Advertisment
Latest Posts
Advertisment
ରାଜ୍ୟ
ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଓଏଏସ୍ ସଂଘ
ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓଏଏସ୍ ଅଧିକାରୀ ସଂଘ। ତେବେ ଆନ୍ଦୋଳନର ତରିକାକୁ ନେଇ ସଂଘରେ କେଁ ଦେଖାଦେଇଛି।
ଜିଲ୍ଲା
ବିଏମସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ମାମଲା: ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ
ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଏଏସ୍ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏହା ସହିତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି...
ଖେଳ
ଏଜ୍ବାଷ୍ଟନ୍ ଲଢ଼େଇ ଆଜିଠାରୁ
ଲିଡ୍ସରେ ଲିଡ୍ ହାତଛଡ଼ା କରିଥିବା ଭାରତୀୟ ଦଳ ବୁଧବାରଠାରୁ ଏଜ୍ବାଷ୍ଟନ୍ରେ ଦ୍ବିତୀୟ ଟେଷ୍ଟ୍ ଖେଳିବ। ଏଜ୍ବାଷ୍ଟନ୍ରେ ଟେଷ୍ଟ୍ ଇତିହାସରେ ଭାରତ କେବେ ବି ଟେଷ୍ଟ୍ଟିଏ ଜିତିପାରିନାହିଁ। ଏହି ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ସୁନୀଲ ଗାଭାସ୍କର....
ରାଜନୀତି
ସମ୍ବିଧାନ ବଞ୍ଚାଅ ସମାବେଶ: ପ୍ରସ୍ତୁତି ଜାରି; ଓଡ଼ିଶା ଆସିବେ ରାହୁଲଙ୍କ ସହ ଖଡ୍ଗେ
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତସୂଚୀରେ ପରିବର୍ତ୍ତନ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ୍ତା ୯ ତାରିଖରେ ଓଡ଼ିଶା ଆସିବେ ନାହିଁ। ଓଡ଼ିଶାକୁ ତାଙ୍କର ଗସ୍ତ ଆସନ୍ତା ୧୧ ତାରିଖରେ ହେବ।
ଅପରାଧ
ବ୍ରହ୍ମପୁରରେ ଲଜ୍ରୁ, ଦେବଗଡ଼ରେ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର
ରାଜ୍ୟରେ ମହିଳାମାନେ ଦିନକୁଦିନ ଅସୁରକ୍ଷିତ ଆଡ଼କୁ ଠେଲି ହୋଇଯାଉଥିବା ଦୃଷ୍ଟି ଗୋଚର ହେଉଛି। ଆଜି ଦୁଇ ଜଣ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି।