Advertisment
Latest Posts
Advertisment
ଜିଲ୍ଲା
ଅଜଣା ଅଟୋ ଧକ୍କାରେ ଛାତ୍ରୀ ଗୁରୁତର
ଅଜଣା ଅଟୋ ଧକାରେ ଜଣେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଗୁରୁତର ହୋଇଛନ୍ତି। ଭାଇକୁ ଟ୍ୟୁସନରୁ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଛାତ୍ରୀଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି...
ବାଣିଜ୍ୟ
ଶ୍ରମିକଙ୍କ କଲ୍ୟାଣ ପାଇଁ କାମ କରିବାକୁ ପରାମର୍ଶ
ଶ୍ରମିକଙ୍କର କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ପାଇଁ କାରଖାନାଗୁଡ଼ିକର ଶ୍ରମ କଲ୍ୟାଣ ଅଧିକାରୀମାନଙ୍କର ଗତ ୨୫ ତାରିଖରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।
ଅପରାଧ
ଜେଲ୍ ଗଲେ ଡେପୁଟି ରେଞ୍ଜର: ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ
ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ। ଘରେ ଥିବା ଗୁପ୍ତ ଟ୍ରେଜେରୀରେ ରଖିଥିଲେ ବିଡ଼ା ବିଡ଼ା ନୋଟ୍। ବ୍ୟାଙ୍କରେ ମଧ୍ୟ କିଛି କମ୍ ନଥିଲା। ନିଜ ନାଁ ସମେତ ପୁଅ ଓ ପତ୍ନୀଙ୍କ ନାମରେ ଏକାଧିକ ବ୍ୟାଙ୍କରେ ରହିଛି ଲକ୍ଷାଧିକ ଟଙ୍କା।
ମନୋରଞ୍ଜନ
‘କିଙ୍ଗଡମ୍’ ସେନ୍ସର ବୋର୍ଡରେ ପାସ୍: ୩୧ ଜୁଲାଇରେ ଶୁଭମୁକ୍ତି
ବିଜୟ ଦେବରକୋଣ୍ଡାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର ଆସିଛି। ଦେବରକୋଣ୍ଡା ଖୁବ୍ଶୀଘ୍ର ‘କିଙ୍ଗଡମ’ ନାମକ ଏକ ଫିଲ୍ମରେ ଆସୁଛନ୍ତି। ପ୍ରଶଂସକମାନେ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିଜୟଙ୍କୁ ଏଥିରେ ଏକ ଆକ୍ସନ୍ ଅବତାରରେ ଦେଖିବାକୁ ମିଳିବ। ଫିଲ୍ମଟି ସେନ୍ସର ବୋର୍ଡ ଦ୍ୱାରା ପାସ୍ ହୋଇଯାଇଛି...
ପୁନଶ୍ଚ ପୃଥିବୀ
ଚାନ୍ଦଲି ପାହାଡ଼ ପାଦଦେଶରେ ପରିବେଶ ପଞ୍ଚାୟତ: ‘ଏକ ସୁସ୍ଥ ବାତାବରଣ ସମସ୍ତଙ୍କର ହକ୍’
ଜଳବାୟୁ ପରିବର୍ତ୍ତନ କେବଳ ବଡ଼ ଓ ବିକଶିତ ରାଷ୍ଟ୍ରର ଚିନ୍ତା ନୁହେଁ। ଛୋଟଛୋଟ ଗାଁରେ ମଧ୍ୟ ଏ ନେଇ ଉଦ୍ବେଗ ପ୍ରକାଶ ପାଉଛି। ଗାଁ ଗହଳିରେ ଲୋକେ କ୍ରମଶଃ ପରିବେଶ ସୁରକ୍ଷା ସଂକ୍ରାନ୍ତରେ ସଚେତନ ହେଉଛନ୍ତି।