡ଼ୁଆ, ତିନି ରଥ ସିଂହଦ୍ୱାରକୁ ନ ଆସିଲେ ନୀତି ବନ୍ଦ!

କୋର୍ଟଙ୍କୁ ଅପେକ୍ଷା, ବିକଳ୍ପ ରାସ୍ତା ବାହାରିନି ସରକାର, ଶ୍ରୀମନ୍ଦିର ପ୍ରଶାସନ ସମସ୍ତେ ଚୁପ୍‌ ଆଜି ଆଜ୍ଞାମାଳ ବିଜେ ହେବ କେମିତି? ଭୁବନେଶ୍ବର/ ପୁରୀ : ୨୩ ତାରିଖ, ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ହେଲେ କିଭଳି ହେବ ମହାପ୍ରଭୁଙ୍କ ଘୋଷଯାତ୍ରା…
ଅଧିକ ଖବର ଦେଖନ୍ତୁ...

ରଥ ନିର୍ମାଣ, ରଙ୍ଗକାର୍ଯ୍ୟ ଶେଷ, ତାଳଧ୍ବଜ ଓ ନନ୍ଦିଘୋଷରେ ଲାଗିଲା କପଡ଼ା

ପୁରୀ : ରଥଯାତ୍ରା ଅନିଶ୍ଚିତତା ଭିତରେ ଥିଲେ ବି ରଥ ନିର୍ମାଣ କାର୍ଯ୍ୟ ଅଟକିନି। ଗତକାଲି ରଥ ନିର୍ମାଣର ଶେଷ କାର୍ଯ୍ୟ ଭାବେ ତିନି ରଥରେ ପ୍ରଭା ଲାଗିବା ପରେ ଆଜି କପଡ଼ା ଲାଗିବା କାର୍ଯ୍ୟ ଆରମ୍ଭ ହୋଇଛି। ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦୁଆର ବେଢ଼ାରେ କପଡ଼ା ଲଗାଯାଇଛି। ପ୍ରଥମେ ବଡ଼ଠାକୁର…
ଅଧିକ ଖବର ଦେଖନ୍ତୁ...

ପୁରୀ ରଥଯାତ୍ରାର ପୁନଃବିଚାର ପାଇଁ ସୁପ୍ରିମ କୋର୍ଟରେ ୧୭ଟି ପିଟିସନ୍‌

ନୂଆଦିଲ୍ଲୀ : ରଥଯାତ୍ରା ବନ୍ଦ କରିବା ପାଇଁ ୧୮ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଜଗନ୍ନାଥପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ସୁପ୍ରିମକୋର୍ଟଙ୍କ ଏହି ରାୟ ଉପରେ ପୁନଃବିଚାର ପାଇଁ କିଛି ବ୍ୟକ୍ତି ଏବଂ ସଂଗଠନ ପକ୍ଷରୁ ୧୭ଟି ପିଟିସନ ଦାଖଲ ହୋଇଛି। ଗତକାଲି ୫ଟି ପିଟିସନ…
ଅଧିକ ଖବର ଦେଖନ୍ତୁ...

ରଥଯାତ୍ରା : ରାୟ ସ୍ୱାଗତଯୋଗ୍ୟ କାହିଁକି?

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ସତରେ କ’ଣ ରଥଯାତ୍ରା ଅନୁଷ୍ଠିତ ହୋଇଥିଲେ କିଛି ସମସ୍ୟା ଉପୁଜି ଥାଆନ୍ତା? ଉତ୍ତର ହେଉଛି ‘ଅବଶ୍ୟ’। କାରଣ ଯେତେବେଳେ କରୋନା ଭୂତାଣୁ ସମଗ୍ର ବିଶ୍ବକୁ ଗ୍ରାସ କରିଛି ଏବ˚ ସେଥିପାଇଁ ସମସ୍ତ ସଭାସମିତି ତଥା ଧାର୍ମିକ ଉତ୍ସବାନୁଷ୍ଠାନ ଉପରେ ଅଙ୍କୁଶ…
ଅଧିକ ଖବର ଦେଖନ୍ତୁ...

