Advertisment
Latest Posts
Advertisment
ଜିଲ୍ଲା
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...
Gallery
ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶରେ ଗାଁରୁ ସହର ଯାଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋନଗରସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।
ବାଣିଜ୍ୟ
ତୁରନ୍ତ ନୂଆ କଟକଣା ଘୋଷଣା କରିବେନି ଟ୍ରମ୍ପ: ଭାରତକୁ ମିଳିବ କି ଆଶ୍ବସ୍ତି?
ଋଷ ଏବଂ ଏହାଠାରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ତୁରନ୍ତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ନୂଆ କଟକଣା ଘୋଷଣା କରିବେ ନାହିଁ। ତେବେ ଦୁଇ ତିନି ସପ୍ତାହ ପରେ ସେ ଏ ନେଇ ପୁନର୍ବିଚାର କରିପାରନ୍ତି। ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ ଏହା କହିଛନ୍ତି।
ଅପରାଧ
'ଡଷ୍ଟବିନ୍ ଚୋର' ଆତଙ୍କ: ଧରିବା ପାଇଁ ପୁଲିସର ସହାୟତା ଲୋଡ଼ିଲେ ବ୍ୟକ୍ତି
ଚଣ୍ଡିଗଡ଼ରେ ଏକ ଅତ୍ୟନ୍ତ ଅଜବ ଚୋରି ଘଟଣା ସାମ୍ନାକୁ ଆସିଛି। ଯାହା ପରେ ଘର ମାଲିକ ଚୋରମାନଙ୍କୁ ଧରିବା ପାଇଁ ପୁଲିସର ସାହାଯ୍ୟ ଲୋଡିଛନ୍ତି। ଏହି ଘଟଣାର ସିସିଟିଭି ଫୁଟେଜ୍ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଚୋରମାନେ ଘର ବାହାରେ ରଖାଯାଇଥିବା ଡଷ୍ଟବିନ୍ ଚୋରି କରି ପଳାଇ ଯାଉଛନ୍ତି...
ମନୋରଞ୍ଜନ
ଜେେଜମା’ଙ୍କ ୩୦ ବର୍ଷ ପରେ ନାତୁଣୀ
ଲୋକପ୍ରିୟ ଗାୟିକା ଆଶା ଭୋଁସ୍ଲେଙ୍କ ନାତୁଣୀ ଜାନାଇ ଏବେ ଏ.ଆର୍. ରହମାନ୍ଙ୍କ ବଡ଼ ପ୍ରଶଂସିକା। ସୁଗାୟିକା ଜାନାଇ ରହମାନ୍ଙ୍କ ‘ଦି ୱଣ୍ଡର୍ମେଣ୍ଟ୍ ଟୁର୍’ରେ ସାମିଲ୍ ହୋଇଛନ୍ତି। ୧୯୯୫ ମସିହାରେ ରିଲିଜ୍ ହୋଇଥିବା ହିନ୍ଦୀ ଫିଲ୍ମ ‘ରଙ୍ଗୀଲା’ରେ ପ୍ରଥମଥର ଲାଗି ଏ.ଆର୍. ରହମାନ୍ଙ୍କ....
ପୁନଶ୍ଚ ପୃଥିବୀ
ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା: ସିତାଂଶୁ
ପୃଥିବୀ ଆମର ମାଆ। ଏହାର ସୁରକ୍ଷା ଆମ ଦାୟିତ୍ବ। ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା। ଭଦ୍ରକ ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏହା କହିଛନ୍ତି।