Advertisment
Latest Posts
Advertisment
ଜିଲ୍ଲା
କଳାହାଣ୍ଡି ପାଇଁ ଗୌରବ ଆଣିଲେ ଯୁବତୀରନ୍ଦାଜ କ୍ଷୀରୋଦ କୁମାର
ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତଆଲୁମିନିୟମ ଲାଞ୍ଜିଗଡ଼ରେ ଏହାର ପ୍ରମୁଖ କ୍ରୀଡା ତାଲିମ ପଦକ୍ଷେପ ମାଧ୍ୟମରେ କଳାହାଣ୍ଡିର ଯୁବତୀରନ୍ଦାଜମାନଙ୍କୁ ସମର୍ଥନ କରିଆସୁଛି।
Gallery
ବାଣିଜ୍ୟ
ଦିନକୁ ୨୯ କିମି ସଡ଼କ ନିର୍ମାଣ: ୨୦୨୩-୨୪ ତୁଳନାରେ ୫ କିମି କମ୍
ଆର୍ଥିକ ବର୍ଷ ୨୦୨୪-୨୫ରେ ଦୈନିକ ୨୯ କିମି ଜାତୀୟ ରାଜପଥ (ଏନ୍ଏଚ୍) ନିର୍ମାଣ କରାଯାଇଛି। ଏହା ୨୦୨୩-୨୪ରେ ଦୈନିକ ନିର୍ମାଣ ହୋଇଥିବା ୩୪ କିମ ଏନ୍ଏଚ୍ ତୁଳନାରେ ୫ କିମି ଏବଂ ୨୦୨୦-୨୧ରେ ନିର୍ମାଣ ହୋଇଥିବା ୩୭ କିମି ଏନ୍ଏଚ୍ ତୁଳନାରେ ୮ କିମି କମ୍।
ଅପରାଧ
କାର ଉପରକୁ ଗୁଳିମାଡ଼: ବାଇକ୍ରେ ଆସି କାଣ୍ଡ ଭିଆଇଲେ ଦୁର୍ବୃତ୍ତ
ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ତହସିଲ୍ କାର୍ଯ୍ୟାଳୟ ନିକଟରେ ବୁଧବାର ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଯୋଗୁ ଆତଙ୍କ ଖେଳି ଯାଇଥିଲା। ଦିନ ଗୋଟାଏ ବେଳେ ବାଇକ୍ରେ ଦୁଇ ଜଣ ଦୁର୍ବୃତ୍ତ ଆସି ଏକ କାର୍ ଉପ ଆଖିବୁଜା ଗୁଳି ଚଳାଇଥିଲେ....
ମନୋରଞ୍ଜନ
ଜିମ୍ ନଯାଇ ୨୬ କିଲୋଗ୍ରାମ ଓଜନ ହ୍ରାସ କଲେ ବୋନି କପୁର
ଜିମ୍ ନଯାଇ ୨୬ କିଲୋଗ୍ରାମ ଓଜନ ହ୍ରାସ କରିଛନ୍ତି ବଲିଉଡ ପ୍ରଯୋଜକ ବୋନି କପୁର। ତାଙ୍କର ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କେବଳ ତାଙ୍କ କାମ ପାଇଁ ନୁହେଁ ବରଂ ତାଙ୍କର ନୂତନ ଫିଟନେସ ପାଇଁ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।
ପୁନଶ୍ଚ ପୃଥିବୀ
ବିପଦ ବଢ଼ାଉଛନ୍ତି ପରଦେଶୀ ଉଦ୍ଭିଦ
ବିଶ୍ୱର ବିଭିନ୍ନ ଅଞ୍ଚଳରେ ନିଜର ଆବଶ୍ୟକତା ପୂରଣ ଲାଗି ମଣିଷ ଅନ୍ୟ ଏକ ଭୌଗୋଳିକ ଅଞ୍ଚଳରେ ଜନ୍ମିତ ଉଦ୍ଭିଦ ପ୍ରଜାତିକୁ ନିଜ ଅଞ୍ଚଳରେ ରୋପଣ କରିଆସିଛି। ଶହ ଶହ ବର୍ଷ ଧରି ଚାଲିଆସିଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି।