ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଘୁମାଉଥିବା ରେଳ ଡ୍ରାଇଭରଙ୍କ ଉପରେ ନଜର ରଖିବ ଏହି ଭିଡିଓ ଗେମ୍‌

ଆଇଆଇଟି ଖଡ଼ଗପୁରର ଜଣେ ପ୍ରଫେସର ଏପରି ଏକ ଭିଡିଓ ଗେମ୍‌ର ବିକାଶ କରିଛନ୍ତି ଯାହାକି ରେଳ ଡ୍ରାଇଭରମାନଙ୍କ ଉପରେ ନଜର ରଖିବ। ଅର୍ଥାତ ସେମାନେ ସତେଜ ଅଛନ୍ତି, ହାଲିଆ ହୋଇପଡିଛନ୍ତି ବା ଘୁମଉଛନ୍ତି ତାହା ଧରିପାରିବ । ଏହା ଦ୍ୱାରା ସେ ଆଗାମୀ କିଛି ଘଣ୍ଟା ଧରି ଟ୍ରେନ ଚଳାଇବାକୁ ସକ୍ଷମ କି ନା…
ଅଧିକ ଖବର ଦେଖନ୍ତୁ...

ହାର୍ଟ ଷ୍ଟ୍ରୋକ୍‌ ସଂପର୍କରେ ଆଗୁଆ ଚେତାଇଦେବ ଏହି ଆପ୍‌

ବିଶ୍ୱର ପ୍ରମୁଖ ଟେକନଲୋଜୀ କମ୍ପାନି ଆପଲ ପକ୍ଷରୁ ଏପରି ଏକ ଆପ୍‌ ଲଞ୍ଚ୍‌ କରାଯାଇଛି ଯାହାକି ଲୋକମାନଙ୍କ ହୃଦସ୍ପନ୍ଦନ ବା ହାର୍ଟବିଟ୍‌ ଉପରେ ନଜର ରଖିବ । ଏହାର ନାମ ହେଉଛି “ଆପଲ ହାର୍ଟ ଷ୍ଟଡି” । ଆପଲ୍‌ ଓ୍ଵାଚ୍‌ରେ ବ୍ୟବହାର ହେଉଥିବା ଏହି ଆପ୍‌ ହାର୍ଟବିଟ୍‌ରେ କୌଣସି ପ୍ରକାରର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ସୁନ୍ଦରୀଙ୍କ ନାପକିନ୍‌ ବ୍ୟବହାର ସଂପର୍କିତ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସମର୍ଥନ କଲେ ହରିଆଣା ସରକାର

ଚଣ୍ଡୀଗଡ଼: ଅନ୍ତର୍ଜାତୀୟ ଗୀତା ମହୋତ୍ସବ କାର୍ଯ୍ୟକ୍ରମରେ ଗୁରୁବାର ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମହିଳାମାନଙ୍କ ନିମନ୍ତେ ଏକ ନୂତନ ଘୋଷଣା ଆରମ୍ଭ କରିଛନ୍ତି। ‘ଆଜିଠାରୁ ରାଜ୍ୟର ସ୍କୁଲ୍‌ ଝିଅଙ୍କ ପାଇଁ ଆମେ ମାଗଣା ସାନିଟାରି ନାପ୍‌କିନ୍‌ ଯୋଗାଇ ଦେବୁ। ଏହି ପ୍ରକଳ୍ପ ପାଇଁ ୧୮…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ମାସରେ ୧୫୦୦ କି. ମି. ସାଇକେଲ୍‌ ଚଳାଇ ହଜିଲା ପୁଅକୁ ଖୋଜୁଛନ୍ତି ବାପା

ଆଗ୍ରା: ୧୧ ବର୍ଷିୟ ଦିବ୍ୟାଙ୍ଗ ପୁଅକୁ ଖୋଜିବା ପାଇଁ ହାଥ୍ରାସ୍‌ ଜିଲ୍ଲାର ୪୮ ବର୍ଷିୟ କୃଷକ ସତୀଶ ଚାନ୍ଦ ଦୀର୍ଘ ପାଞ୍ଚ ମାସ ହେବ ସାଇକେଲ୍‌ ଚଳାଇ ବୁଲୁଛନ୍ତି। ଛଅ ମାସ ତଳେ ହଠାତ୍‌ ତାଙ୍କ ପୁଅ କୁଆଡ଼େ ହଜି ଯାଇଥିଲା। ଉତ୍ତରପ୍ରଦେଶ ପୁଲିସ ନିକଟରୁ କୌଣସି ସାହାଯ୍ୟ ନ ମିଳିବାରୁ ସେ ନିଜେ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ଭ୍ରମଣରେ ଯାଉଛନ୍ତି ତ ନିଶ୍ଚିତ ଦେଖନ୍ତୁ ଏ ସବୁ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ

କର୍ଣ୍ଣାଟକ ଭାରତର ସାଂସ୍କୃତିକ ରାଜ୍ୟ। ଏଠାରେ ବହୁ ଐତିହାସିକ,ସାଂସ୍କୃତିକ ଓ ଆଧୁନିକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ଦେଖିବାକୁ ପର୍ଯ୍ୟଟନମାନଙ୍କର ସୁଅ ଛୁଟେ।ଆସନ୍ତୁ ଏହି ରାଜ୍ୟରେ ଥିବା ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକ ଉପରେ ନଜର ପକାଇବା..... ଶ୍ରବଣ ବେଲ ଗୋଲା:-ଏହା ବେଙ୍ଗାଲୁରୁ…
ଅଧିକ ଖବର ଦେଖନ୍ତୁ...

