Advertisment
Latest Posts
Advertisment
ରାଜ୍ୟ
ରଥରେ ଖପୁରି ଉଠିଲା
ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ମହାରଣା ଓ ଭୋଇ ସେବକଙ୍କ ଦ୍ବାରା ଆଜି ତେର ପରସ୍ତ ପୋଟଳ ସହ ଖପୁରି ପଡ଼ିଛି। ଗତକାଲି ସୁଦ୍ଧା ତିନି ଭୂଇଁରେ କଇଁଚି ସହ ଅନ୍ଦାରୀ ତାଗ ବାଡ଼ିଆ ଶେଷ ହୋଇଥିଲା।
ଜିଲ୍ଲା
ବଜ୍ରପାତରେ ଦୁଇ ମହିଳା ମୃତ, ଜଣେ ଗୁରୁତର
ଶେଷ ରଜ ଉପଲକ୍ଷେ ସ୍ଥାନୀୟ ମିଲ ଢ଼େପସାହିର ପ୍ରାୟ ୪୦ ଜଣ ଏକ ବଣଭୋଜିର ଆୟୋଜନ କରିଥିଲେ। ବଣଭୋଜି ପରେ ଘରକୁ ଫେରିବା ସମୟରେ ଗୁଡାରି ନିକଟସ୍ଥ ବାଟିଆବିଲ ଠାରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା....
ଖେଳ
ମୁଁ ଟେଷ୍ଟ୍ ଅଧିନାୟକତ୍ବକୁ ମନା କରିଥିଲି: ବୁମ୍ରା
ଶୁବମନ ଗିଲ୍ଙ୍କ ପୂର୍ବରୁ ବିସିସିଆଇ ଚାହୁଥିଲା ଅଗ୍ରଣୀ ପେସ୍ ବୋଲର୍ ଯଶପ୍ରୀତ୍ ବୁମରା ଟେଷ୍ଟ୍ ଦଳର ନିୟମିତ ଅଧିନାୟକ ହୁଅନ୍ତୁ। କିନ୍ତୁ ବୁମ୍ରା ଏହି ପ୍ରସ୍ତାବକୁ ନିଜ ଆଡ଼ୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଫିଟ୍ନେସ୍ ଉପରେ ଗୁରୁତ୍ବ ଦେବା ଓ ପ୍ରଦର୍ଶନରେ ସ୍ଥିରତା...
ରାଜନୀତି
ଜି-୭ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନିଜକୁ ଏବଂ ଦେଶକୁ ଅପମାନିତ କରିଛନ୍ତି: ସଞ୍ଜୟ ରାଉତ
ପ୍ରଧାନମନ୍ତ୍ରୀ ମୋଦୀ କାନାଡାରେ ଜି-୭ ସମ୍ମିଳନୀରେ ଯୋଗଦେବା ବିଷୟରେ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ କହିଛନ୍ତି ଯେ, ଆମ ପ୍ରଧାନମନ୍ତ୍ରୀଙ୍କୁ ଶେଷରେ ନିମନ୍ତ୍ରଣ କରାଯାଇଥିଲା, ତଥାପି ସେ ଯାଇଛନ୍ତି। ସେ ତାଙ୍କର ନିଜର ସମ୍ମାନ ନୁହେଁ, ଦେଶର ସମ୍ମାନ ବିଷୟରେ ଚିନ୍ତା କରିବା ଉଚିତ୍ ଥିଲା....
ଅପରାଧ
ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ଟାଙ୍ଗିଦେଲେ; ଉତ୍ତେଜନା, ରାସ୍ତା ଅବରୋଧ
କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ନାବାଳିକାଙ୍କୁ ହତ୍ୟା କରିବା ପରେ ବେକରେ ଦଉଡ଼ି ବାନ୍ଧି ସଜନାଗଛରେ ଟାଙ୍ଗି ଦେଇଛନ୍ତି।