Advertisment
Latest Posts
Advertisment
ଜିଲ୍ଲା
ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା: କଲେଜ ଅଧ୍ୟକ୍ଷ ଓ ଅଧ୍ୟାପକ ନିଲମ୍ବିତ
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ବର୍ତ୍ତିସ୍ଥିତ ସ୍ବାମୀ ଅରୂପାନନ୍ଦ କଲେଜରେ ଚଳିତବର୍ଷ ଜାନୁଆରିରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଓ ଅଶାଳୀନ ବ୍ୟବହାର ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି...
Gallery
ବାଣିଜ୍ୟ
ରାଜ୍ୟରେ ୬ ନୂଆ ବୟନ ପାର୍କ: କମ୍ପାନି ସିଧା ଆସି କାରଖାନା କରିବେ, ୨୫ରେ ‘ଓଡ଼ିଶା ଟେକ୍ସ ୨୦୨୫’
ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି। ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ। ବୟନ କ୍ଷେତ୍ରର କମ୍ପାନିଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇପାରିବେ।
ଅପରାଧ
ମ.ରାମପୁର ଅବକାରୀ ବିଭାଗକୁ ସଫଳତା: ୧୫ କେଜି ଗଞ୍ଜେଇ ଜବତ
ଭାବାନୀପାଟଣାର ମ.ରାମପୁର ଅବକାରୀ ବିଭାଗକୁ ସର୍ଚ୍ଚ ଅପରେସନରେ ଏକ ବଡ଼ ଧାରଣର ସଫଳତା ମିଳିଛି। ଏକ ମାରୁତି ସୁଜୁକି ଗାଡ଼ିରୁ ୧୫ କେଜି ଗଞ୍ଜେଇ ଥିବା ବେଳେ ଗାଡ଼ି ସହିତ ଦୁଇ ଜଣଙ୍କୁ କାବୁ କରି କୋର୍ଟ ଚାଲାଣ କରାଯାଇଛି....
ମନୋରଞ୍ଜନ
ରାଜନୀତିରେ ପ୍ରବେଶ ପରେ ଅଭିନୟ ଜୀବନରେ ପଡ଼ିଯାଇଥିଲା ପୁନଃଚ୍ଛେଦ: ରବି କିସନ
ରବି କିସନ କହିଛନ୍ତି, ‘ ରାଜନୀତିରେ ପ୍ରବେଶ ପରେ ମୋ ଜୀବନରେ ଅନେକ ଉଠାଣି ଗଡ଼ାଣିର ସମୟ ଆସିଛି। ଏମିତି ଏକ ସମୟ ଆସିଥିଲା ଯେଉଁ ସମୟରେ ମୋତେ ଲାଗିଥିଲା ମୋ ସିନେମା ଜୀବନ ଶେଷ ହୋଇଯାଇଛି।
ପୁନଶ୍ଚ ପୃଥିବୀ
ବିପଦ ବଢ଼ାଉଛନ୍ତି ପରଦେଶୀ ଉଦ୍ଭିଦ
ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।