ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଗୁପ୍ତ ଖୁଆଡ଼: ମିଶରର ଗ୍ରେଟ୍‌ ପିରାମିଡ୍‌ ଭିତରେ ଉଡ଼ାଜାହାଜ ଆକାରର ଗହ୍ଵର!

ମିଶରର ଗ୍ରେଟ୍‌ ପିରାମିଡ୍‌ର ମଝିରେ ଯାତ୍ରୀବାହି ଉଡ଼ାଜାହାଜ ଆକାରର ଏକ ଗହ୍ଵର ଆବିଷ୍କାର କରାଯାଇଛି। ଗୁପ୍ତ ରଖାଯାଇଥିବା ଏହି ଖୁଆଡ଼କୁ ୪୫୦୦ ବର୍ଷ ହେବ କେହି ସ୍ପର୍ଶ କରି ନାହାନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି। ପ୍ରାଚୀନ ମିଶରର ଫରାଓ ଖୁଫୁଙ୍କ ଅମଳରେ ନିର୍ମିତ ବିଶାଳ ସ୍ମାରକୀର…
ଅଧିକ ଖବର ଦେଖନ୍ତୁ...

ଅାଜି ୧୦୦ତମ ଜନ୍ମଦିନ: ଅନ୍ନପୂର୍ଣ୍ଣା ମହାରଣା

ଗୋପବନ୍ଧୁ ଚୌଧୁରୀ ଓ ରମାଦେବୀଙ୍କ କନ୍ୟା ଥିଲେ ଅନ୍ନପୂର୍ଣ୍ଣା ମହାରଣା। ଶୈଶବରୁ ପିତା-ମାତାଙ୍କର ସଂଗ୍ରାମମୟ ଜୀବନର ଛିଟା ତାଙ୍କ ଉପରେ ପଡ଼ିଥିଲା। ତେର ବର୍ଷ ବୟସରୁ ଆରମ୍ଭ ହୋଇଥିଲା ଅନ୍ନପୂର୍ଣ୍ଣାଙ୍କ ସଂଗ୍ରାମୀ ଜୀବନ। ୧୯୩୪ରେ ଗାନ୍ଧୀଙ୍କ ହରିଜନ ପଦଯାତ୍ରାରେ ସହଯୋଗୀ ଥିଲେ। ହରିଜନ…
ଅଧିକ ଖବର ଦେଖନ୍ତୁ...

WhatsAppରେ ୭ ମିନିଟ୍‌ ସମୟର ନୂଆ ଫିଚର୍ସ୍‌ କ’ଣ? ଏମିତି ନୂଆ ଫିଚର୍ସ୍‌ ଆଣିଲା WhatsApp ଯାହାକୁ ଏବେଯାଏଁ ସମସ୍ତେ…

ବହୁଥର ଭୁଲ୍‌ରେ ଆପଣ ପଠାଉଥିବା ମେସେଜ୍‌ ଆଉ କାହାକୁ ପଳେଇ ଯାଇଥାଏ.... ପରେ ସମସ୍ୟା ଆରମ୍ଭ ହୋଇଯାଇଥାଏ। କିନ୍ତୁ ବର୍ତ୍ତମାନ ଯଦି ଜାଣିକି ବି ଭୁଲ୍‌ ମେସେଜ୍‌ ପଠେଇଲେ ମଧ୍ୟ ଆଉ ଡରିବାର ନାହିଁ। ଟେକ୍ସ୍‍ଟ ମେସେଜ୍‌ ସହ ଫଟୋ, ଭିଡିଓ ଆଦି ସବୁ ଜିନିଷକୁ ଆପଣ କରିପାରିବେ…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ଚର୍ଚ୍ଚିତ ରାଜପଥରେ ଘଟୁଛି ଅନେକ ରହସ୍ୟମୟ ଘଟଣା! ଏହା ସତ୍ୟ କି?

ଭାରତରେ ଏମିତି ବହୁତ ସ୍ଥାନ ରହିଛି ଯାହା ବିଷୟରେ ହୁଏତ ଆପଣ ଜାଣି ନ ଥିବେ। ଦେଶର ବିଭିନ୍ନ ଅଂଶରେ ଏମିତି ରାସ୍ତା ଓ ରାଜରାସ୍ତା ଅଛି ଯେଉଁଠି ଅସ୍ୱାଭାବିକ ଘଟଣା ଘଟିବା ଶୁଣିବାକୁ ମିଳେ। ଏସବୁ କାହାଣୀ ଭଳି ମନେ ହେଉଥିଲେ ବି ସତ ବୋଲି କହନ୍ତି ସ୍ୱୟଂ ଦେଖଣାହାରୀ। ଜାଣନ୍ତୁ ଏମିତି କିଛି…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନ୍‌ ପରିଦର୍ଶନ କରୁଥିବା ସମୟରେ ହେମା ମାଲିନୀଙ୍କୁ  ଗୋଡ଼ାଇଲା ଷଣ୍ଢ ! ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଅହମ୍ମଦାବାଦ: ଉତ୍ତର ପ୍ରଦେଶର ମଥୁରାର ବିଜେପି ସାଂସଦ ତଥା ଅଭିନେତ୍ରୀ ହେମା ମାଲିନୀ ବୁଧବାର ମଥୁରା ରେଲେଓ୍ଵ ଷ୍ଟେସନ୍‌ ପରିଦର୍ଶନରେ ଯାଇଥିଲେ। ହେମା ମାଲିନୀ ରେଳ ଷ୍ଟେସନ୍‌ ପରିଦର୍ଶନ କରୁଥିବା ସମୟରେ ତାଙ୍କ ସାମ୍ନାକୁ ଆକସ୍ମିକ ଭାବେ ଏକ ଷଣ୍ଢ ପଶି ଆସିଥିଲା। ଷଣ୍ଢଟି ହେମାଙ୍କୁ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ଭାରତର କେଉଁ ଖାଦ୍ୟ ଅଧିକ ଲୋକପ୍ରିୟ?

