Advertisment
Latest Posts
Advertisment
ରାଜ୍ୟ
ସ୍ତ୍ରୀଙ୍କ ଗଳା କାଟି ହତ୍ୟା ପରେ ସ୍ବାମୀ ଫେରାର
ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣା ସ୍ଥଳରୁ ସ୍ବାମୀ ନରେନ୍ଦ୍ର ପାଇକ ଫେରାର ହୋଇଯାଇଥିବା ବେଳେ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଘରେ ପଡ଼ି ରହିଛି।
ଜିଲ୍ଲା
ଯୁବକଙ୍କୁ ହତ୍ୟା ମାମଲା: ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ
ରାଇଡିହି ଜଙ୍ଗଲରେ ଯୁବକଙ୍କୁ ହତ୍ୟା ମାମଲା। ଝାରସୁଗୁଡ଼ାରୁ ଅଭିଯୁକ୍ତକୁ ବାନ୍ଧିଲା ପୁଲିସ। ଜୁଆଖେଳରୁ ଗଣ୍ଡଗୋଳରେ ହତ୍ୟାକାଣ୍ଡ ଘଟିଥିବା ସୂଚନା ରହିଛି। ପୂର୍ବରୁ ୨୦୧୮ରେ ବାପାଙ୍କୁ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଜଣକୁ ଆଜୀବନ ସଜା ହୋଇଥିଲା।
ଖେଳ
ଆଲ୍କାରାଜ୍ଙ୍କୁ ଐତିହାସିକ ଟ୍ରଫି
ତୀବ୍ର ସଂଘର୍ଷପୂର୍ଣ୍ଣ ତଥା ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍ରେ ପ୍ରଥମ ସିଡ୍ ଓ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଇଟାଲିର ଜାନିକ ସିନ୍ନରଙ୍କୁ ନାଟକୀୟ ଭାବେ ୪-୬, ୬-୭ (୪-୭), ୬-୪, ୭-୬ (୭-୩), ୭-୬ (୧୦-୨)ସେଟ୍ରେ.....
ରାଜନୀତି
ବିହାର ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା: ଦଳ ଛାଡିଲେ ଚର୍ଚ୍ଚିତ ୟୁଟ୍ୟୁବର୍ ମନୀଷ କଶ୍ୟପ, ଖୋଲିଲେ ଗୁମର...
ବିଜେପିରେ ରହିବା ମାନେ ଦୁର୍ନୀତିକୁ ଢାଙ୍କି ରଖିବା । ମୁଁ ଏବେ ବିଜେପିର ସକ୍ରିୟ ସଦସ୍ୟ ନୁହେଁ । ମୁଁ ବିଜେପିରେ ରହି ନିଜକୁ ବଞ୍ଚାଇ ପାରିଲିନି ତ ଲୋକଙ୍କର କଣ ସାହାଯ୍ୟ କରିବି ?
ଅପରାଧ
ଦୀର୍ଘ ୧୬ ଦିନ ପରେ ପୁଲିସ୍ ସମ୍ମୁଖରେ ଆତ୍ମସମର୍ପଣ କଲେ ଅଭିଯୁକ୍ତା
ହନିମୁନ୍ ପାଇଁ ଇନ୍ଦୋରରୁ ମେଘାଳୟ ଯାଇଥିବା ଦମ୍ପତିଙ୍କ ନିଖୋଜକୁ ନେଇ ବଡ଼ ଖୁଲାସା । ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରିଛନ୍ତି ସ୍ତ୍ରୀ। ଏକଥା ପୁଲିସ୍ ସମ୍ମୁଖରେ ନିଜେ ସ୍ବୀକାର କରି ଆତ୍ମସମର୍ପଣ କରିଛନ୍ତି ଅଭିଯୁକ୍ତା ପତ୍ନୀ।
ମନୋରଞ୍ଜନ
‘ମହାଭାରତ’ ପରେ ଅବସର ନେବେ ଆମୀର!
ଖୁବ୍ଶୀଘ୍ର ଅଭିନୟରୁ ଅବସର ନେବେ ବଲିଉଡ୍ର ମିଷ୍ଟର୍ ପର୍ଫେକ୍ସନିଷ୍ଟ୍ ଭାବେ ଜଣାଶୁଣା ସୁପର୍ଷ୍ଟାର୍ ଆମୀର୍ ଖାନ୍! ବର୍ତ୍ତମାନ ଏଭଳି ଏକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଅସଲ କଥା ହେଲା, ଆଗକୁ ଆଉ ଅଧିକ ଫିଲ୍ମ ନକରି ଅଭିନୟରୁ ଅବ୍ୟାହତି....