ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ମେ ୨ରୁ ଚିକାଗୋରେ ନିଖୋଜ ହୋଇଛନ୍ତି ଭାରତୀୟ ଛାତ୍ର

ଚିକାଗୋ: ଗତ ମେ ୨ ତାରିଖରୁ ଚିକାଗୋରେ ଜଣେ ଭାରତୀୟ ଛାତ୍ର ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ରୁପେଶ ଚନ୍ଦ୍ରଙ୍କୁ ଖୋଜିବା ପାଇଁ ବା ତାଙ୍କ ସହ ସଂପର୍କ ଯୋଗାଯୋଗ କରିବା ପାଇଁ ପୁଲିସ୍‌ ଚେଷ୍ଟା ଚଳାଇଛି  ବୋଲି ଚିକାଗୋରେ ଥିବା କନସୁଲେଟ୍ ଜେନେରାଲ୍ କହିଛନ୍ତି। ଚିକାଗୋରେ ଥିବା ଭାରତର…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ: ୨ କୋଟିରୁ ଅଧିକ ଜବତ

ଭୁବନେଶ୍ବର: ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ। ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି। ବୁଦ୍ଧେଶ୍ବରୀ କଲୋନୀର ପ୍ଲଟ୍ ନମ୍ବର ୭୬୫ରେ ଥିବା ଜୈନ ମିଡ଼ିଆରେ ଏହି ଚଢ଼ାଉ ଜାରି ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ୍‌ ପ୍ରେସ୍‌ରେ ‌ରାଜନୈତିକ ଦଳର ପ୍ରଚାର ପାଇଁ ଫ୍ଲେକ୍ସ ପ୍ରିଣ୍ଟ୍‌…
ଅଧିକ ଖବର ଦେଖନ୍ତୁ...

ଛାତ୍ର ଭିସାରେ କାନାଡା ଯାଇଥିଲେ ହରଦୀପ ସିଂ ନିଜାରଙ୍କ ହତ୍ୟା ଅଭିଯୁକ୍ତ

ଓଟ୍ଟାୱା: ଗତବର୍ଷ ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ସହ ଜଡିତ ଅନ୍ୟତମ ସନ୍ଦିଗ୍ଧ ସୋସିଆଲ ମିଡିଆ ଭିଡିଓରେ କହିଛନ୍ତି ଯେ ସେ ‘ଷ୍ଟଡି ପର୍ମିଟ୍‌’ (ପାଠ ପଢ଼ିବା ପାଇଁ ଅନୁମତି)ରେ କାନାଡାକୁ ପ୍ରବେଶ କରିଥିଲେ। ୨୦୧୯ ମସିହାରେ ଅନଲାଇନରେ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର

କୋଇଡ଼ା: ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରୁ ଚମ୍ପଟ ମାରିଥିବା ଦିବ୍ୟାଙ୍ଗ ରୋଗୀଙ୍କ ମୃତ ଦେହ ଡ୍ରେନ୍ ପାର୍ଶ୍ବରୁ ଉଦ୍ଧାର କରାଯାଇଛି। ରୋଗୀ ଜଣକ ୩ ଦିନ କୋଇଡ଼ା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ଲୁଚି କାହାକୁ କିଛି ନ ଜଣାଇ ହସ୍ପିଟାଲରୁ ପଳାଇଥିଲେ। ଗୁରୁବାର ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର, ଗୁଳି କରି ଗୋଟିଏ ପରିବାର ସଦସ୍ୟଙ୍କୁ ହତ୍ୟା

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ବଣିପାହାଡ଼ ଜଙ୍ଗଲ ପାଖରେ ଏକ କାର୍‌ରେ ମୃତକମାନେ ବସିଥିବା କୁହାଯାଉଛି। ଏହି ସମୟରେ ସେମାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବଣିପାହାଡ଼ ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ଖେଳପଡ଼ିଆ ନିକଟରେ ଏହି…
ଅଧିକ ଖବର ଦେଖନ୍ତୁ...

ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା: ୫ ଛାତ୍ର ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଣେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ଲୋମଟାଙ୍କୁରା ଘଟଣାରେ ତ୍ବରିତ ପଦକ୍ଷେପ ନେଇଛି ପୁଲିସ। ଏହି ଘଟଣାରେ ପୁଲିସ ୪ ଇଂଜିନିୟରିଂ ଛାତ୍ରଙ୍କ ସମେତ ୫ଜଣ ଛାତ୍ରଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଗିରଫ କରିଛି। ସେମାନେ ହେଲେ ଆସିକା ଥାନା ପାଢ଼ୀ…
ଅଧିକ ଖବର ଦେଖନ୍ତୁ...

୧୪ ପର୍ଯ୍ୟନ୍ତ ଜେଲ୍‌ ଗଲେ ରେବନ୍ନା

ନୂଆଦିଲ୍ଲୀ: ଜେଡି(ଏସ୍‌) ନେତା ଏଚ୍‌ଡି ରେବନ୍ନାଙ୍କୁ ଆଜି ଅଶ୍ଳୀଳ ଭିଡିଓ ମାମଲାରେ ମେ’ ୧୪ ତାରିଖ ପର୍ଯ୍ୟନ୍ତ ହାଜତକୁ ପଠାଇ ଦିଆଯାଇଛି। ଅଶ୍ଳୀଳ ଭିଡିଓ ମାମଲା ସହ ଜଡ଼ିତ ଏକ ଅପହରଣ ମାମଲାରେ ଏଚ୍‌ଡି ରେବନ୍ନାଙ୍କୁ ଗତ ମେ’ ୪ ତାରିଖରେ ଏସ୍‌ଆଇଟି ଗିରଫ କରିଥିଲା। ମେ’ ୮ ତାରିଖ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ବ୍ୟବସାୟୀଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କା ଜବତ

ଭୁବନେଶ୍ବର: ରାଜଧାନୀରେ ଆୟକର ବିଭାଗ ଆଜି ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ଉ କରି ନଗଦ ଦୁଇ କୋଟିରୁ ଅଧିକ ଟଙ୍କା ଜବତ କରିଛି। ବ୍ୟବସାୟୀ ଜଣକ ହେଉଛନ୍ତି ରଂଜିତ ଜୈନ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଶ୍ରୀ ଜୈନଙ୍କ ଘରେ ବିପୁଳ ପରିମାଣର ନଗଦ ଟଙ୍କା ରଖାଯାଇଛି ବୋଲି ଖବର ପାଇ ଆୟକର ବିଭାଗ…
ଅଧିକ ଖବର ଦେଖନ୍ତୁ...

ବିମାନବନ୍ଦରରୁ ଜବତ ହେଲା ୩.୭୭କେଜି ଦୁବାଇ ସୁନା: ପୁଣିଥରେ ମଳଦ୍ବାରରେ ଚାଲାଣ ଚେଷ୍ଟା

ଭୁବନେଶ୍ବର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ କରାଯାଇଛି। କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ଦୁବାଇରୁ ଆସୁଥିବା ୪ଜଣ ଯାତ୍ରୀଙ୍କଠାରୁ ୩.୭୭ କିଲୋ ସୁନା ଜବତ କରିଛି। ଏହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ। ପ୍ରାଥମିକ ତଦନ୍ତରୁ କୁହାଯାଉଛି ଯେ ଏହି…
ଅଧିକ ଖବର ଦେଖନ୍ତୁ...

ଭଗବାନ ଶିବଙ୍କ ନିକଟରେ ବସି ମନ୍ତ୍ରୀ ପଢ଼ିବା ପରେ ନିଜ ଜିଭ କାଟିଦେଲେ ଭକ୍ତ

ନୂଆଦିଲ୍ଲୀ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରୁ ବୁଧବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଭକ୍ତ ମନ୍ଦିରକୁ ଆସି ମନ୍ତ୍ର ପଢ଼ିବା ପରେ ଜିଭ କାଟି ଦେଇଥିଲେ। ଏହାପରେ ମନ୍ଦିର ପରିସରରେ ଥିବା ଅନ୍ୟଲୋକମାନେ ପୁଲିସକୁ ଘଟଣା ବିଷୟରେ ଖବର ଦେଇ ଗୁରୁତର ଅବସ୍ଥାରେ ଉକ୍ତ ଭକ୍ତଙ୍କୁ  ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...