ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଉତ୍ତର ଓଡ଼ିଶା ସ୍ଥିତି ଖରାପ : ଭାଙ୍ଗିଲା ଚାଷୀଙ୍କ ଅଣ୍ଟା

ବାଲେଶ୍ୱର/ବାରିପଦା/ଭଦ୍ରକ : ଲଘୁଚାପ ଜନିତ ଲଗାଣ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଆଜି ଦିନକର ବର୍ଷାରେ ବାଲେଶ୍ୱର ଜିଲ୍ଲାର ହେକ୍ଟର ହେକ୍ଟର ଜମିରେ ଧାନ ଚାଷ ପ୍ରତି ବିପଦ ସୃଷ୍ଟି ହୋଇଛି। ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଓ ବାସୁଦେବପୁର ଅଞ୍ଚଳରେ ଅଦିନିଆ ଲଗାଣ ବର୍ଷା ଚାଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ମରୁଡ଼ିଠୁ ବଳିଯିବ ଲଗାଣ ବର୍ଷା ମାଡ଼ : ଚାଷୀଙ୍କୁ ଫିମ୍ପି, ଗଜା ବିପଦ!

ଅନୁଗୁଳ : ପ୍ରଥମେ ମରୁଡ଼ି ମାଡ଼; ପରେ ଚକଡ଼ା ପୋକ ଦାଉ ଆଉ ଏବେ ଲଘୁଚାପ ବର୍ଷା। ପ୍ରକୃତିର ଏଭଳି ପ୍ରକୋପ ଏବେ ଚାଷୀର ଶସ୍ୟଶ୍ୟାମଳା ସୁନା ଫସଲକୁ ନଷ୍ଟ କରିବାକୁ ବସିଛି। ମରୁଡ଼ି ଓ ଚକଡ଼ା ବିପତ୍ତିରେ ଅନୁଗୁଳ ଜିଲ୍ଲାରେ ଯେତିକି କ୍ଷତି ଘଟିନଥିଲା; ତା’ଠୁ ବଳିଗଲା ବର୍ଷା ମାଡ଼। ଗତକାଲି ରାତିରୁ…
ଅଧିକ ଖବର ଦେଖନ୍ତୁ...

ଚାଷୀ ମନରେ ଛନ୍‌କା : ୩ ଲକ୍ଷ ହେକ୍ଟର ଜମିକୁ ବିପଦ

ଯାଜପୁର/କେନ୍ଦ୍ରାପଡା/ଜଗତ୍‌ସିଂହପୁର : ଲଘୁଚାପଜନିତ ବର୍ଷା ଯୋଗୁ ଧାନଚାଷ ଉଜୁଡ଼ିବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଇଥିଲା, ତାହା ସତ ହେବାକୁ ବସିଛି। ଆଜି ଯେତିକି ବର୍ଷା ହୋଇଛି, ଆଗାମୀ କିଛିଦିନ ଧରି ସେହି ପରିମାଣ କିମ୍ବା ତଦୁର୍ଦ୍ଧ୍ୱ ବର୍ଷା ହେଲେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିବା ଥୟ!…
ଅଧିକ ଖବର ଦେଖନ୍ତୁ...

ରାଜସ୍ତାନରେ ଲିଙ୍ଗଗତ ବାଧାକୁ ଶିକ୍ଷା ମାଧ୍ୟମରେ ଭାଙ୍ଗୁଛନ୍ତି ମିଓ ମୁସ୍‌ଲିମ୍‌ ଝିଅ

ଜୟପୁର: ଶିକ୍ଷା ହେଉଛି ପ୍ରତି ମଣିଷର ମୌଳିକ ଅଧିକାର । ଶିକ୍ଷା ଦ୍ୱାରା ହିଁ ଜୀବନକୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳିଥାଏା କିନ୍ତୁ କିଛି ଲୋକମାନଙ୍କ ମନରେ ଏକ ଭୁଲ ଧାରାଣା ରହି ଆସିଛି କି ଝିଅମାନେ ପାଠପଢ଼ି କିଛି କରିପାରିବେନି । ଯେତେ ପାଠ ପଢ଼ିଲେ ବି ସେମାନଙ୍କୁ ବାହା ହୋଇ ଶାଶୁ ଘରେ ରୋଷେଇ…
ଅଧିକ ଖବର ଦେଖନ୍ତୁ...

