WhatsAppରେ ୭ ମିନିଟ୍‌ ସମୟର ନୂଆ ଫିଚର୍ସ୍‌ କ’ଣ? ଏମିତି ନୂଆ ଫିଚର୍ସ୍‌ ଆଣିଲା WhatsApp ଯାହାକୁ ଏବେଯାଏଁ ସମସ୍ତେ ଅପେକ୍ଷା କରିଥିଲେ

ବହୁଥର ଭୁଲ୍‌ରେ ଆପଣ ପଠାଉଥିବା ମେସେଜ୍‌ ଆଉ କାହାକୁ ପଳେଇ ଯାଇଥାଏ…. ପରେ ସମସ୍ୟା ଆରମ୍ଭ ହୋଇଯାଇଥାଏ। କିନ୍ତୁ ବର୍ତ୍ତମାନ ଯଦି ଜାଣିକି ବି ଭୁଲ୍‌ ମେସେଜ୍‌ ପଠେଇଲେ ମଧ୍ୟ ଆଉ ଡରିବାର ନାହିଁ। ଟେକ୍ସ୍‍ଟ ମେସେଜ୍‌ ସହ ଫଟୋ, ଭିଡିଓ ଆଦି ସବୁ ଜିନିଷକୁ ଆପଣ କରିପାରିବେ ଡିଲିଟ୍‌।

 

 

ସମ୍ବନ୍ଧିତ ଖବର