Advertisment
Latest Posts
Advertisment
ଜିଲ୍ଲା
ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଗର୍ଭଣା ଗ୍ରାମ ବାସିନ୍ଦା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଜଣେ ବିଧବା ମହିଳାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ନମିତା ଏକ୍କା । ଗତ ରାତିରେ ମୃତକ ନମିତା ସବୁ କାମ ସାରି ନିଜ ଶୟନ କକ୍ଷକୁ ଶୋଇବାକୁ ଯାଇଥିଲେ...
Gallery
ଅନୁଗୁଳ ଜିଲ୍ଲା ନାଲକୋନଗର ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ
ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଦେଶରେ ଗାଁରୁ ସହର ଯାଏ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଅନୁଗୁଳ ଜିଲ୍ଲା ନାଲକୋନଗରସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିରରେ ନନ୍ଦ ଉତ୍ସବ ପାଳିତ ହୋଇଯାଇଛି।
ବାଣିଜ୍ୟ
ମାତ୍ର ୩୦୦ ଜଣ ହିଁ କିଣିପାରିବେ ମହିନ୍ଦ୍ରାର ଏହି ଗାଡି
ମହିନ୍ଦ୍ରା ଅଟୋମୋବାଇଲ୍ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଥର ମହିନ୍ଦ୍ରା ଏବଂ ୱାର୍ନର ବ୍ରଦର୍ସ ମିଳିତ ଭାବରେ ଏକ ସ୍ୱତନ୍ତ୍ର ସଂସ୍କରଣ କାର ଲଞ୍ଚ କରିଛନ୍ତି। ଏହା ହେଉଛି ବିଇ.୬ ବ୍ୟାଟମ୍ୟାନ୍ ଏଡିସନ୍
ଅପରାଧ
ଶାଶୁକୁ ଚପଲରେ ପିଟିବା ବୋହୂକୁ ମହଙ୍ଗା ପଡ଼ିଲା
ଜଣେ ବୃଦ୍ଧା ରାସ୍ତା ଉପରେ ବସିଥିବା ବେଳେ ତାଙ୍କ ବୋହୂ ଚପଲରେ ମାରୁଛନ୍ତି ନିସ୍ତୁକମାଡ଼ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଧାଇଁ ଆସିଲା ପୁଅ। ଭାଉଜକୁ ଦେଲା ଉତ୍ତମମଧ୍ୟମ।
ମନୋରଞ୍ଜନ
ଏଲଭିଶଙ୍କ ଘର ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ 'ଭାଉ ଗ୍ୟାଙ୍ଗ' ନିଜକୁ କଲା ଦାୟୀ
ଏଲଭିଶ ଯାଦବଙ୍କ ବାପା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ପୁଲିସରେ ଅଭିଯୋଗ କରିଛନ୍ତି। ତେବେ ଏହି ଗୁଳିକାଣ୍ଡ କିଏ ଓ କାହିଁକି କଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଭାଉ ଗ୍ୟାଙ୍ଗ ଏଥିପାଇଁ ନିଜକୁ ଦାୟୀ କରିଛି।
ପୁନଶ୍ଚ ପୃଥିବୀ
ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା: ସିତାଂଶୁ
ପୃଥିବୀ ଆମର ମାଆ। ଏହାର ସୁରକ୍ଷା ଆମ ଦାୟିତ୍ବ। ପରିବେଶ ବଞ୍ଚିଲେ, ଆମେ ବଞ୍ଚିବା। ଭଦ୍ରକ ନିର୍ବାଚନମଣ୍ଡଳୀ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ବିଧାୟକ ସିତାଂଶୁ ଶେଖର ମହାପାତ୍ର ଏହା କହିଛନ୍ତି।