ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଫରଫର ଉଡ଼େ କେଶ: ରଙ୍ଗିନ କେଶର କ୍ରେଜ୍‌

ଭୁବନେଶ୍ବର: ରାଜଧାନୀର ଯୁବପିଢ଼ିଙ୍କ ଫେସନ୍‌ରେ ଏବେ ହେୟାର କଲର ସହିତ କେଶ ନରମକାରୀ ବା ସ୍ମୁଥ୍‌ନିଂର ଲୋକପ୍ରିୟତା ବଢୁଛି। ସ୍ମାର୍ଟ ଲୁକ୍ ପାଇଁ ବିଶେଷକରି କିଶୋରୀ, ଯୁବତୀ ଓ ମହିଳାମାନେ ଏଥିପ୍ରତି ଆଗ୍ରହ ଦେଖାଉଛନ୍ତି। ଏହା ଏବେ ରାଜଧାନୀର ଯୁବପିଢ଼ିଙ୍କୁ ଅଧିକ ଘାରିବା ସହିତ…
ଅଧିକ ଖବର ଦେଖନ୍ତୁ...

ରୋଡ୍‌ ସୋ’କୁ ନେଇ ରାଜନୀତି ସରଗରମ: ମୋଦୀଙ୍କ ରୋଡ୍‌ ସୋ ସଫଳ ପାଇଁ ଦମ୍‌ ଲଗାଇଛି ବିଜେପି

ଭୁବନଶ୍ୱର: ଶୁକ୍ରବାର ଭୁବନେଶ୍ବର ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ କରିବେ ରୋଡ୍‌ ସୋ’। ଯାହାକୁ ନେଇ ପ୍ରସ୍ତୁତି ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ଜନପଥକୁ ଜନସମୁଦ୍ର କରିଦେବା ପାଇଁ ବିଜେପି ୫୦ହଜାରରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍‌ ପୁଲିସର ବ୍ଲୁ-ପ୍ରିଣ୍ଟ: ହୋଟେଲ୍‌ଠୁ ବସ୍ତି ସବୁଠି ତନାଘନା

ଭୁବନେଶ୍ବର: ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବରରେ ରୋଡ୍‌ ସୋ’ କରିବେ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ବାଣୀବିହାର ପର୍ଯ୍ୟନ୍ତ ଜନପଥରେ ରୋଡ୍‌ ସୋ’ ସମୟରେ ହଜାର ହଜାର ଦଳୀୟ କର୍ମୀ ସାଙ୍ଗକୁ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେବ। ବହୁ ଭିଭିଆଇପି ମଧ୍ୟ ସାମିଲ୍‌ ହେବେ।…
ଅଧିକ ଖବର ଦେଖନ୍ତୁ...

ପ୍ରିୟଦର୍ଶୀଙ୍କ ରୋଡ୍‌ ‌ସୋ’

ଭୁବନେଶ୍ବର: ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଆଜି ରୋଡ୍‌ ସୋ’ କରିଥିଲେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର। ଶହଶହ ସମର୍ଥକଙ୍କ ସହ ଓାର୍ଡ ନଂ ୧୦ର ଭୋଟପଡ଼ାରେ ପ୍ରତ୍ୟେକ ଲୋକଙ୍କୁ ଭେଟିବା ସହ ସୁବିଧାଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। କେନ୍ଦ୍ର ସରକାରଙ୍କର…
ଅଧିକ ଖବର ଦେଖନ୍ତୁ...

ଦ୍ବାରବାସିନୀ ଘାଟରେ ଚାପଡଙ୍ଗା

ପୁରୁଣା ଭୁବନେଶ୍ବର: ଚନ୍ଦନ ଯାତ୍ରା ପାଇଁ ବିନ୍ଦୁସାଗର ଉତ୍ତରେଶ୍ବର ଘାଟରୁ ଚାପଡଙ୍ଗାକୁ ଦ୍ବାରବାସିନୀ ଘାଟକୁ ନିଆଯାଇଛି। ସେଠାରେ ଡଙ୍ଗା‌ କାମ ଜୋର୍‌ଦାର୍‌ରେ ଚାଲିଛି। ମହାରଣା ସେବାୟତମାନେ ଯୁଦ୍ଧକାଳୀନଭିତ୍ତିରେ ଡଙ୍ଗା‌ କାମ ଜାରି ରଖିଛନ୍ତି। ରଙ୍ଗ କାମଠାରୁ ସିଂହାସନ କାମ ଜୋର୍‌ଦାର…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତିରେ ପଳାସୁଣୀ ଫୁଟ୍‌ ଓଭରବ୍ରିଜ୍: ୩ ବର୍ଷରେ ଗଲାଣି ୧୪ ଜୀବନ

