ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ପୁଣି ଆସଲା ଫେସ୍‌ବୁକ୍‌ ଉପରେ ଡ଼ିଲିଟ୍‌ ବଟନ୍‌ !

‘ଫେସ୍‌ବୁକ୍‌’ର ପୋଷ୍ଟ୍‍ ଉପରେ ଶୁକ୍ରବାର ସକାଳ ଠାରୁ ଡ଼ିଲିଟ୍‌ ବଟନ୍‌ଟି ଦେଖାଯାଉନଥିଲାବେଳେ,ଏବେ ଏହି ବଟନ୍‌କୁ ପୁଣିଥରେ ଦେଖାଯାଇଛି। ସୂଚନା ମୁତାବକ ଶୁକ୍ରବାର ବହୁ ଉପଭୋକ୍ତା ଫେସ୍‌ବୁକ୍‌ ରୁ ସେମାନଙ୍କର ପୋଷ୍ଟ୍‍ଟିକୁ ଡ଼ିଲିଟ୍‌ କରିବାର କୌଣସି ହେଲେବି ସୁବିଧା ପାଇପାରିନଥିଲା ବେଳେ…
ଅଧିକ ଖବର ଦେଖନ୍ତୁ...

ନୈନିତାଲ ସଂପର୍କରେ ଏ କଥା ଆପଣ ଜାଣନ୍ତି କି ?

ଉତ୍ତରାଖଣ୍ଡର ନୈନିତାଲ ଦେଶର ଏକ ବିଖ୍ୟାତ ପର୍ଯ୍ୟଟନ ସ୍ଥଳ। ଏଠାକୁ ପ୍ରତିବର୍ଷ ଲକ୍ଷଲକ୍ଷ ସଂଖ୍ୟକ ପର୍ଯ୍ୟଟକ ଭ୍ରମଣ ପାଇଁ ଆସିଥାନ୍ତି। ଏହା ନୈନିତାଲ ହ୍ରଦ ନିକଟରେ ଅବସ୍ଥିତ ବୋଲି ଏଭଳି ନାମକରଣ ହୋଇଛି। ତା’ଛଡ଼ା ଏଠାରେ ଥିବା ନୈନା ଦେବୀଙ୍କ ମନ୍ଦିର ପାଇଁ ନୈନିତାଲର ନାମ ରଖାଯାଇଥିବା…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ୍‌ରେ ପ୍ରୋବେସନାରି ଅଫିସର୍‌ ହେବାଲାଗି କିଛି ଗୁରୁତ୍ୱପୂର୍ଣ୍ଣ ଟିପସ୍‌

ଆଜିକାଲି ଅନେକ ଯୁବକ ଯୁବତୀ ବ୍ୟାଙ୍କିଂ ସେକ୍ଟରରେ ଚାକିରି କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସାଧାରଣ ଗ୍ରାଜୁଏଟ୍‌ ହୁଅନ୍ତୁ କି ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ଅନେକ ଏହାକୁ କ୍ୟାରିଅର୍‌ କରିବାକୁ ଚାହୁଁଛନ୍ତି। ବ୍ୟାଙ୍କ୍‌ରେ ପ୍ରୋବେସନାରି ଅଫିସର୍‌ ହେବାକୁ ବି ଅନେକଙ୍କର ଆଗ୍ରହ ରହିଛି।…
ଅଧିକ ଖବର ଦେଖନ୍ତୁ...

