Advertisment
Latest Posts
Advertisment
ଜିଲ୍ଲା
ସମ୍ବଲପୁର ଛାତ୍ରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା
ସମ୍ବଲପୁର ଜିଲ୍ଲାର ବୁଢାରାଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଦୀପୁ ଯାଦବଙ୍କ ଏକ ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି...
Gallery
ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର ପକ୍ଷରୁ ରକ୍ଷାବନ୍ଧନ
ପବିତ୍ର ରକ୍ଷାବନ୍ଧନ ଅବସରରେ ଆଜି ପୂରା ଦେଶ ସମେତ ଓଡ଼ିଶାର ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଇମାନଙ୍କୁ ଭଉଣୀମାନେ ରାଖୀ ବାନ୍ଧିଛନ୍ତି। ଏହି କ୍ରମରେ ‘ଆମ ଓଡ଼ିଶା ସମ୍ବାଦ ସାହିତ୍ୟଘର’ ପକ୍ଷରୁ ମଧ୍ୟ ରକ୍ଷାବନ୍ଧନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ବାଣିଜ୍ୟ
ରାଜ୍ୟ ମୁଦ୍ରାସ୍ଫୀତି ବିଯୁକ୍ତ ସ୍ତରକୁ ଖସିଲା
ଦରଦାମ୍ ସ୍ଥିତିରେ ବ୍ୟାପକ ସୁଧାର ଘଟିଛି। ଗତ ଜୁଲାଇରେ ରାଜ୍ୟରେ ବିଭିନ୍ନ ଜିନିଷର ଦର ବଢ଼ିବା ପରିବର୍ତ୍ତେ କମ୍ ହୋଇଛି। ତାହାର ପ୍ରତିଫଳନ ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟରେ ଦେଖିବାକୁ ମିଳିଛି। ଅନେକ ଦିନ ପରେ...
ଅପରାଧ
ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ
ଜଣେ ଯୁବକ ପ୍ରଥମେ ଯୁବତୀଙ୍କୁ ପ୍ରେମ କରିଛି। ପରେ ବିବାହର ପ୍ରତିଶ୍ରୁତି ଓ ଦୁଷ୍କର୍ମ କରିଛି। ଏତିକିରେ ମନ ନବୁଝିବାରୁ ଅନ୍ତରଙ୍ଗ ମୁହର୍ତ୍ତର ଭିଡିଓଚିତ୍ର ଉତ୍ତୋଳନ କରି ଏହାକୁ ଅନ୍ଲାଇନ୍ ମିଡିଆ ମାଧ୍ୟମରେ ଭାଇରାଲ କରିବା ଭଳି ମାମଲା ନବରଙ୍ଗପୁର ଥାନାରେ ରୁଜୁ ହୋଇଛି।
ମନୋରଞ୍ଜନ
ଏତେ ବି ପାଖକୁ ଆସ ନାହିଁ: ପ୍ରଶଂସକଙ୍କୁ ଏମିତି କାହିଁକି କହିଲେ ରକୁଲଙ୍କ ସ୍ୱାମୀ
ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କିନ୍ତୁ ଏହାର ଏକ ମଜାଦାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ଯେତେବେଳେ ଜଣେ ପ୍ରଶଂସକ ଏହି ବଲିଉଡ ଦମ୍ପତିଙ୍କ ପାଖକୁ ଫଟୋ ଉଠାଇବାକୁ ଯାଆନ୍ତି, ସେତେବେଳେ ରକୁଲପ୍ରୀତଙ୍କ ସ୍ୱାମୀ ଜ୍ୟାକି ତାଙ୍କୁ ଠେଲି ଦିଅନ୍ତି।
ପୁନଶ୍ଚ ପୃଥିବୀ
‘ଆଗାମୀ ପିଢ଼ି ପାଇଁ ପରିବେଶର ସୁରକ୍ଷା ଜରୁରି’
ପରିବେଶ ସମ୍ପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଛି। ଜଙ୍ଗଲ ନଷ୍ଟ ସହ ଜଳର ଅପବ୍ୟବହାର ବଢ଼ୁଛି। ଏହାକୁ ରୋକିବାକୁ ପଡ଼ିବ। ନିଜ ଜନ୍ମଦାତ୍ରୀ ମାଆଙ୍କ ନାଁରେ ଗୋଟିଏ ଗଛ ଲଗାଇ ସଭିଏଁ ତାହାର ଯତ୍ନ ନେଲେ ପରିବେଶର ସୁରକ୍ଷା ହୋଇପାରିବ।