ଆଇଟେଲ୍‌ର ଉତ୍ସବ ବୋନାଞ୍ଜା ଅଫର୍‌

ଭୁବନେଶ୍ବର,: ଆଇଟେଲ୍‌ ପକ୍ଷରୁ ଉତ୍ସବ ବୋନାଞ୍ଜା ଅଫର ଘୋ‌ଷଣା କରାଯାଇଛି ଯାହା ନଭେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏହି ଅବଧିରେ ଗ୍ରାହକମାନେ କଂପାନିର ଯେକୌଣସି ସ୍ମାର୍ଟଫୋନ୍‌ କ୍ରୟ କରି୧୦ଟି ସ୍ବର୍ଣ୍ଣ ମୁଦ୍ରା, ଗୋଟିଏ ବାଇକ୍ ଓ ମେଗା ପୁରସ୍କାର ଭାବେ କାର୍‌ ଜିତିପାରିବେ। କଂପାନି ପକ୍ଷରୁ ଏ୨୩ ନାମକ ଏକ ନୂଆ ସ୍ମାର୍ଟଫୋନ୍‌କୁ ମଧ୍ୟ ଉନ୍ମୋଚନ କରାଯାଇଛି ଯେଉଁଥିରେ ଆଣ୍ଡ୍ରଏଡ୍‌ ଓରିଓ ରହିଛି। ପାଞ୍ଚ ଇଞ୍ଚ୍‌ର ଡିସ୍‌ପ୍ଲେ ଥିବା ଏହି ଫୋନ୍‌ର ମୂଲ୍ୟ ହେଉଛି ୫ ହଜାର ଟଙ୍କା।

ସମ୍ବନ୍ଧିତ ଖବର