ଗାତ ଖୋଲିବା ସମୟରେ ମିଳିଲା ୨୦ ଫୁଟ ଲମ୍ବା ମଣିଷ ଭଳି ଜୀବର କଙ୍କାଳ, ବୈଜ୍ଞାନିକମାନେ କହିଲେ ଏହା ଦାନବ

ଋଷ୍‌ର କମାଣ୍ଡର୍‌ ଦ୍ୱୀପରେ ଜଣେ ବୈଜ୍ଞାନିକଙ୍କୁ ୨୦ ଫୁଟ୍‌ର କଙ୍କାଳ ମିଳିଲା। ଏହାକୁ ଦେଖି ଆଖପାଖରେ ଥିବା ଲୋକେ ଆଚମ୍ବିତ ହୋଇଗଲେ। ଏହି କଙ୍କାଳର ମୁଣ୍ଡ ନାହିଁ ଓ ୨୭ଟି ପଞ୍ଜରା ହାଡ଼ ରହିଛି। ପ୍ରଥମେ ଏହାକୁ ଦେଖିଲା ପରେ ବୈଜ୍ଞାନିକ ଏହାକୁ କୌଣସି ଦାନବର କଙ୍କାଳ ବୋଲି ସୂଚାଇଲେ…
ଅଧିକ ଖବର ଦେଖନ୍ତୁ...

ଅନ୍‌ଲାଇନରେ ନିଜର କୁମାରୀତ୍ୱକୁ ୨ ମିଲିୟନ୍‌ ପାଉଣ୍ଡରେ ବିକ୍ରି କଲେ ଏହି ମଡେଲ୍

ଜଣେ ଆମେରିକୀୟ ଟିନ୍‌ଏଜର୍‌ ମଡେଲ୍ ଅନ୍‌ଲାଇନରେ ନିଜର କୁମାରୀତ୍ୱକୁ ଆବୁଧାବିର ଜଣେ ଧନୀ ବ୍ୟବସାୟୀଙ୍କୁ ୨ ମିଲିୟନ୍‌ ପାଉଣ୍ଡରେ ବିକ୍ରି କରିଥିବାର ଦାବି କରିଛନ୍ତି । ଏହି ଟିନ୍‌ଏଜର ଜଣକ ହେଲେ ୧୯ ବର୍ଷୀୟା ମଡେଲ୍‌ ଜିସେଲି । ସେ ଜର୍ମାନୀର ଏକ େଓ୍ଵବ୍‌ସାଇଟ୍‌ ସିଣ୍ଡ୍ରେଲା ଏସକର୍ଟସ…
ଅଧିକ ଖବର ଦେଖନ୍ତୁ...

ହିମିକୃତ ଡିମ୍ବାଣୁ ଜରିଆରେ ଦ୍ୱିତୀୟ ଥର ଗର୍ଭଧାରଣ କଲେ ଡାଏନା ହେଡେନ୍‌

ମୁମ୍ବାଇ: ୪୪ବର୍ଷୀୟା ପୂର୍ବତନ ମିସ୍‌ ଏସିଆ ଇଣ୍ଡିଆ ଡାଏନା ହେଡେନ୍‌ ଯମଜ ସନ୍ତାନର ପୁଣି ଥରେ ଗର୍ଭଧାରଣ କରିବାରେ ସକ୍ଷମ ହୋଇଛନ୍ତି । ସେ ତିନିବର୍ଷ ତଳେ ରଖିଥିବା ନିଜର ହିମିକୃତ ଡିମ୍ବାଣୁ ଜରିଆରେ ଦ୍ୱିତୀୟ ଥର ଯମଜ ସନ୍ତାନକୁ ଗର୍ଭଧାରଣ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି । ୨୦୧୬…
ଅଧିକ ଖବର ଦେଖନ୍ତୁ...

ଏମିତି କିଛି ହାଇେଓ୍ଵ ଅଛି ,ଯାହାର ଭ୍ରମଣର ଆନନ୍ଦ ଏକଦମ୍‌ ନିଆରା

ଅଧିକାଂଶ ସମୟରେ ପର୍ଯ୍ୟଟକ ମାନେ ଭ୍ରମଣ କରିବାକୁ ଯାଉଥିବା ସ୍ଥଳ ସଂପର୍କ ବିଶେଷ ତଥ୍ୟ ହାସଲ କରିଥାଆନ୍ତି, କିନ୍ତୁ ରାସ୍ତା ସଂପର୍କରେ ବିଶେଷ ଧ୍ୟାନ ଦେଇନଥାଆନ୍ତି । ଏମିତି କିଛି ହାଇେଓ୍ଵ ଅଛି, ଯାହା ପର୍ଯ୍ୟଟନଠୁ କିଛି କମ୍‌ ଆନନ୍ଦ ଦେଇନଥାଏ । ଆସନ୍ତୁ ଏଭଳି କେତେକ ‘ ହାଇେଓ୍ଵ’…
ଅଧିକ ଖବର ଦେଖନ୍ତୁ...

