ଅନୁସନ୍ଧାନ କରୁଥିବା ବର୍ଗ

କଟକ

ବିଷ ବଳୟରେ ଆର୍ଦ୍ରଭୂମି ! ୮ଟି ଆର୍ଦ୍ରଭୂମି ଅଧ୍ୟୟନରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ବର: ହୀରାକୁଦ ସମେତ ଓଡ଼ିଶାର ଅନ୍ୟ ୮ ଟି ଆର୍ଦ୍ରଭୂମିରେ ଅଧିକ ମାତ୍ରାରେ କ୍ୟାନସର୍‌ ସୃଷ୍ଟିକାରୀ ଭାରୀଧାତୁର ବିଷ ଭରି ହୋଇରହିଛି। ଉଭୟ ବୟସ୍କ ଓ ଶିଶୁଙ୍କ ପାଇଁ ଏହା ବିପଦ ଏବଂ କ୍ୟାନସର୍‌ ସୃଷ୍ଟିର ଭୟ ରଖେ। କେବଳ ସେତିକି ନୁହେଁ, ଏସବୁ ବିଷାକ୍ତ ଭାରୀଧାତୁ ମୃତ୍ତିକା ମାଧ୍ୟମରେ…
ଅଧିକ ଖବର ଦେଖନ୍ତୁ...

ଜଟିଳ ହେଉଛି ଓଲିଉଡ୍‌ ବିବାଦ: ନରସିଂହଙ୍କୁ ଜବାବ ଦେଲେ କୁନା ତ୍ରିପାଠୀ, ଶ୍ରୀତମ; କହିଲେ ରାଜନୀତି ନ ହେଉ

କଟକ/ ବଲାଙ୍ଗୀର: ଓଡ଼ିଆ ଚଳଚ୍ଚିତ୍ର ‘ରାମ୍‌’କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବଂ ଏ ପ୍ରସଙ୍ଗରେ ଓଲିଉଡ୍‌ର ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ ମୁହାଁମୁହିଁ ହେବା ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ଏ ପ୍ରସଙ୍ଗରେ ବରିଷ୍ଠ ଅଭିନେତା ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର…
ଅଧିକ ଖବର ଦେଖନ୍ତୁ...

ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ ଉଦଘାଟିତ

କଟକ: କଟକର ଗତିରାଉତପାଟଣା ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର (ଆବାସିକ) ପରିସରରେ ଶନିବାର ଦିନ ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ଆନୁକୂଲ୍ୟରେ ଆୟୋଜିତ ୩୪ତମ ରାଷ୍ଟ୍ରୀୟ ଖେଳକୁଦ (ଯୋଗାସନ) ସମାରୋହ-୨୦୨୩ ଉଦଘାଟିତ  ହୋଇଯାଇଛି। ଉଦଘାଟନୀ ସତ୍ରରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ…
ଅଧିକ ଖବର ଦେଖନ୍ତୁ...

ପଞ୍ଚଭୂତରେ ଲୀନ ହେଲେ ସ୍ବରୂପ ନାୟକ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ

କଟକ: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ଓ ଅଭିନେତା ସ୍ବରୂପ ନାୟକ। କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ପୂର୍ବରୁ ତାଙ୍କୁ ଏକ ଶୋଭାଯାତ୍ରାରେ ସତୀଚଉରାକୁ ଅଣାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ବହୁମୁଖୀ ପ୍ରତିଭା ସ୍ବରୂପ ଦା’: ବହୁ ଗୀତିକାର ଓ କଣ୍ଠଶିଳ୍ପୀଙ୍କ ସ୍ରଷ୍ଟା

କଟକ: ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଏଭଳି କୌଣସି କ୍ଷେତ୍ର ନାହିଁ, ଯେଉଁଥିରେ ସ୍ବରୂପ ନାୟକ ତାଙ୍କର ପ୍ରତିଭାର ସ୍ବାକ୍ଷର ଛାଡ଼ି ଯାଇ ନାହାନ୍ତି। ଗୀତ ରଚନାରୁ ସଂଗୀତ ନିର୍ଦ୍ଦେଶନା, ସଂଳାପ, ଅଭିନୟ ପ୍ରତ୍ୟେକ କ୍ଷେତ୍ରରେ ଧୂରନ୍ଧର ଥିଲେ ସ୍ବରୂପ। ଅନେକ ପାଇଁ ସେ ତାଙ୍କ ଡାଙ୍କ ନାଁ ବାବୁ…
ଅଧିକ ଖବର ଦେଖନ୍ତୁ...

