Advertisment
Latest Posts
Advertisment
ଜିଲ୍ଲା
ନୌସେନା ଯୁଦ୍ଧ ଜାହାଜରେ ସେଲ୍ର ଲୁହା: ଆଇଏନ୍ଏସ୍ ‘ନିସ୍ତାର’ ଓ ‘ଅଜୟ’ ଲାଗିଛି ଜଟିଳ-ଗ୍ରେଡ୍ ଇସ୍ପାତ
ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍) ତା’ର ଅବଦାନ ଅବ୍ୟାହତ ରଖିଛି। ସ୍ଥଳ, ବାୟୁ ଓ ନୌସେନା ପାଇଁ ଗୁରୁତ୍ବପୂର୍ଣ୍ଣ ଯୁଦ୍ଧାସ୍ତ୍ରରେ ଲାଗିଛି ସେଲ୍ର ଲୁହା। ତେବେ ସେଲ୍ର ଅନ୍ୟ ସମସ୍ତ ୟୁନିଟ୍ ଅପେକ୍ଷା ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ର ସିଂହଭାଗ ରହିଛି...
Gallery
ବାଣିଜ୍ୟ
ନିତି ଆୟୋଗ ସୂଚକାଙ୍କ: ଇଭି ଚଳାଚଳରେ ଓଡ଼ିଶା ସପ୍ତମ
ଇଲେକ୍ଟ୍ରିକ୍ ଯାନ (ଇଭି) ଚଳାଚଳ ଓ ଗ୍ରହଣୀୟତାରେ ଓଡ଼ିଶାର ପ୍ରଦର୍ଶନ ସାରା ଦେଶରେ ଏତେଟା ଉତ୍ସାହଜନକ ନାହିଁ। ନିତି ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚକାଙ୍କ ଅନୁସାରେ ଓଡ଼ିଶା ସର୍ବମୋଟ ୪୧ ସ୍କୋର୍ ସହ ସପ୍ତମ ସ୍ଥାନରେ ରହିଛି।
ଅପରାଧ
ହାଇପ୍ରୋଫାଇଲ୍ ଠକ ରମେଶର ଖୋଲୁଛି ଗୁମର: ସମ୍ପର୍କୀୟଙ୍କଠୁ ନେଇଛି କେଜିଏ ସୁନାଗହଣା
ନିଜକୁ ଗୋଲ୍ଡ ଟ୍ରେଡର୍ ପରିଚୟ ଦେଇ ଓ ଆର୍ବିଆଇର ଜାଲ୍ ପ୍ରମାଣପତ୍ର ଦେଖାଇ ଲୋକଙ୍କୁ କୋଟି କୋଟି ଚଳୁ କରିଥିବା ହାଇପ୍ରୋଫାଇଲ୍ ଠକ ରମେଶ ମାଝୀ ନିଜ ସମ୍ପର୍କୀୟଙ୍କୁ ବି ଛାଡ଼ିନାହିଁ।
ମନୋରଞ୍ଜନ
ଏମିତି ବଦଳିଯାଇଥିଲା ସାମନ୍ଥାଙ୍କ କାହାଣୀ
ବେଳେବେଳେ ନିଜ ପରିଶ୍ରମ ସହ ଭାଗ୍ୟ ଏମିତି ସାଥ ଦେଇଥାଏ ଯେ ଜଣେ ସଫଳତାର ଶିଖରକୁ ଛୁଇଁଥାଏ |ଆଜି ଆମେ ଆପଣଙ୍କୁ ଏମିତି ଜଣେ ଅଭିନେତ୍ରୀଙ୍କ ବାବଦରେ କହିବୁ ଦିନେ, ଯାହାଙ୍କ ପାଖରେ କେବେ ଖାଇବା ପାଇଁ ଟଙ୍କା ନଥିଲା, ଆଜି ସେ ନିଜେ କୋଟି କୋଟି ଟଙ୍କାର ମାଲିକାଣୀ।
ପୁନଶ୍ଚ ପୃଥିବୀ
ବଦଳୁଛି ମୌସୁମୀ ଢାଞ୍ଚା: ରାଜସ୍ଥାନରେ ଉଛୁଳା ମେଘାଳୟରେ ନିଅଣ୍ଟିଆ
ସମ୍ପ୍ରତି ଜୁଲାଇ ମାସ ସରିଥିବା ବେଳେ ଭାରତ ମୌସୁମୀ ଋତୁର ମଧ୍ୟବିନ୍ଦୁ ନିକଟରେ ପହଞ୍ଚିଛି। ଏହା ଦେଶର କୃଷି, ଜଳସମ୍ପଦ ଓ ଜଳବାୟୁ ଢାଞ୍ଚା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ୨୦୨୫ରେ ଏ ପର୍ଯ୍ୟନ୍ତ ବର୍ଷା ବଣ୍ଟନ ବିଭିନ୍ନ ରାଜ୍ୟରେ ସ୍ପଷ୍ଟ ଅସମାନତା ଦେଖାଇଛି....