Advertisment
Latest Posts
Advertisment
ରାଜ୍ୟ
ଭିଜିଭିଜି ଦର୍ଶନ କଲେ ଶ୍ରଦ୍ଧାଳୁ: ୧୦ଲକ୍ଷ ଭକ୍ତଙ୍କ ସମାଗମ
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ ଟଣାରେ ଅହେତୁକ ବିଳମ୍ବ ହୋଇଛି। ରାତିରେ ଟଣା ହୋଇଛି ରଥ। ନୀତିକାନ୍ତି ଘଣ୍ଟାଏ ୧୫ ମିନିଟ୍ ବିଳମ୍ବ ହୋଇଥିଲେ ହେଁ ଧାଡ଼ି ପହଣ୍ଡି ନିର୍ଦ୍ଧାରିତ ସମୟରେ ଶେଷ ହୋଇଥିଲା।
ଜିଲ୍ଲା
ରାଇରଙ୍ଗପୁରରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ଦିନର ରଥଯାତ୍ରା ଯାତ୍ରା ସଂପନ୍ନ
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ମାଉସୀ ମା' ମନ୍ଦିରକୁ ଯାଉଛନ୍ତି। ଆଜି ଅଧା ବାଟରେ ଅଟକିଛନ୍ତି। ଦ୍ୱିତୀୟ ଦିନରେ କେବଳ ମହିଳାମାନେ ରଥ ଟାଣିବେ।
ଖେଳ
ରାଜନୀତି
ବିଜେପି ରାଜ୍ୟ ସଂପାଦକଙ୍କୁ ଟାର୍ଗେଟ୍ କଲେ ଦୁର୍ବୃତ୍ତ! ଫିଙ୍ଗିଲେ ବୋମା
ବିଜେପି ରାଜ୍ୟ ସମ୍ପାଦକଙ୍କ ବାସଗୃହକୁ ବୋମାମାଡ଼ ହୋଇଥିବା ଅଭିଯୋଗ। ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ବିଜେପି ରାଜ୍ୟ ସମ୍ପାଦକ ନବୀନ କୁମାର ରାମ୍ଙ୍କ ରାଇରଙ୍ଗପୁରସ୍ଥ ଅରବିନ୍ଦ ଲ୍ୟାନ୍ ନିକଟରେ ଥିବା ବିଜେପି କାର୍ଯ୍ୟାଳୟ ତଥା ବାସଗୃହ ଉପରେ ବୋମାମାଡ଼ ହୋଇଥିଲା।