ଅନୁସନ୍ଧାନ କରୁଥିବା ବର୍ଗ

ଗଞ୍ଜାମ

୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଜାରି ସତର୍କ ସୂଚନାରେ କହିଛି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି (ସୋମବାର) ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁମଣ୍ଡଳରେ ୩.୧ ରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏବଂ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ମୁହାଁଇଛି। ଏହାର ପ୍ରଭାବରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ଆଶ୍ରା ଦେଇଛି ବଡ଼ ଡାକ୍ତରଖାନା: ଜୀବନର ସାୟାହ୍ନରେ ଅଲୋଡ଼ା

ବ୍ରହ୍ମପୁର: ଘର, ସଂସାର, ପରିବାର ଥାଇ ମଧ୍ୟ ସମସ୍ତଙ୍କ ପାଇଁ ଅଲୋଡ଼ା ହୋଇଯାଇଛନ୍ତି। ପରିଣତ ବୟସରେ ପୁଅ, ବୋହୂ, ଝିଅ, ଜ୍ବାଇଁ, ନାତି, ନାତୁଣୀ, ବନ୍ଧୁ ପରିଜନଙ୍କ ଠାରୁ ସ୍ନେହ, ଶ୍ରଦ୍ଧା, ସମ୍ମାନ ପରିବର୍ତ୍ତେ ମିଳିଛି ହତାଦର ଓ ଲାଞ୍ଛନା। ଅସୁସ୍ଥତା ବେଳେ ସେବା ଶୁଶ୍ରୂଷା ପରିବର୍ତ୍ତେ…
ଅଧିକ ଖବର ଦେଖନ୍ତୁ...

କାମ୍ବୋଡ଼ିଆରେ ଅଟକ ଥିବା ଓଡ଼ିଆ ଯୁବକ ଫେରିଲେ

ଗୋଳନ୍ଥରା: କାମ୍ବୋଡ଼ିଆରେ ଫସିଥିବା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ବିଶ୍ବନାଥପୁର ଗ୍ରାମର ଯୁବକ ଦୀନବନ୍ଧୁ ସାହୁ ଶେଷରେ ସୁରକ୍ଷିତ ଭାବେ ଘରକୁ ଫେରିଛନ୍ତି। କମ୍ପ୍ୟୁଟର୍ ଅପରେଟର୍ ଭାବେ ଚାକିରି କରିବା ଆଶାରେ ସେ କାମ୍ବୋଡ଼ିଆ ଯାଇ ସେଠା‌ରେ ନିର୍ଯାତିତ ହୋଇଥିଲେ। ଏ ନେଇ ଖବର…
ଅଧିକ ଖବର ଦେଖନ୍ତୁ...

ସାପ କାମୁଡ଼ାରେ ଯୁକ୍ତଦୁଇ ଛାତ୍ର ମୃତ

ବେଲଗୁଣ୍ଠା/ପ୍ରତାପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଞ୍ଚାୟତ ଓ ବେଲଗୁଣ୍ଠା ଥାନା ଅଧୀନ ପଥରାପଲ୍ଲୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଉଛନ୍ତି ରୁଦ୍ରପ୍ରସାଦ ନାୟକ। ସୂଚନାନୁସାରେ, ଗତକାଲି ଶନିବାର ରାତିରେ ରୁଦ୍ର ଓ ତାଙ୍କ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୮ ଜିଲ୍ଲାରେ ବଜ୍ରପାତ ସହ ଝଡ଼ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୁଣିଥରେ ସକ୍ରିୟ ହୋଇଛି। ମୌସୁମୀ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ…
ଅଧିକ ଖବର ଦେଖନ୍ତୁ...

ନୂଆ ଶୈଳୀରେ ସାଇବର ଠକେଇ, ୨୦ ଲକ୍ଷ ଲୁଟି ନେଲେ

ବ୍ରହ୍ମପୁର: ନୂଆ‌ ଶୈଳୀର ଏକ ସାଇବର୍‌ ଠକେଇ ସାମ୍ନାକୁ ଆସିଛି। ପ୍ରଥମେ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଠକ ଜଣକ ଯୋଗାଯୋଗ କରି ୟୁଟ୍ୟୁବ୍ ଭଳି ବିଭିନ୍ନ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟର ସବ୍‌ସ୍କ୍ରାଇବର୍ ହେବା ପାଇଁ ଟଙ୍କା ଦେଇ ପ୍ରଲୋଭିତ କରିଥିଲେ। ଏଥିରେ ଟଙ୍କା ବାନ୍ଧିବାରୁ ଅଧିକ ଫେରସ୍ତ…
ଅଧିକ ଖବର ଦେଖନ୍ତୁ...

ସାଇବର୍‌ ଠକେଇ: ଯୁବକଙ୍କଠାରୁ ଲୁଟିନେଲେ ୨୦ଲକ୍ଷ

ବ୍ରହ୍ମପୁର: ନୂଆ‌ ଶୈଳୀର ଏକ ସାଇବର୍‌ ଠକେଇ ସାମ୍ନାକୁ ଆସିଛି। ପ୍ରଥମେ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଠକ ଜଣକ ଯୋଗାଯୋଗ କରି ୟୁଟ୍ୟୁବ୍ ଭଳି ବିଭିନ୍ନ ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟର ସବ୍‌ସ୍କ୍ରାଇବର୍ ହେବା ପାଇଁ ଟଙ୍କା ଦେଇ ପ୍ରଲୋଭିତ କରିଥିଲେ। ଏଥିରେ ଟଙ୍କା ବାନ୍ଧିବାରୁ ଅଧିକ ଫେରସ୍ତ…
ଅଧିକ ଖବର ଦେଖନ୍ତୁ...

ଆକସ୍ମିକ ମୃତ୍ୟୁ: ବିଦ୍ୟାଳୟରେ ପିଲାଙ୍କୁ ପାଠ ପଢ଼ାଇ ଘରକୁ ଆସିଲେ, ଖାଇସାରି ଟଳିପଡ଼ିଲେ

ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ‌ବାଙ୍କଲିଡ଼ି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ (୫୨) ଆଜି ଆକସ୍ମିକ ମୃତ୍ୟୁ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସ୍ବର୍ଗତ ସନ୍ତୋଷ ସ୍କୁଲ୍‌ରୁ ଡ୍ୟୁଟି ସାରି ବଡ଼ବୋରସିଂସ୍ଥିତ ନିଜ ଘରକୁ ଫେରିଥିଲେ। ଖାଇସାରି ଖବରକାଗଜ ପଢ଼ୁଥିବା…
ଅଧିକ ଖବର ଦେଖନ୍ତୁ...

ଗୋଷ୍ଠୀ ବିବାଦରୁ ଯୁବକକୁ ହାଣି ହତ୍ୟା

ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ଓ କୋଟିନଡ଼ା ଥାନା ଅଧୀନ ହରିଡ଼ାପଦର ଗ୍ରାମରେ ଗୋଷ୍ଠୀ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ହତ୍ୟାର ଶିକାର ହୋଇଛନ୍ତି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ସଞ୍ଜୟ ନାୟକ। କାତିରେ ବାରମ୍ବାର ଚୋଟ ପକାଇବାରୁ ଘଟଣାସ୍ଥଳରେ ହିଁ ସଞ୍ଜୟଙ୍କ ମୃତ୍ୟୁ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...