Advertisment
Latest Posts
Advertisment
ଜିଲ୍ଲା
ଶିମିଳି ଗଛ ପଡ଼ି ଭାଙ୍ଗିଗଲା ୨ ଶହ ବର୍ଷର ତାରିଣୀ ମନ୍ଦିର
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଖରଡ଼ି ପଞ୍ଚାୟତ ବରଡ଼ି ଗାଁରେ ଏକ ବଡ଼ ଶିମିଳି ଗଛ ଉପୁଡ଼ି ପଡ଼ିବାରୁ ୨ ଶହ ବର୍ଷର ତାରିଣୀ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୨୫ ଫୁଟ ଉଚ୍ଚତା ମୁଖ୍ୟ ମନ୍ଦିର ଓ ମୁଖଶାଳା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
Gallery
ବାଣିଜ୍ୟ
୨୨ କ୍ୟାରେଟ୍ ଲକ୍ଷେ ଟପିଲା: ୯ ଦିନରେ ସୁନା ୫ ହଜାର ମହଙ୍ଗା
ବଜାରରେ ସୁନା ଦର ହୁ ହୁ ହୋଇ ବଢ଼ିଚାଲିଛି। ଭୁବନେଶ୍ବର ବଜାରରେ ଆଜି ପ୍ରଥମ ଥର ପାଇଁ ୨୨ କ୍ୟାରେଟ୍ ସୁନା ଦର ୧୦ ଗାମ୍ ପିଛା ୧ ଲକ୍ଷ ଟଙ୍କା ଟପି ୧, ୦୧,୧୦୦ ଟଙ୍କାରେ ପହଞ୍ଚିଛି।
ଅପରାଧ
ସାଧୁ ବେଶରେ ବାଳକକୁ ଅପହରଣ ଉଦ୍ୟମ: ୯ ଜଣଙ୍କୁ କାବୁ କଲେ ଗ୍ରାମବାସୀ
ସାଧୁ ବେଶରେ ଆସି ଜଣେ ନାବାଳକଙ୍କୁ ଅପହରଣ ଉଦ୍ୟମ ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି ୯ଜଣ ଅପହରଣକାରୀ। ଗ୍ରାମବାସୀ ଏହି ଅପହରଣକାରୀମାନଙ୍କୁ ପୁଲିସ ଜିମା ଦେଇଛନ୍ତି।
ମନୋରଞ୍ଜନ
ଐଶ୍ୱର୍ଯ୍ୟା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ଅଭିନେତ୍ରୀଙ୍କ ମୁହଁ ଏବଂ ସ୍ୱରକୁ ବିକୃତ କରାଯାଇଛି। ଏହା ସହିତ ତାଙ୍କ ନାମର ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି...
ପୁନଶ୍ଚ ପୃଥିବୀ
କେବଳ ବନୀକରଣ ଯଥେଷ୍ଟ ନୁହେଁ
ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।