ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ମାତା ମହାଲକ୍ଷ୍ମୀଙ୍କ ସଂପର୍କରେ ଏ କଥା ଜାଣନ୍ତି କି?

ଆଜି ହେଉଛି ମାଣବସା ଗୁରୁବାର। ଏହି ଦିନ ସବୁ ଓଡ଼ିଆ ଘରେ ମାଣ ବସାଯାଇଥାଏ। ଏହି ପରଂପରା ବହୁ ପ୍ରାଚୀନ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଏଥିପାଇଁ ମହାଲକ୍ଷ୍ମୀଙ୍କର ବିଶେଷ ପୂଜା କରାଯାଇଥାଏ। ଏହି ଦିନ ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀ ପୁରାଣ ବି ଓଡ଼ିଆ ଘରେ ପଢ଼ାଯାଏ। ଘରେ ଘରେ ଝୋଟି…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣିଛନ୍ତି କି? କେବଳ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ନୁହନ୍ତି, ଛାତ୍ରଛାତ୍ରୀ, ଶିକ୍ଷକ, କୃଷକ,ରୋଗୀ ଓ ଶ୍ରମିକଙ୍କ…

ନୂଆଦିଲ୍ଲୀ : ସାଧାରଣତଃ ରେଲ ଟିକେଟର କିଛି ବର୍ଗରେ ରିହାତି ଥାଏ ବୋଲି ଆମକୁ ଜଣାଅଛି। ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମ ଲୋକମାନଙ୍କୁ ଯାତ୍ରା ଟିକେଟ ରେ ରିହାତି ମିଳିଥାଏ, କିନ୍ତୁ ଏତିକି ନୁହଁ, ରେଳ ବିଭାଗର ଏପରି ବହୁତ ବର୍ଗ ରହିଛି ଯାହାର ଲାଭ ସାଧାରଣ ନାଗରିକ ଯେପରିକି କୃଷକ ଏବଂ…
ଅଧିକ ଖବର ଦେଖନ୍ତୁ...

କେଉଁ ଦେଶରେ ସବୁଠୁ ଅଧିକ ଆତଙ୍କବାଦୀ ଆକ୍ରମଣ ହେଉଛି?

୨୦୧୫ ଅପେକ୍ଷା ୨୦୧୬ରେ ଆତଙ୍କବାଦରେ ମରିଥିବା ଲୋକଙ୍କ ସଂଖ୍ୟା ୧୩ ପ୍ରତିଶତ କମଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୨୫,୬୭୩ ଲୋକେ ମରିସାରିଛନ୍ତି କେବଳ ଆତଙ୍କବାଦ ପାଇଁ।
ଅଧିକ ଖବର ଦେଖନ୍ତୁ...

ଏହି ଆପ୍‌ ଜରିଆରେ ବିଧବାଙ୍କୁ ମିଳିବ ବର

ପାଟନା: ବିହାରରେ ବିଧବାଙ୍କ ବଢ଼ନ୍ତା ସଂଖ୍ୟା ଓ ସମସ୍ୟାକୁ ଦୃଷ୍ଟିରେ ରଖି ବିହାର ରାଜ୍ୟ ମହିଳା ଆୟୋଗ ସେମାନଙ୍କ ପୁର୍ନବିବାହ କରିବା ଯୋଜନା ଆରମ୍ଭ କରିବା ସହିତ ବିଧବାଙ୍କୁ ଏକ ମଞ୍ଚ ସହିତ ଯୋଡ଼ିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ‘ଚଲୋ ଚଲୋ ପୁନର୍ବିବାହ କି ବାତ୍‌ କରେଁ’ ନାମରେ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରେ ଥିବା ବିଶ୍ୱର ବୃହତ୍ତମ ଡାଇନିଙ୍ଗ୍‌ ହଲ୍‌ରେ ଟ୍ରମ୍ପ୍‌ଙ୍କ ଝିଅ ଆଇଭାଙ୍କାଙ୍କୁ ଆତିଥ୍ୟ ଦେବେ ମୋଦି

ହାଇଦ୍ରାବାଦ: ଆସନ୍ତା ମଙ୍ଗଳବାର ଦିନ ହାଇଦ୍ରାବାଦର ‘ତାଜ୍‌ ଫାଲକନୁମା’ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଝିଅ ଆଇଭାଙ୍କା ଟ୍ରମ୍ପ୍‌ଙ୍କୁ ଆତିଥ୍ୟତା ଦେବେ। ‘ତାଜ୍‌ ଫାଲକନୁମା’ରେ ରହିଛି ପୃଥିବୀର ସବୁଠୁ ବଡ଼ ଡାଇନିଙ୍ଗ୍‌ ହଲ୍‌। ତେଲେଙ୍ଗାନାର ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ଗେଟ ସମ୍ମୁଖରେ ଭିକ୍ଷା ମାଗୁଥିବା ମହିଳା ମନ୍ଦିରକୁ ୨.୫ ଲକ୍ଷ ଟଙ୍କା ଦାନ କଲେ