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ପଳାସୁଣୀ ଛକ ମରଣଯନ୍ତା ଭାବେ ବେଶ୍ ଜଣାଶୁଣା। ବହୁ ବର୍ଷ ହେଲା ବ୍ଲାକ୍‌ସ୍ପଟ୍‌ ଭାବେ ପରିଚିତି ଲାଭ କରିଥିବା ଏହି ଛକ ବହୁ ମର୍ମନ୍ତୁଦ ଦୁର୍ଘଟଣାର ମୁକସାକ୍ଷୀ। ୩ ବର୍ଷ ଭିତରେ ଏହି ଛକରେ ୧୪ରୁ ଅଧିକ ଲୋକ ପ୍ରାଣ ହରାଇଲେଣି। ତେଣୁ ଏଠାରେ ଏକ ଫୁଟ୍‌…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ବିମାନବନ୍ଦରରେ ପୁଣି ସୁନା ଜବତ: ଦୁବାଇରୁ ଆସିଥିଲା ୨.୭୯ କୋଟି ଟଙ୍କାର ସୁନା, ୪ ଗରିଫ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ଥରେ ସୁନା ଜବତ ହୋଇଛି। ଦୁବାଇରୁ ଭୁବନେଶ୍ବର ଆସିଥିବା ୪ ଜଣ ଯାତ୍ରୀଙ୍କ ଠାରୁ ୩.୭୭ ଗ୍ରାମର ସୁନା ଜବତ ହୋଇଛି, ଯାହାର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରୀୟ ରାଜସ୍ୱ ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଅଭାବନୀୟ ଘଟଣା: ଘୋଷାଡ଼ି ନେଲା ଟ୍ରକ୍, ଉଡ଼ିଗଲା ଦମ୍ପତିଙ୍କ ପ୍ରାଣବାୟୁ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ସପ୍ତାହ ଆରାମରେ ବିତିବ: ଦିନକରେ ତାତି କମିଲା ୭.୩ ଡିଗ୍ରି

ଭୁବନେଶ୍ବର: ଭୁବନେଶ୍ବରରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହରେ ସହରବାସୀଙ୍କୁ ଆଶ୍ବସ୍ତି ମିଳିଛି। ଲଗାତାର ଦୁଇଦିନ ଧରି ଜାରି ରହିଥିବା କାଳବୈଶାଖୀ ଜନିତ ପବନ ଓ ବର୍ଷା ପ୍ରଭାବରେ ସହରର ତାପମାତ୍ରା ୨୪ ଘଣ୍ଟା ମଧ୍ୟରେ ୭ ଡିଗ୍ରି ପର୍ଯ୍ୟନ୍ତ ହ୍ରା‌ସ ପାଇଛି। ସୋମବାର ପୂର୍ବାହ୍ନରେ ସହରର…
ଅଧିକ ଖବର ଦେଖନ୍ତୁ...

ଜବରଦଖଲକାରୀଙ୍କ ଉପରେ ଅହେତୁକ ଦରଦ: ଆର୍‌ଆଇ ଅଫିସ ପାଇଁ ୧୦୦ ଡିସିମିଲ ଜାଗା ଦେଇ ୧୫ ଏକର ଛାଡ଼ିଦେଲେ

ଭୁବନେଶ୍ବର: ସରକାରୀ ଜାଗା‌ରେ ତିଆରି ହୋଇଛି ୩ ମହଲା ଘର। କେଉଁଠି ପାଇଖାନା ଗାଧୁଆଘର ସହ ୩ ବଖରା ଘର ତ କେଉଁଠି ଏକ ବଖୁରିଆ ଆଜବେଷ୍ଟସ୍‌ ଘର। ଘର ଅନୁସାରେ ଧାର୍ଯ୍ୟହୋଇଛି ଭଡ଼ା। ପୁଣି ଆଉ କିଛି ଲୋକ ସେଠାରେ ସରକାରୀ ଜାଗାକୁ ‘କିଣି’ ନିଜ ପସନ୍ଦର ଘର ତିଆରି କରି ରହୁଛନ୍ତି। ଏଭଳି…
ଅଧିକ ଖବର ଦେଖନ୍ତୁ...