ପାରାକୁ ଦାନା ଦେଲେ ହୋଇ ପାରନ୍ତି ଏହି ରୋଗର ଶିକାର !

ମୁମ୍ବାଇ: ପୃଥିବୀରେ ବହୁ ପଶୁପକ୍ଷୀ ପ୍ରେମୀ ଅଛନ୍ତି ଯେଉଁମାନେ ସେମାନଙ୍କୁ ଖାଇବାକୁ ଦେବାକୁ ପସନ୍ଦ କରନ୍ତି । କିନ୍ତୁ ପକ୍ଷୀମାନଙ୍କ ପରରେ ଥିବା ଜୀବାଣୁ ଶରୀରରେ ପ୍ରବେଶ କଲେ ମଣିଷ ବିଭିନ୍ନ ପ୍ରକାରର ରୋଗର ଶିକାର ହୋଇଥାଏ। ଆପଣ ପାରାକୁ ଦାନା ଦେବାକୁ ପସନ୍ଦ କରନ୍ତି କି? ଯଦି ହଁ,…
ଅଧିକ ଖବର ଦେଖନ୍ତୁ...

ପ୍ରାପ୍ତ ବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ସିନେମା ଦେଖି ଧରାପଡ଼ିଥିଲେ ମନୋହର ପାରିକର

ପାଣାଜୀ: ରାଜନୀତିରେ ନିର୍ମଳ ଭାବମୂର୍ତ୍ତି ନିମନ୍ତେ ଖ୍ୟାତ ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ନିକଟରେ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଯୁବା ବୟସରେ ପ୍ରାପ୍ତବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଚଳଚ୍ଚିତ୍ର ଦେଖିଥିଲେ। ରାଜ୍ୟ ରାଜଧାନୀ ପାଣାଜୀରେ ଆୟୋଜିତ ଏକ ଶିଶୁଦିବସ ଅନୁଷ୍ଠାନରେ…
ଅଧିକ ଖବର ଦେଖନ୍ତୁ...

ଇତିହାସ ରଚିଲେ: ଘର ନୁହେଁ, ନିଜର ଏକ ଦେଶ ନିର୍ମାଣ କଲେ ଭାରତୀୟ ଯୁବକ!

ସମସ୍ତେ ନିଜର ଘର ତିଆରି କରିବା ପାଇଁ ଚାହାନ୍ତି। ନିଜର ଏକ ଘର ହେଉ, ଆଉ ସମସ୍ତେ ଖୁସି ଖୁସିରେ ରୁହନ୍ତୁ, ଏପରି ଥାଏ ସମସ୍ତଙ୍କର ଥାଏ। ତେବେ ଆଜିକା ମହଙ୍ଗା ଯୁଗରେ ଘର ତିଆରି କରିବା ସମସ୍ତଙ୍କ ପାଇଁ ସମ୍ଭବପର ହୋଇପାରୁ ନାହିଁ। ଏପରିସ୍ଥଳେ ନିଜର ଏକ ଦେଶ ତିଆରି କରିବା ନିହାତି ଏକ…
ଅଧିକ ଖବର ଦେଖନ୍ତୁ...

ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ପିୟୂଷ ଗୋଏଲଙ୍କ ସମର୍ଥନ

ମୁମ୍ବାଇ: ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ କରିବା ନେଇ କେନ୍ଦ୍ର ନେଇଥିବା ନିଷ୍ପତିକୁ ରେଳ ମନ୍ତ୍ରୀ ପିୟୂଷ ଗୋଏଲ ସମର୍ଥନ କରିଛନ୍ତି । ସେ କହିଛନ୍ତି ‘ଏହା ଭାରତକୁ ଉନ୍ନତି ପଥରେ ନେବାର ଆଉ ଏକ ଦିଗ ।’ ଏହି ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପ ଉପରେ ଜଣେ ପ୍ରଶ୍ନ କରିଥିଲେ ଯେ ଭାରତକୁ ବୁଲେଟ୍‌…
ଅଧିକ ଖବର ଦେଖନ୍ତୁ...