Latest Posts
ରାଜ୍ୟ
ହବିଷ୍ୟାଳି ମା'ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ
ହବିଷିଆଳି ଯୋଜନା ଯଦି ହେଉଛି, ସବୁ ହବିଷିଆଳିଙ୍କ ପାଇଁ ହେଉ। କିନ୍ତୁ ଅଧା ରହିବେ, ଆଉ ଅଧା କାହିଁକି ରହିବେନି? ଏ ପାତରଅନ୍ତର ନ ହେଉ। ହବିଷିଆଳି ଶିବିରରେ ପହଞ୍ଚି ରହିବାକୁ ଜାଗା ନ ପାଇ ଦହଗଞ୍ଜ ହେବା ପରେ ଜିଲ୍ଲାରୁ ଆସିଥିବା ହବିଷିଆଳିମାନେ ଏଭଳି ଅଭିଯୋଗ କରିଛନ୍ତି।
ଜିଲ୍ଲା
ବାର୍ହା ଆକ୍ରମଣରେ ୩ ଆହତ, ଜଣେ ଗୁରୁତର
ବ୍ରହ୍ମଗିରି ଥାନା ଡାହାଣୀଗଡିଆ ଗାଁରେ ଗୁରୁବାର ୨ଟି ବାର୍ହା ହଠାତ୍ ଗାଁ ଭିତରେ ପଶି ୪ ଜଣକୁ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଗୁରତର ହୋଇ ପୁରୀ ସଦର ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି...
ଖେଳ
ବେଙ୍ଗାଲୁରୁ ଟେଷ୍ଟ: ୨ୟ ଇନିଂସରେ ଭାରତର ଲଢୁଆ ଜବାବ
ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ୩ୟ ଦିନରେ ମ୍ୟାଚର ସ୍ଥିତି ରୋଚକ ସ୍ଥିତିରେ ପହଞ୍ଚିଯାଇଛି । ଷ୍ଟମ୍ସ ଅପସାରଣ ବେଳକୁ ଭାରତ ୩ ଓ୍ବିକେଟ ହରାଇ ୨୩୧ ରନ କରିଛି ।
ରାଜନୀତି
ବିଜେଡିର ଆୟୁଷ କେତେ ଦିନ? କ’ଣ କହିଲେ ଜୟନାରାୟଣ?
ବିଜେଡି ଆଉ ପୂର୍ବ ସ୍ଥିତିରେ ନାହିଁ ବୋଲି ଅନ୍ୟ ଦଳର ନେତାମାନେ କହୁଛନ୍ତି। ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ପରାଜୟ ପାଇଁ ଦଳର ନେତୃତ୍ବକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛାଉ ନାହାନ୍ତି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ମଧ୍ୟ ବିଜେଡି ଉପରେ ବୟାନ ଦେଇଛନ୍ତି।
ଅପରାଧ
ଶିମିଳିପାଳରୁ ଶିକାରୀ ଗିରଫ, ବନ୍ଧୁକ ଜବତ
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଅଧୀନ ଜଳଡିହା ଗ୍ରାମ ଡୁମସାହିରୁ ଅଭିଯୁକ୍ତ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଶିକାରୀ ହେଉଛନ୍ତି ଭାଗିରଥି ମାରାଣ୍ଡି।
ମନୋରଞ୍ଜନ
ସଲମାନଙ୍କୁ ହତ୍ୟା ଧମକ ମଧ୍ୟରେ ଲରେନ୍ସକୁ ଏହି ଅଭିନେତା ଦେଲେ ଫିଲ୍ମର ଅଫର
ଅଭିନେତା କେଆରକେ ତଥା କମଲ ଆର ଖାନ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇକୁ 'ଦେଶଦ୍ରୋହି-୨'ରେ ମୁଖ୍ୟ ଭୂମିକାରେ ନେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହା ସହ ସଲମାନ ଖାନଙ୍କୁ ଭିଲେନ ଭୂମିକାରେ ନେବେ ବୋଲି କହିଛନ୍ତି।