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଆଶ୍ବସ୍ତି: ୨.୫୯ ଲକ୍ଷ ଆକାଉଣ୍ଟ୍‌କୁ ଫେରିବ ଟଙ୍କା

କଟକ: ଚିଟ୍‌ଫଣ୍ଡ କେଳେଙ୍କାରୀରେ କ୍ଷତିଗ୍ରସ୍ତ ୨ ଲକ୍ଷ ୫୯ ହଜାର ୨୮୦ ଜଣ ଜମାକାରୀ ସେମାନଙ୍କ ଅର୍ଥ ଫେରସ୍ତ ପାଇବେ। ୮ ହଜାର ଟଙ୍କା ବା ତାଠାରୁ କମ ଟଙ୍କା ନିବେଶ କରିଥିବା ଏଡି ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ। ଜିଏଲ୍‌ପି ଡେଭଲପର୍ସ ଲିମିଟେଡ ଓ ଗୋ‌ଲଡେନ ଲ୍ୟାଣ୍ଡ ଡେଭଲପର୍ସ…
ଅଧିକ ଖବର ଦେଖନ୍ତୁ...

ଚାଲିଗଲେ ଚିର ସବୁଜ ସ୍ବରୂପ ନାୟକ

କଟକ: ‘‘ବୋଉଲୋ କି କହିବି ନୂଆ ଭାଉଜଙ୍କ କଥା....’’, ‘‘ଏ ଅଗଣା, ଏ ଘର, ଏ ଦାଣ୍ଡ ଦୁଆର...’’, ‘‘ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ...’’, ‘‘ଶାଶୂଘର ଚାଲିଯିବି...’’, ‘‘ଓଡ଼ିଶା ମୋ ଓଡ଼ିଶା...’’, ‘‘କଳିଯୁଗ କୃଷ୍ଣ ମୁଁ ‌ତୁ ମୋ ହିରୋଇନ୍...’’, ‘‘ପାନ ଗୁ୍ଆ ଖଇର ଗୁଆକାତି, ଭଲ…
ଅଧିକ ଖବର ଦେଖନ୍ତୁ...

ନରହରି ସେଠୀ ହେଲେ କଟକର ନୂଆ ଜିଲ୍ଲାପାଳ

ଭୁବନେଶ୍ବର: ବଦଳିଲେ କଟକ ଜିଲ୍ଲାପାଳ। ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ। ଡକ୍ଟର ଭବାନୀ ଶଙ୍କର ଚୟନୀ ଉଚ୍ଚ ଶିକ୍ଷା ନିର୍ଦେଶକ ଭାବେ ଅବସ୍ଥାପିତ। ଅନ୍ୟପଟେ କଟକର ନୂଆ ଜିଲ୍ଲାପାଳ ଦାୟିତ୍ୱ ପାଇଥିବା ନରହରି ସେଠୀ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ଦଶହରାରେ କଟକରେ ମହମ୍ମଦ ମୋକିମ ଓ ପିସିସି ସଭାପତିଙ୍କ ଭେଟଘାଟ: ସମ୍ପର୍କ ସୁଧୁରୁଥିବା ଚର୍ଚ୍ଚା

କଟକ: କଟକରେ ଦଶହରା ଅବସରରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଭେଟଘାଟ ପରେ ଦୁଇ ନେତାଙ୍କ ଭିତରେ ସମ୍ପର୍କ ସୁଧୁରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ମହମ୍ମଦ ମୋକିମ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଖୁବ ଶୀଘ୍ର ମୋର ନିଲମ୍ବନ ହଟିବ ଓ…
ଅଧିକ ଖବର ଦେଖନ୍ତୁ...

କଟକ ଭସାଣ ଶୋଭାଯାତ୍ରାରେ ଅଘଟଣ: ପତାକା ଦଣ୍ଡାରେ ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳିଗଲେ ଶ୍ରମିକ

କଟକ: କଟକରେ ଭସାଣ ଶୋଭାଯାତ୍ରା ଚାଲିଥିବା ସମୟରେ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣେ ଶ୍ରମିକ ବିଦ୍ୟୁତ୍‌ କରେଣ୍ଟରେ ଗୁରୁତର ଭାବେ ଆହତ ହୋଇଛନ୍ତି। ସେ ହେଉଛନ୍ତି ସ୍ଥାନୀୟ ବସ୍ତିରେ ରହୁଥିବା ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର…
ଅଧିକ ଖବର ଦେଖନ୍ତୁ...