Advertisment
Latest Posts
Advertisment
ରାଜ୍ୟ
ଜଙ୍ଗଲରେ ଯୁବକଙ୍କୁ ହତ୍ୟା: ଜୁଆଖେଳ ଜୀବନ ନେଲା!
ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା କରାଯାଇଛି। ଜୁଆଖେଳରୁ ହତ୍ୟା ସନ୍ଦେହ କରାଯାଉଛି। ମୃତକ ରଙ୍କନିଧି ଓରାମ ଓରଫ ଆନନ୍ଦ (୪୩)॥ ଘର ହେମଗିରି ଥାନା ଅଞ୍ଚଳର ସୂଚନା।
ଜିଲ୍ଲା
୫ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ଗିରଫ
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଛୋଟେବେଠିଆ ପୁଲିସ ଏବଂ ବିଏସଏଫର ଚଢ଼ାଉରେ ଜଣେ ୫ ଲକ୍ଷ ପୁରସ୍କାର ଘୋଷିତ ନକ୍ସଲ ଗିରଫ ହୋଇଛି। ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ରହିଛି।
ଖେଳ
କୋହଲିଙ୍କ ନାମରେ ମାମଲା ରୁଜୁକୁ ନେଇ ପୁଲିସ ଦେଲା ଏଭଳି ପ୍ରତିକ୍ରିୟା
ସାମାଜିକ କର୍ମଚାରୀଙ୍କ ଏଭଳି ଅଭିଯୋଗକୁ ନେଇ ପୁଲିସ କହିଛି,‘ ଏଚ୍.ଏମ୍. ଭେଙ୍କଟେଶଙ୍କ ଅଭିଯୋଗର ସମୀକ୍ଷା କରାଯିବ, କିନ୍ତୁ ବିରାଟ କୋହଲିଙ୍କ ବିରୋଧରେ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ।
ରାଜନୀତି
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇବାକୁ ଉଦ୍ୟମ କରୁଥିଲେ କଂଗ୍ରେସ କର୍ମୀ
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ବିରୋଧ କରିଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ଜିଲ୍ଲା ସଭାପତି ଘନ କୁମାର ଶବରଙ୍କ ନେତୃତ୍ବରେ ଶତାଧିକ କର୍ମୀ ଆଜି ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇ ବିରୋଧ କରିବାକୁ ଉଦ୍ୟମ କରୁଥିଲେ।
ଅପରାଧ
ପତ୍ନୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ଯୁବକ
କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଆଙ୍କେଲ ଅଞ୍ଚଳରେ ରହୁଥିବା ଜଣେ ୨୮ ବର୍ଷୀୟ ଯୁବକ ନିଜ ପତ୍ନୀକୁ ନିର୍ମମ ଭାବରେ ହତ୍ୟା କରି କଟା ମୁଣ୍ଡ ସହିତ ପୋଲିସ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲା।
ମନୋରଞ୍ଜନ
ଦୀପିକା ସୁସ୍ଥ ହୋଇଗଲେ ନିଶ୍ଚୟ ଭାବେ ମୁଁ ତାଙ୍କୁ ଆପଣମାନଙ୍କ ସାମ୍ନାକୁ ଆଣିବି: ସୋଏବ
ସୋଏବ ଇବ୍ରାହିମ ଅଭିନେତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଅପଡେଟ୍ ଦେଇ କହିଛନ୍ତି, ‘ଲିଭର କ୍ୟାନସର ଅସ୍ତ୍ରୋପଚାର ପରେ ଦୀପିକା ଆଇସିୟୁରୁ ବାହାରକୁ ଆସିଛନ୍ତି।ଅସ୍ତ୍ରୋପଚାର ପାଇଁ ମୁଁ ଦୀପିକାଙ୍କୁ ୮.୩୦ରେ ଓଟି ଭିତରେ ଛାଡିଥିଲି ଏବଂ ସେ ୧୧.୩୦ ରେ ବାହାରକୁ ଆସିଥିଲେ।