Advertisment
Latest Posts
Advertisment
ରାଜ୍ୟ
ରାଜ୍ୟ କ୍ୟାବିନେଟ୍: ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାକୁ ମିଳିଲା ଅନୁମୋଦନ
ରାଜ୍ୟ କ୍ୟାବିନେଟନ୍ର ଗୁରତ୍ବପୂର୍ଣ୍ଣ ବୈଠକ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ୪ଟି ପ୍ରସ୍ତାବ ଉପରେ ମୋହର ଲାଗିଛି।
ଜିଲ୍ଲା
ମାଓବାଦୀଙ୍କ ଉଗ୍ରରୂପ: ମାଲକାନଗିରିରେ କଲେ ଲଙ୍କାକାଣ୍ତ, ଜଳିଗଲା ଟ୍ରକ୍
ଦିନକୁ ଦିନ ବଢ଼ିବାରେ ଲାଗିଛି ମାଲକାନଗିରିରେ ମାଓବାଦୀଙ୍କ ଆତଙ୍କରାଜ। ହିଂସାତ୍ମକ ହୋଇ ଗତକାଲି ରାତିରେ ନିଆଁ ଲଗାଇ ଟ୍ରକ୍ ଜାଳିଦେଇଛନ୍ତି। ଲଗାତାର ମାଓ ସଂଗଠନର ଶୀର୍ଷ ନେତାଙ୍କର ମୃତ୍ୟୁ ହେଉଥିବାରୁ ଏବେ ଏଭଳି ହିଂସାତ୍ମକ ହୋଇପଡ଼ିଛନ୍ତି।
ଖେଳ
୬୫୦ କୋଟି ଟଙ୍କା ଆୟ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ୨୦୨୪ ଆର୍ଥିକ ବର୍ଷରେ ବି ଆରସିବି ବମ୍ପର ଆୟ କରିଛି। ଏହା ସହିତ, ଆମେ ଆପଣଙ୍କୁ ଆରସିବିର ମୋଟ ସମ୍ପତ୍ତି ବାବଦରେ ମଧ୍ୟ କହିବୁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦୨୪ ଆର୍ଥିକ ବର୍ଷରେ ମୋଟ ପ୍ରାୟ ୬୫୩ କୋଟି ଟଙ୍କା ରୋଜଗାର କରିଛି।
ରାଜନୀତି
ଭାରତ ଛାଡିବା ପୂର୍ବରୁ ଅରୁଣ ଜେଟଲୀଙ୍କ ପରାମର୍ଶ ନେଇଥିଲେ ବୋଲି କହିଲେ ମାଲ୍ୟା
ଦେଶରୁ ହଜାର ହଜାର କୋଟି ଟଙ୍କା ନେଇ ପଳାଇ ଯାଇଥିବା ବ୍ୟବସାୟୀ ବିଜୟ ମାଲ୍ୟ ଗୋଟିଏ ସପ୍ତାହ ହେବ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏକ ପୋଡକାଷ୍ଟରେ ବିଜୟ ମାଲ୍ୟ ଯେଉଁ ବୟାନ ଦେଇଛନ୍ତି ତାହା ଏବେ ଭାରତୀୟ ରାଜନୀତି ଉପରେ ଗଭୀର ପ୍ରଭାବ ପକାଇପାରେ ।
ଅପରାଧ
ନିଶାର ବିକଳ ଚିତ୍ର: ଉତ୍ତମ-ମଧ୍ୟମ ପାଇଲା ପରେ ସ୍ବୀକାର କଲେ ଦୁଇ ଚୋର
ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅମର୍ଦ୍ଦାରୋଡ ବଜାର ସହିତ ଏହାର ଆଖପାଖ ଅଞ୍ଚଳରେ ଦୈନଦିନ ସାଇକେଲ, ମଟର ସାଇକେଲ ସହିତ ଆସବାବ ପତ୍ର ଚୋରି ଏକ ସାଧାରଣ ଘଟଣା ହୋଇଛି। ଆଜି ସ୍ଥାନୀୟ ଲୋକେ ୨ ଜଣ ଚୋରକୁ ଧରି ଉତ୍ତମ-ମଧ୍ୟମ ଦେଇଛନ୍ତି।
ମନୋରଞ୍ଜନ
ବିବାହ ବନ୍ଧନରେ ବାନ୍ଧିହେଲେ ସୁପରଷ୍ଟାର ନାଗାର୍ଜୁନଙ୍କ ସାନ ପୁଅ ଅଖିଲ ଆକ୍କିନେନି
ସାଉଥ ସୁପରଷ୍ଟାର ନାଗାର୍ଜୁନ ଏବଂ ଅମାଲା ଆକ୍କିନେନିଙ୍କ ସାନ ପୁଅ ତଥା ଅଭିନେତା ଅଖିଲ ଆକ୍କିନେନି ଜୈନବ ରାଓଜୀଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।