ଭାରତର ପୂର୍ବ ଭାଗ ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା, ଝାଡଖଣ୍ଡ,ଆସାମ ଛତିଶିଗଡ଼, ବିହାର, ଆଦି ଅନ୍ତର୍ଭୁକ୍ତ । ଏହି ସବୁ ରାଜ୍ୟରେ ବେଶ କେତେକ ଉତ୍ତମ ଖାଦ୍ୟ ଅନ୍ୟ ରାଜ୍ୟର ଲୋକଙ୍କୁ ଭଲ ଲାଗିଥାଏ। ଏଥି ମଧ୍ୟରେ ଝାଡଖଣ୍ଡର କଢି, ଚିଡ୍‌ଓ୍ଵା, ଲିଟି ଚୋଖା, ଠେକୁଆ, ବେସନର ତରକାରୀ ଆଦି…
ଅଧିକ ଖବର ଦେଖନ୍ତୁ...

ମହାଭାରତର ‘ଜତୁଗୃହ’ସ୍ଥଳ ଖନନ ପାଇଁ ‘ଏଏସ୍‌ଆଇ’ର ଅନୁମୋଦନ

ମିରଟ: ପ୍ରତ୍ନତତ୍ତ୍ୱବିତ୍‌ ଏବଂ ସ୍ଥାନୀୟ ଐତିହାସିକଙ୍କ ବର୍ଷ ବର୍ଷର ଅନୁରୋଧ ପରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏସ୍‌ଆଇ) ଶେଷରେ ସ୍ଥାନୀୟ ଲୋକେ ବିଶ୍ୱାସ କରୁଥିବା ମହାଭାରତ ଅମଳର ‘ଜତୁଗୃହ’ ସ୍ଥଳ ଉତ୍‌ଖନନ କରିବାକୁ ଅନୁମୋଦନ କରିଛି। ‘ଜତୁଗୃହ’ ମହାଭାରତର ଏକ ଗୁରୁତ୍ୱପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ପ୍ରାଚୀନ ଚିକିତ୍ସା ପଦ୍ଧତିରେ ନୂଆ ନାକ ସୃଷ୍ଟି କଲେ ଚିକିତ୍ସକ!

ନିକଟରେ ଏକ ବିରଳ ଅସ୍ତ୍ରୋପଚାର  କରାଯାଇଛି , ଯେଉଁଥିରେ ଭାରତୀୟ ପ୍ରାଚୀନ ବିଦ୍ୟାର ପ୍ରୟୋଗ କରାଯାଇଥିଲା। ୧୮ ବର୍ଷୀୟ  କୋମଲ  ଧାଲେ  ଜନ୍ମ  ହେବାବେଳେ  ତାଙ୍କ  ନାକର ହାଡ଼  ନ ଥିଲା । ଅହମ୍ମଦ ନଗରରେ  ତାଙ୍କର  ଦୁଇ ଦୁଇ ଥର  ଅସ୍ତ୍ରୋପଚାର  କରାଯାଇ  ନୂଆ ନାକ  ସୃଷ୍ଟି ପାଇଁ …
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଓ୍ଵାର୍ଲଡ୍‌ ଫୁଡ୍‌ ଇଣ୍ଡିଆ ଇଭେଣ୍ଟ୍‌ରେ ପ୍ରସ୍ତୁତି ହେବ ୮୦୦ କିଲୋ ଖିଚିଡ଼ି

ବିଶ୍ୱ ରେକର୍ଡ ଏବଂ ବ୍ରାଣ୍ଡ୍‌ ଇଣ୍ଡିଆ ଫୁଡ୍‌ ଭାବେ ବିଶ୍ୱରେ ଜନପ୍ରିୟ କରାଇବା ନିମନ୍ତେ ନଭେମ୍ବର ୪ ତାରିଖ ଦିନ ଓ୍ଵାର୍ଲଡ୍‌ ଫୁଡ୍‌ ଇଣ୍ଡିଆ ଇଭେଣ୍ଟ୍‌ରେ ପ୍ରସ୍ତୁତି ହେବ, ଉଭୟ ଧନୀ ଓ ନିର୍ଧନ ପରମ ସନ୍ତୋଷରେ ଖାଉଥିବା ପାରମ୍ପରିକ ଭାରତୀୟ ଭୋଜନ, ୮୦୦ କିଲୋଗ୍ରାମ୍‌ ଖିଚିଡ଼ି। ଦେଶର…
ଅଧିକ ଖବର ଦେଖନ୍ତୁ...

ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଗର୍ଭପାତ ସୂଚନା

ଆମେରିକାର ସାନଫ୍ରାନସିସ୍‌କୋରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କି ରକ୍ତ ପରୀକ୍ଷାରୁ ଗର୍ଭପାତ ସମ୍ଭନ୍ଧରେ ସୂଚନା ମିଳିପାରିବ। ଗର୍ଭଧାରଣର ୧୨ ସପ୍ତାହ ମଧ୍ୟରେ ରକ୍ତ କଣିକାରେ ଥିବା ମାଇକ୍ରୋ ଆରଏନଏ କୁ ପରୀକ୍ଷା କଲେ ଶିଶୁର ଅପରିପକ୍ୱତା ଏବଂ ଉଚ୍ଚରକ୍ତ ଚାପରୁ ହେଉଥିବା ପ୍ରି…
ଅଧିକ ଖବର ଦେଖନ୍ତୁ...