କେମିତି ଜାଣିବେ ଶନିଙ୍କ ବକ୍ର ଦୃଷ୍ଟି ପଡିଛି , ଏଥିରୁ କିପରି ରକ୍ଷା ପାଇବେ ?

ଶନିବାର ଦିନ ହେଉଛି ଭଗବାନ ଶନିଶ୍ଚରଙ୍କର ବାର । ଏହି ଦିନ ଶନିଶ୍ଚରଙ୍କୁ ପୂଜାର୍ଚ୍ଚନା କରିଲେ ସେ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ କୁଣ୍ଡଳୀରେ ଶନି ଙ୍କ ସ୍ଥିତି ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଶନିଙ୍କ ଶୁଭ ବା ଅଶୁଭ ସ୍ଥିତି ହିଁ ମନୁଷ୍ୟ କୁ ସୁଖୀ ବା ଦୁଃଖୀ…
ଅଧିକ ଖବର ଦେଖନ୍ତୁ...

ଏହି ଛୋଟ ବିମାନରେ ବିଶ୍ୱ ପରିକ୍ରମା କରିବେ ମା-ଝିଅ

ବାଙ୍ଗାଲୋର: ଗୋଟିଏ ଛୋଟ ବିମାନରେ ଏକୁଟିଆ ସାରା ବିଶ୍ୱ ପରିକ୍ରମା କରିବେ ମା ଝିଅ । ବାଙ୍ଗାଲୋରର ସୌଖିନ ପାଇଲଟ୍‌ ଅଡ୍ରେ ଦୀପିକା ମେବେନ ଓ ତାଙ୍କର ୧୯ ବର୍ଷିଆ ଝିଅ ଆମି ମେହେଟା ଏହି କାରନାମା କରିବାକୁ ଅଣ୍ଟା ଭିଡିଛନ୍ତି । ମହିଳା ସଶକ୍ତିକରଣ ବାର୍ତ୍ତା ପ୍ରଚାର ପାଇଁ ସେମାନେ ଏହି…
ଅଧିକ ଖବର ଦେଖନ୍ତୁ...

ତତକ୍ଷଣ ତିନ୍ ତଲାକ୍‌ ଦେଲେ ୩ ବର୍ଷ ଜେଲ୍‌ : ଚିଠା ଆଇନ

ନୂଆଦିଲ୍ଲୀ : ଦେଶରେ ତିନ୍ ତଲାକ୍‌କୁ ମାନ୍ୟବର ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଥିବା ସତ୍ତ୍ୱେ ଏହି ପ୍ରଥା ଏବେ ବି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏବେ ଏକ ଆଇନ ପ୍ରସ୍ତୁତ କରୁଛନ୍ତି । ଏହି ଆଇନର ଚିଠା ପ୍ରସ୍ତାବ ଅନୁସାରେ ତତକ୍ଷଣାତ୍ ତିନ ତଲାକ୍‌ ଦେବା ଏକ ଜାମିନ ବିହୀନ ଅପରାଧ…
ଅଧିକ ଖବର ଦେଖନ୍ତୁ...

ଡାଉନ୍‌ଲୋଡ କରନ୍ତୁ ଏହି ଆପ୍‌, ଟିଉନିଂ ଜରିଆରେ ହେବ କ୍ଳାନ୍ତି ଦୂର ଓ ମନ ଫୂର୍ତ୍ତି!

ଉଚ୍ଚ ଅଭିଳାଷ ରଖିବା ଆଦୌ ମନ୍ଦ କଥା ନୁହେଁ। ମାତ୍ର ଉଚ୍ଚ ଅଭିଳାଷ ଯେ ବ୍ୟକ୍ତିକୁ ମାନସିକ ଭାବେ ଦୁର୍ବଳ କରାଇପାରେ ଏକଥା ବି ସତ। ଆଜିକାଲିର ଉନ୍ନତ ଜୀବନ ଶୈଳୀ, ତତ୍‌କ୍ଷଣାତ ସଫଳତା ପାଇବାର ଲାଳସା, ପ୍ରତିଦ୍ୱନ୍ଦ୍ୱିତା ଆଦି ଯୋଗୁ ଅଧିକାଂଶ ଲୋକ ମାନସିକ ରୋଗର ଶିକାର ହୁଅନ୍ତି। ଏପରି ରୋଗ…
ଅଧିକ ଖବର ଦେଖନ୍ତୁ...

ମୌଳିକ ସେବା ଯୋଗାଉଛନ୍ତି ଏହି ୬ଟି ସରକାରୀ ମୋବାଇଲ ଆପ୍‌

ଇଣ୍ଟରନେଟ ସୁବିଧା ଉପଲବ୍ଧ ହେବା ଦ୍ୱାରା ବିଭିନ୍ନ ପ୍ରକାରର ଜନକଲ୍ୟାଣମୂଳକ ଆପ୍‌ର ଚାହିଦା ବଢ଼ିବାରେ ଲାଗିଛି। ଖାସ୍‌ କରି ଗ୍ରାମାଞ୍ଚଳରେ ମୋବାଇଲ ବ୍ୟବହାରକାରୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଦୁଇ ବର୍ଷ ଆଗରୁ ଆରମ୍ଭ ହୋଇଥିବା 'ଡ଼ିଜିଟାଲ…
ଅଧିକ ଖବର ଦେଖନ୍ତୁ...