ପୁରୀ : ରଥଖଳାରେ ପଡ଼ିଲା ‘ଦ୍ବିତୀୟ ଭୂଇଁ’

ପୁରୀ : ଆଜି ରଥଖଳାରେ ତିନି ରଥର ତୃତୀୟ ଭୂଇଁ ନିର୍ମାଣ କାମ ଶେଷ ହୋଇଛି। ସେପଟେ ତିନି ରଥରେ ଖଦିଓରା(ନଡ଼ିଆ ଗର) ରଥ ଦଣ୍ଡାରେ ୧୪ ନାହାକା ପାଇଁ ସଂଯୋଗ କରାଯାଇଛି। ଲାଗିବା ପୂର୍ବରୁ ଖଦିଓରାର ଉପରିଭାଗ ଓ ତଳଭାଗ ସାମାନ୍ୟ ଚଞ୍ଝା ଯାଇ ବିନ୍ଧ କରାଯାଇଛି। ଏହା ପରେ ୧୪ ନାହାକ ସଂଯୋଗ…
ଅଧିକ ଖବର ଦେଖନ୍ତୁ...

ଚକଡ଼େରା ଶେଷ ନୀତି ସମ୍ପନ୍ନ

ପୁରୀ : ଗତକାଲି ରଥଖଳାରେ ପଞ୍ଚ ମହାଦେବଙ୍କ ପନ୍ତିଭୋଗ ପରେ ଆଜି ଚକଡ଼େରା ଶେଷ ନୀତି ସମ୍ପନ୍ନ ହୋଇଛି। ତିନି ରଥର ୪୨ ଚକ ଓ ୨୧ ଅଖ ସଂଯୋଗ କରାଯାଇ ରଥଖଳାରେ ଠିଆ କରାଯାଇଛି। ମହାରଣା ସେବକ, ଭୋଇ ସେବକଙ୍କ ସହ ଅନ୍ୟ ସେବକମାନେ ମିଳିମିଶି ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ଏହା ପରେ ରଥର…
ଅଧିକ ଖବର ଦେଖନ୍ତୁ...

ଭାଙ୍ଗି ଦେଲେ ରଥ ନିର୍ମାଣ ପରମ୍ପରା : ବନ୍ଦ କରିଦେଲେ ଚକଡେରା ଶେଷ ନୀତି

ପୁରୀ : ବିଶ୍ବନିୟନ୍ତାଙ୍କ ରଥ ନିର୍ମାଣ ପାଇଁ ନିର୍ଦ୍ଦିଷ୍ଟ ପରମ୍ପରା ରହିଛି। ଏହି ପରମ୍ପରା ଆଧାରରେ ଯୁଗଯୁଗ ଧରି ରଥଖଳାରେ ରଥ ନିର୍ମାଣ ହୋଇ ଆସୁଛି। କିନ୍ତୁ ଚଳିତବର୍ଷ ବ୍ୟତିକ୍ରମ ପରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରଥମେ ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ ନୀତି ବନ୍ଦ କରି…
ଅଧିକ ଖବର ଦେଖନ୍ତୁ...

ରଥଖଳା : ୩୯ ଚକ, ୬ ଗରଗରା ଶେଷ

ପୁରୀ : ଆଉ ତିନି ଦିନ ପରେ ଶୀତଳଷଷ୍ଠୀ। ଏହି ଦୃଷ୍ଟିରୁ ଆଜି ସୁଦ୍ଧା ସମସ୍ତ ଚକ କାମ ଶେଷ କରିବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ତଥାପି ଖବର ଲେଖା ହେବା ସୁଦ୍ଧା ୪୨ଟି ଚକରୁ ୩୯ଟି ଚକ କାମ ଶେଷ ହୋଇଛି। ବାକି ୩ ଚକ କାମ ରାତି ଭିତରେ ସାରିବାକୁ ମହାରଣା ସେବକମାନେ ଲକ୍ଷ୍ୟ…
ଅଧିକ ଖବର ଦେଖନ୍ତୁ...