Advertisment
Latest Posts
Advertisment
ଜିଲ୍ଲା
ଭିସୁଟ୍ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ : ଜିନ୍ସ-ଦୁପଟ୍ଟା ମନା
ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। କ୍ୟାମ୍ପସ୍ରେ ବାଧ୍ୟତାମୂଳକ ଡ୍ରେସ୍ କୋଡ୍ ଲାଗୁ କରାଯାଇଛି। ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହି ଡ୍ରେସ୍ କୋଡ୍ ଲାଗୁ ହୋଇଛି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ଗ୍ରାହକଙ୍କ ପାଇଁ ଏହି ଦୁଇଟି ପ୍ଲାନ ଆଣିଲା ଜିଓ, ମାଗଣାରେ ମିଳିବ ନେଟଫ୍ଲିକ୍ସ ସବସ୍କ୍ରିପସନ
ରିଲାଏନ୍ସ ଜିଓ ତାର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ଏକ ଭଲ ଅଫର ଆଣିଛି। ଏବେ ଜିଓର କିଛି ମନୋନୀତ ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ସହିତ ଉପଭୋକ୍ତାମାନେ ମାଗଣା ନେଟଫ୍ଲିକ୍ସ ସବସ୍କ୍ରିପସନ୍ ମଧ୍ୟ ପାଇବେ।
ଅପରାଧ
ପ୍ରେମ ପାଇଁ ସ୍ତ୍ରୀ ପୋଛି ଦେଲା ସିନ୍ଦୂର: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା
ପରକୀୟା ପ୍ରୀତି ପାଇଁ ନିଜ ହାତରେ ସିନ୍ଦୂର ପୋଛିଦେଲା ସ୍ତ୍ରୀ। ପ୍ରେମିକ ଓ ତା’ର ସହଯୋଗୀ ସହ ମିଶି ସ୍ବାମୀକୁ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସୁନ୍ଦରଗଡ଼ ଟାଉନ ଥାନା ମିସନ୍ରୋଡ୍ ନିକଟ ହରିଓଁ କଲୋନିରେ ଘଟିଛି।
ମନୋରଞ୍ଜନ
ଜାମିନ୍ ଦେଇଥିଲେ କର୍ଣ୍ଣାଟକ ସରକାର, ବାତିଲ୍ କରି ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ରେଣୁକାସ୍ୱାମୀ ହତ୍ୟା ମାମଲାରେ ଦକ୍ଷିଣର ପ୍ରସିଦ୍ଧ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ଜାମିନ୍ ବାତିଲ୍ କଲେ ସୁପ୍ରିମକୋର୍ଟ। ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନଙ୍କୁ କିଛି ମାସ ତଳେ ଜାମିନ୍ ମିଳିଥିଲା।
ପୁନଶ୍ଚ ପୃଥିବୀ
ବିକାଶ ପାଇଁ ବଳି ପଡ଼ୁଛି ପରିବେଶ
ଡାବୁଗାଁ/ନବରଙ୍ଗପୁର,୧୩/୮(ଇମିସ): ରାସ୍ତା ଓ ଘର ନିର୍ମାଣ ନାଁରେ କଟାଯାଉଛି ଗଛ। ସବୁଜିମା ବଦଳରେ ବଢ଼ି ଚାଲିଛି କଂକ୍ରିଟ୍ ଜଙ୍ଗଲ। ଜଙ୍ଗଲ ସୁରକ୍ଷା ପାଇଁ କେବଳ ପ୍ରଶାସନ ଓ ବନ ବିଭାଗକୁ ଉତ୍ତରଦାୟୀ କରାଯାଉଛି।