ଟିଭିରେ ମା’ଙ୍କ କାନ୍ଦ ତରଳାଇ ଦେଲା ମଜିଦ୍‌ଙ୍କ ହୃଦୟ, ଲସ୍କର-ଏ-ତୈବା ଛାଡ଼ି ପଳାଇ ଆସିଲେ ଘରକୁ

ଶ୍ରୀନଗର: କଶ୍ମୀରର ୨୦ ବର୍ଷିଅ ଯୁବକ ମଜିଦ୍‌ ଅର୍ସିଦ ଖାନ୍‌ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାରେ ଯୋଗ ଦେବା ପରେ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ତେବେ ପ୍ରଶ୍ନ ଉଠେ, ରାଜ୍ୟର ଜଣେ ଜଣାଶୁଣା ଫୁଟ୍‌ବଲ୍‌ ଖେଳାଳି ମଜିଦ୍‌ ଅର୍ସିଦ ନିଜ ଜୀବନକୁ ବିପଦ ଭିତରକୁ ଠେଲି ଦେଇ କାହିଁକି…
ଅଧିକ ଖବର ଦେଖନ୍ତୁ...

ଟ୍ରୁକଲର୍‌ରେ ଆପଣଙ୍କ ନାମ ଓ ନମ୍ବର ବି ରହିଛି କି? ଏହି ନୂଆ ପ୍ରକ୍ରିୟାରେ କରିପାରିବେ ଡିଲିଟ୍‌

ନିଜ ସ୍ମାର୍ଟ୍‌ଫୋନ୍‌ରେ Truecaller ରହିବାର ବଡ଼ ଫାଇଦା ହୋଇଥାଏ, ଯାହା ଦ୍ୱାରା ଆପଣ କୌଣସି ବି ନମ୍ବରର ଡିଟେଲ୍‌ ଜାଣିପାରିବେ। ଠିକ୍‌ ସେହିପରି ଆପଣ ଯେତେବେଳେ କୌଣସି ଜାଣି ନ ଥିବା ନମ୍ବରକୁ କଲ୍‌ କରିବେ ଆପଣଙ୍କ ନାମ ଓ ଠିକଣା ସିଏ ଜାଣିଦେବେ। ଏହି ଆପ୍‌ ମାଧ୍ୟମରେ ସମସ୍ତ ନମ୍ବରର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ତାପନ ପ୍ରଭାବରେ ମୁମ୍ବାଇ ଓ ମାଙ୍ଗାଲୋର ସହର ହେବ ଜଳମଗ୍ନ: ନାସା

ନୂଆଦିଲ୍ଲୀ: ଭାରତର କେତୋଟି ସହର ସଂପର୍କରେ ଆମେରିକାର ମହାକାଶ ଗବେଷଣା କେନ୍ଦ୍ର(ନାସା) ଏକ ଶଙ୍କଟାପନ୍ନ ପୂର୍ବାନୁମାନ କରିଛି। ବିଶ୍ୱ ତାପନର ପ୍ରଭାବରେ ଦେଶଟିରେ ଧୀରେ ଧୀରେ ଜଳସ୍ଥର ବଢ଼ିବାକୁ ଥିବା ବେଳେ ପ୍ରଥମେ ଏହି ବିପଦର ସାମ୍ନା କରିବ ମୁମ୍ବାଇ ଓ ମାଙ୍ଗାଲୋର। ଗବେଷଣାରୁ…
ଅଧିକ ଖବର ଦେଖନ୍ତୁ...