Advertisment
Latest Posts
Advertisment
ରାଜ୍ୟ
ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି : ମୁଖ୍ୟମନ୍ତ୍ରୀ
ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟରେ ୧୨ ଟି ଶିଳ୍ପ ପ୍ରକଳ୍ପ ନିର୍ମାଣ ହେବ। ପ୍ରାୟ ୧୫ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ....
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
ପୁଲିସର ପ୍ରସ୍ତାବକୁ ଅଣଦେଖା କରି ନିଜ ଜିଦରେ ଅଟଳ ରହିଥିଲା କର୍ଣ୍ଣାଟକ ସରକାର
ଦଳାଚକଡ଼ା ଘଟଣାରେ ୧୦ଜଣ ଦର୍ଶକଙ୍କ ମୃତ୍ୟୁ। ପୁଲିସର ପ୍ରସ୍ତାବକୁ ଅଣଦେଖା କରି କର୍ଣ୍ଣାଟକ ସରକାର ଆଇପିଏଲ ଫାଇନାଲ ମ୍ୟାଚର ଆଗାମୀ ଦିନ ଅର୍ଥାତ ବୁଧବାର ସମାରୋହ ଆୟୋଜନ କରିଥିଲା।
ରାଜନୀତି
ବିଦେଶରେ କାହାକୁ ନଜଣାଇ ଟିଏମ୍ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର
ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି।
ଅପରାଧ
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ମନୋରଞ୍ଜନ
ପେଶାରେ ଆଇପିଏସ ଅଫିସର, ନିଶା ଅଭିନୟ: ସିମାଲାଙ୍କ କାହାଣୀ ଆପଣ ଜାଣିଛନ୍ତି କି
ସିମାଲା ପ୍ରସାଦ ଜଣେ ଏପରି ବ୍ୟକ୍ତିତ୍ୱ, ଯିଏ ଗୋଟିଏ ପଟେ ଭାରତୀୟ ପୋଲିସ ସେବା (IPS) ପରି ଏକ ଦାୟିତ୍ୱପୂର୍ଣ୍ଣ ଏବଂ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରିଥିଲେ ଏବଂ ଅନ୍ୟପଟେ ବଲିଉଡ୍ ଫିଲ୍ମରେ ତାଙ୍କର ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ।