Advertisment
Latest Posts
Advertisment
ଜିଲ୍ଲା
ପୁଅ ନାମ କଲେଜରେ ଲେଖାଇଦେବା ପ୍ରଲୋଭନ ଦେଖାଇ ବାପଠାରୁ ଟଙ୍କା ଲୁଟିଲେ ସାଇବର୍ ଲୁଟେରା
ଓଡ଼ିଆ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ ୨ ନାମ ଲେଖା ଦାୟିତ୍ୱ ସ।ମ୍ସ ସଂସ୍ଥା ଜରିଆରେ କରୁଛି। କିନ୍ତୁ ଛାତ୍ରଛାତ୍ରୀ ଙ୍କ ସମସ୍ତ ବିବରଣୀ ମୋବାଇଲ ନମ୍ବର ସହ ସାଇବର ଅପରାଧୀଙ୍କ ସମସ୍ତ ବିବରଣୀ ସ।ମ୍ସ ସଂସ୍ଥା ଠାରୁ କିପରି ଯାଉଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।
Gallery
କରଣ କୁନ୍ଦ୍ରାଙ୍କ ପୂର୍ବତନ ପ୍ରେମିକା ବିବାହ ନକରି ମା’: କଲେ ଆଶ୍ଚର୍ଯ୍ୟ ଜନକ ଖୁଲାସା
ଗ୍ଲାମର ଜଗତରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିବାହ ନକରି ମା’ ହୋଇଛନ୍ତି। ସେମାନେ ସେମାନଙ୍କର ପିଲାମାନଙ୍କୁ ଏକାକୀ ମା’ ଭାବରେ ପାଳନ ପୋଷଣ କରୁଛନ୍ତି ଏବଂ ସେମାନଙ୍କୁ ଏକ ଭଲ ଜୀବନ ଦେବା ପାଇଁ କଠିନ ପରିଶ୍ରମ କରୁଛନ୍ତି...
ବାଣିଜ୍ୟ
ଜାତୀୟ ସ୍ୱାର୍ଥ ସର୍ବୋପରି: ଟ୍ରମ୍ପ୍ଙ୍କ ୨୫% ଶୁଳ୍କ ଘୋଷଣା ଉପରେ ଭାରତର ପ୍ରଥମ ପ୍ରତିକ୍ରିୟା
ଭାରତ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଦ୍ୱାରା ଶୁଳ୍କ ସମ୍ପର୍କରେ ଦିଆଯାଇଥିବା ବିବୃତିର ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇଛନ୍ତି। ସରକାର କହିଛନ୍ତି ଯେ, ସରକାର ଏହାକୁ ଗୁରୁତ୍ବ ଦେଇଛନ୍ତି ଏବଂ ଏହାର ପ୍ରଭାବକୁ ଗମ୍ଭୀରତାର ସହିତ ଅଧ୍ୟୟନ କରୁଛନ୍ତି...
ଅପରାଧ
ଘର ଭଡ଼ାରେ ନେଲେ: ସପ୍ତାହର ଯୋଜନା ପରେ ଜୀବନ ହାରିଲେ ଯୁବକ
ଗୁରୁଗ୍ରାମର ଜଣେ ୨୫ ବର୍ଷିୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଯେଉଁଭଳି ଭାବେ ନିଜ ଜୀବନ ହାରିଛନ୍ତି ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଜାଣିବାକୁ ମିଳିଛି ଯେ ଯୁବକ ଜଣକ ଏକ ଫ୍ଲାଟ୍ରେ ହିଲିୟମ ଗ୍ୟାସ୍ ନିଶ୍ୱାସ ନେବା ପରେ ଆତ୍ମହତ୍ୟା କରିଛନ୍ତି।
ମନୋରଞ୍ଜନ
ନାଗାର୍ଜୁନ ୧୪ ଥର ଚାପୁଡ଼ା ମାରିଥିଲେ: ଅଭିନେତ୍ରୀଙ୍କ ମୁହଁରେ ନୋଳା ପଡ଼ିଯାଇଥିଲା
ନିଜ କ୍ୟାରିଅରରେ ଅନେକ ଥର ଅଭିନେତା ଅଭିନେତ୍ରୀମାନଙ୍କୁ ଏପରି ଦୃଶ୍ୟ ପାଇଁ ରାଜି ହେବାକୁ ପଡ଼ିଥାଏ ଯାହା ସେମାନେ କରିବାକୁ ଚାହିଁ ନଥାନ୍ତି। ଏହି ଦୃଶ୍ୟଗୁଡ଼ିକ ଜୀବନସାରା ମନେ ରହିଯାଏ। ନିକଟରେ, ଜଣେ ୪୮ ବର୍ଷୀୟା ଅଭିନେତ୍ରୀ ପ୍ରକାଶ କରିଛନ୍ତି ଯେ ,ନାଗାର୍ଜୁନ ତାଙ୍କୁ ୧୪ ଥର ଚାପୁଡ଼ା ମାରିଥିଲେ...
ପୁନଶ୍ଚ ପୃଥିବୀ
ଅମ୍ଳଜାନ ସିଲିଣ୍ଡର ଧରି ବୁଲିବାର ସମୟ ନ ଆସୁ: ଦୁର୍ଗା
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ବ ପାଇଁ ଚିନ୍ତାର ବିଷୟ। ଋତୁ ଅନୁସାରେ ଆଉ ପାଗ ବଦଳୁନି। ଖରାଦିନେ ବର୍ଷା ଏବଂ ବର୍ଷା ଦିନେ ଖରା ହେଉଛି। ତେଣୁ ସୁସ୍ଥ ଜୀବନ ପାଇଁ ବୃକ୍ଷ ହିଁ ଏକମାତ୍ର ସାହାରା ବୋଲି ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ କହିଛନ୍ତି।