ମହିଶୂର: ମହିଶୂରର ଏକ ମନ୍ଦିର ସମ୍ମୁଖରେ ଭିକ୍ଷା ମାଗୁଥିବା ଜଣେ ନିସହାୟ ବୃଦ୍ଧା ସେହି ମନ୍ଦିରକୁ ୨ଲକ୍ଷ ୫୦ ହଜାର ଟଙ୍କାର ଦାନ ଦେଇ ଏବେ ଚର୍ଚାକୁ ଆସିଛନ୍ତି। ପ୍ରାୟ ଏକ ଦଶନ୍ଧି ତଳେ ସେ ଯେତେବେଳେ ଦୁର୍ବଳ ହୋଇପଡ଼ିଲେ ଓ ଘରୋଇ ଚାକରାଣୀ ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହେଲେ ନାହିଁ,…
ଅଧିକ ଖବର ଦେଖନ୍ତୁ...

ଖୁସି ଖବର ! ବର୍ତ୍ତମାନ ଡ଼େଙ୍ଗୁ ପରୀକ୍ଷା ହୋଇପାରିବ ୧୫ ମିନିଟରେ !

ନୂଆଦିଲ୍ଲୀସ୍ଥିତ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଜେନିଟିକ ଇଞ୍ଜିନିୟରିଂ ଏଣ୍ଡ ବାୟୋଟେକନିକ (ଆଇସିଜିଇବି) ସମସ୍ତଙ୍କ ପାଇଁ ଆଣିଛିି ଖୁସି ଖବର । ଡ଼ା. ନବୀନ ଖାନ୍ନାଙ୍କ ନେତୃତ୍ୱାଧୀନ ବୈଜ୍ଞାନିକ ଟିମ ଡ଼େଙ୍ଗୁ ରୋଗ ଚିହ୍ନଟ କରିବା ପାଇଁଏକ କିଟ ପ୍ରସ୍ତୁତ କରିଛନ୍ତି, ଯାହା ଦ୍ୱାରା ୧୫ ମିନିଟ…
ଅଧିକ ଖବର ଦେଖନ୍ତୁ...

ଅନଲାଇନରେ ସୁନା କିଣୁଛନ୍ତି କି? ଏହି ୯ ଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବିବାହ ଋତୁରେ ସୁନା କିଣିବାକୁ ଚାହୁଁଛନ୍ତି କି ? କିନ୍ତୁ ଆଜିର ବ୍ୟସ୍ତ ଜୀବନରେ ସମୟ ନାହିଁ ଯିବାକୁ ସୁନା ଦୋକାନ । ତେବେ ଅନଲାଇନରେ ମଧ୍ୟ ଆପଣ କିଣି ପାରିବେ ସୁନା । ବର୍ତ୍ତମାନ ବହୁ ଖୁଚୁରା ସୁନା ବ୍ୟବସାୟୀ ତାଙ୍କର ଅନଲାଇନ ବ୍ୟବସାୟ ଆରମ୍ଭ କରିସାରିଲେଣି । ଆମାଜନ, ଫ୍ଲିପକାର୍ଟ ଏବଂ…
ଅଧିକ ଖବର ଦେଖନ୍ତୁ...

ଘର ବିକି ବିମାନ ନିର୍ମାଣ କଲେ ଅମୋଲ

ମୁମ୍ବାଇ: ମୁମ୍ବାଇରେ ବସବାସ କରୁଥିବା ଅମୋଲ ଯାଦବ ‘ମେକ୍‌ଇନ୍‌ ଇଣ୍ଡିଆ’ର ଏକ ବଡ଼ ଉଦାହରଣ ପାଲଟିଛନ୍ତି। ଅମୋଲ ପାଖାପାଖି ୪କୋଟି ଟଙ୍କା ବିନିମୟ କରି ନିଜର ଛାତ ଉପରେ ଏକ ବିମାନ ନିର୍ମାଣ କରିଛନ୍ତି। ଯାହାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଳାୟ ଦ୍ୱାରା ପଞ୍ଜିକୃତ ମଧ୍ୟ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...