Advertisment
Latest Posts
Advertisment
ରାଜ୍ୟ
କୁଆପାଲିରେ ବ୍ୟାପୁଛି ଝାଡ଼ାବାନ୍ତି: ୭୦ ଜଣ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ୍ କୁଆପାଲି ଗାଁରେ ପ୍ରାୟ ୭୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ଗୁରୁତର ଥିବା ୧୭ ଜଣଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି।
ଜିଲ୍ଲା
ଲୁଟି ନେଲେ ୧୦୫ ଭରି ସୁନା ଅଳଙ୍କାର
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ଆରଡ଼ିଛକ କେନାଲ ରୋଡ଼ଠାରେ ବଡ ଧରଣର ଚୋରି ହୋଇଛି। ଦୁଇଟି ଭଡ଼ା ଘରୁ ଚୋରି ହୋଇଥିବା ସୂଚନା ମିଳିଛି। ଗୋଟିଏ ଘରୁ ୮୦ ଭରି ଅନ୍ୟ ଏକ ଘରୁ ୨୫ ଭରି ସୁନା ଲୁଟ ହୋଇଛି....
ଖେଳ
ଦକ୍ଷିଣ ଆଫ୍ରିକା ନୂଆ ବିଶ୍ବ ଟେଷ୍ଟ ଚାମ୍ପିୟନ, ୨୭ ବର୍ଷ ପରେ ଜିତିଲା ଆଇସିସି ଟ୍ରଫି
ଇତିହାସ ସୃଷ୍ଟି କରିଛି ଦକ୍ଷିଣ ଆଫ୍ରିକା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆକୁ ୫ ଓ୍ବିକେଟ ହରାଇ ଚାମ୍ପିୟନ ହୋଇଛି ଏହି ଆଫ୍ରିକୀୟ ଦଳ ।
ରାଜନୀତି
ବିମାନରେ ସାଇବର ଆକ୍ରମଣ ନେଇ ସଞ୍ଜୟ ପ୍ରଶ୍ନ ଉଠାଇଲେ, ତଥ୍ୟ ଉପରେ ଧ୍ୟାନ ଦେବାକୁ ଅଜିତଙ୍କ ଗୁରୁତ୍ବ
ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ ବର୍ତ୍ତମାନ ବିଭିନ୍ନ ଦୃଷ୍ଟିକୋଣରୁ କରାଯାଉଛି। ଏହି ସମୟରେ ସଞ୍ଜୟ ରାଉତ ଦୁର୍ଘଟଣା ଉପରେ ଅନ୍ୟାନ୍ୟ ଯୁକ୍ତି ମଧ୍ୟ ଯୋଡିଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହାର ଉତ୍ତର ଦେଇଛନ୍ତି...
ଅପରାଧ
ବିଧବା ମହିଳାଙ୍କୁ ଦୁଷ୍କର୍ମ: ଗର୍ଭବତୀଙ୍କୁ ତେଲେଙ୍ଗାନାରେ ଛାଡ଼ିଦେଲା ଅଭିଯୁକ୍ତ
ଝରିଗାଁ ବ୍ଲକ ବଡାଝରି ଗ୍ରାମର ଜଣେ ବିଧବା ମହିଳା ପ୍ରଲୋଭନରେ ପଡ଼ି ଜଣେ ବିବାହିତ ପୁରୁଷଙ୍କ ସହ ବାଧ୍ୟ ବାଧ୍ୟକତା ସଂପର୍କ ରଖି ଶେଷରେ ଗର୍ଭବତୀ ହୋଇ ତିରସ୍କାର ହେବା ଘଟଣା ଚର୍ଚ୍ଚାକୁ ଆସିଛି।
ମନୋରଞ୍ଜନ
ଅଚାନକ ସିନେମା ହଲ୍ରେ ପହଞ୍ଚିଲେ ‘ଅନନ୍ତା’; ପ୍ରବଳ ଭିଡ଼ ଲଗାଇଲେ ଦର୍ଶକ
ରଜ ଉପଲକ୍ଷେ ଶୁଭମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଅନନ୍ତା’କୁ ସିନେମାପ୍ରେମୀମାନେ ବହୁତ ପ୍ରଶଂସା କରୁଛନ୍ତି। ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ‘ଅନନ୍ତା’ ଦେଖିବା ପାଇଁ ସିନେମା ହଲ୍ରେ ନାହିଁନଥିବା ଭିଡ଼ ରହୁଛି।