Advertisment
Latest Posts
Advertisment
ରାଜ୍ୟ
ଜୁଲାଇ ୧୪ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୧୪ରେ ଏମ୍ସ ଭୁବନେଶ୍ୱର ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି....
ଜିଲ୍ଲା
ଜାତୀୟ ରାଜପଥରେ ଭୂସ୍ଖଳନ: ଯାତାୟାତ ପ୍ରଭାବିତ
କିଛିଦିନ ଧରି ଲଗାଣବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ଜାତୀୟ ରାଜପଥରେ ଭୂସ୍ଖଳନ ହେବାରେ ଲାଗିଛି। ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ୫୨୦ ନମ୍ବର ରଜାମୁଣ୍ଡା-କୋଇଡ଼ା ଜାତୀୟ ରାଜପଥର ତୋଡ଼ା ନିକଟରେ ଭୂସ୍ଖଳନ ହୋଇଥିଲା।...
ଖେଳ
ଅର୍ଶଦୀପଙ୍କ ପଦାର୍ପଣ, କୁଳଦୀପଙ୍କ ପ୍ରତ୍ୟାବର୍ତ୍ତନ!
ତେନ୍ଦୁଲକର-ଆଣ୍ଡରସନ୍ ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍ ବୁଧବାରଠାରୁ ଆରମ୍ଭ ହେବ। ଲିଡ୍ସରେ ଅଧିକାଂଶ ସମୟ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଶୁବମନ ଗିଲ୍ଙ୍କ ଯୁବବାହିନୀ ହାରିଯିବାରୁ ଭାରତୀୟ.......
ରାଜନୀତି
ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ
ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି।
ଅପରାଧ
ପୁଲିସ କ୍ୟାମ୍ପ୍ ସତ୍ତ୍ବେ ଚାଲିଛି ପଥର ଚାଲାଣ: ୪ ଗାଡ଼ି ଅଟକାଇଲେ ଗ୍ରାମବାସୀ
ବାଗୁଡି ପଥର ଖଦାନରୁ ପଥର ଚୋରି କମିବାର ନା ଧରୁନି। ଗତ କିଛିଦିନ ତଳେ ପଥର ଚୋରି ରୋକିବା ପାଇଁ ପୁଲିସ ପକ୍ଷରୁ ଏହି ଖାଦାନର ମୁଖ୍ୟ ରାସ୍ତାରେ କ୍ୟାମ୍ପ୍ ବସାଯାଇଥିଲା। ମାତ୍ର ପଥର ମାଫିଆମାନେ ପୁଲିସ କର୍ମଚାରୀଙ୍କୁ ହାତଗୁଞ୍ଜ ଦେଇ ଦିନରାତି ଅହରହ ପଥର ଚୋରି କରୁଥିବା ଅଭିଯୋଗ ହେଉଛି...
ମନୋରଞ୍ଜନ
ଶେଫାଳିଙ୍କ ମୃତ୍ୟୁ ମାମଲା: ତରୁଣୀ ଦିଶିବା ପାଇଁ ମାତ୍ରାଧିକ ଔଷଧ ଖାଉଥିଲେ ଓ ଉପବାସ ରହୁଥିଲେ
ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ ନେଇ ଆଜି ପୁଲିସ ନୂଆ କଥା କହିଛି। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍ ମିଳିଛି।