ଅନୁସନ୍ଧାନ କରୁଥିବା ବର୍ଗ
କୋରାପୁଟ
ଦେଓମାଳି ପାହଡଚଢ଼ାରେ ଜୟପୁର ଉପଖଣ୍ଡକୁ ଅଣଦେଖା କରି ନ ଡାକିବାର ପ୍ରତିବାଦ କରିବି: ତାରା
ଜୟପୁର: ପରବ ଲୋକମହୋତ୍ସବ ଅବସରରେ ରବିବାର ଜୟପୁରରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି। ସେଭଳି ଆଜି ହିଁ ଦେଓମାଳିରେ ପାହଡଚଢ଼ା କାର୍ଯ୍ୟକ୍ରମ ବି ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ଜୟପୁର ଉପଖଣ୍ଡର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଦେବଗିରି ଆଶ୍ରମର ମହନ୍ତଙ୍କୁ ପ୍ରାଣାନ୍ତକ ଆକ୍ରମଣ: ବିଶ୍ବହିନ୍ଦୁ ପରିଷଦର ନିନ୍ଦା, ସ୍ଵତନ୍ତ୍ର ସୁରକ୍ଷା କମିସନ ଗଠନ…
ଜୟପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଦେବଗିରି ଆଶ୍ରମର ମହନ୍ତ ବାବା କ୍ରାନ୍ତି ସ୍ଵରୂପାନନ୍ଦ ଗିରିଙ୍କ ଉପରେ ଅସାମାଜିକ ତତ୍ତ୍ଵ ଦ୍ଵାରା ମରଣାନ୍ତକ ଆକ୍ରମଣକୁ ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି।ପରିଷଦର ସଭାପତି ଡା. ରାଜକୁମାର ବଡପଣ୍ଡା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସିନ୍ଦୁର ଖେଳରେ ମା’ ଶ୍ୟାମାକାଳୀଙ୍କୁ ବିଦାୟ ଦେଲେ ଆମ୍ବାଗୁଡ଼ାବାସୀ
ଜୟପୁର: ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ମା’ ଶ୍ୟାମାକାଳୀଙ୍କ ପୂଜା ପରେ ଆଜି ସିନ୍ଦୁର ଖେଳରେ ମେଳାଣି ଦେଲେ ଆମ୍ବାଗୁଡାବାସୀ। ବଙ୍ଗୀୟ ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇବା ସହ ମା’ଙ୍କୁ ମେଳାଣି ଦେଇଥିଲେ। ବସଷ୍ଟାଣ୍ଡରେ ଥିବା ମା’ କାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ମା’ ଶ୍ୟାମାକାଳୀଙ୍କ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୫୮ବର୍ଷ ପରେ ଉଦଘାଟିତ ଏନସିସି ଗ୍ରୁପ୍ ହେଡକ୍ବାର୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କେବେ?
ଜୟପୁର: ରାଜ୍ୟର ଚତୁର୍ଥ ଏନସିସି( ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ)ର ଚତୁର୍ଥ ଗ୍ରୁପ ମୁଖ୍ୟାଳୟ ଦୀର୍ଘ ୫୮ବର୍ଷ ପରେ ଗତ ମାର୍ଚ୍ଚ ୨୦ତାରିଖ ଦିନ ଲୋକାର୍ପିତ ହୋଇଥିଲା। ଏନସିସି ପକ୍ଷରୁ ଏହି କାର୍ଯ୍ୟାଳୟର ସୁପରିଚାଳନା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆସରିଛି। ତେବେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ସାହାରା ଜମାକାରୀ
ଜୟପୁର: ସାହାରା ଜମାକାରୀ ଫେରିପାଇବେ ତ ଟଙ୍କା? ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ପରେ କିଛି ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସିରହିଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
‘କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ’କୁ ନେଇ ସଚେତନତା ଶିବିର
ଜୟପୁର: ଜିଲ୍ଲା ଓ ଦୌରା ଜଜ ତଥା ଅଧକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସତ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ‘କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ଆଇନ’ ସମ୍ବନ୍ଧରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ସଚେତନତା ଶିବିର ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଭୋଟର ତାଲିକା ପର୍ଯ୍ୟବେକ୍ଷକଙ୍କ ରାଜନୈତିକ ଦଳ ନେତାଙ୍କ ସହ ବୈଠକ: କଲେଜ ଛାତ୍ରଛାତ୍ରୀଙ୍କୁ ନେଇ କଲେ ଆଲୋଚନା
ଜୟପୁର: କେନ୍ଦ୍ର ଭୋଟର ତାଲିକା ପର୍ଯ୍ୟବେକ୍ଷକ ବି. ପରମେଶ୍ୱରନ ଶନିବାର ଜୟପୁର ଉପଖଣ୍ଡର ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ନେଇ ପୌରପାଳିକା ସଭାକକ୍ଷରେ ବୈଠକ କରିଥିଲେ। ଭୋଟର ତାଲିକା ପର୍ଯ୍ୟବେକ୍ଷକ ରାଜନୈତିକ ଦଳମାନଙ୍କୁ ଅନୁରୋଧ କରିଛନ୍ତି ଯେ, ବିଶେଷ ପ୍ରଚାର ଦିବସରେ ଅର୍ଥାତ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଜିଲ୍ଲାସ୍ତରୀୟ ପରବ ନାଟକ ମହୋତ୍ସବ: ମଂଚରେ ଏକକ ଅଭିନୟ କଲେ ତାରା
ଜୟପୁର: ସ୍ଥାନୀୟ ଗୀତାଂଜଳୀ କଲ୍ୟାଣ ମଣ୍ଡପ ପରିସରରେ ପରବ ଲୋକ ମହୋତ୍ସବ ଅବସରରେ ଜିଲ୍ଲାସ୍ତରୀୟ ପରବ ନାଟକ ମହୋତ୍ସବ ଆରମ୍ଭ ହୋଇଛି। ଶୁକ୍ରବାର ସଂଧ୍ୟାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ଜୟପୁର ସହର କଳାର ମାଟି ବୋଲି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ତେଲୁଗୁ ପାଳିଲେ ନାଗଲୁ ଚଉତି : ଅଣ୍ଡା ପାଇଁ ଜୀବନକୁ ବିପଦରେ ପକାଉଛନ୍ତି ପିଲା
ଜୟପୁର: ଜୟପୁରରେ ତେଲୁଗୁ ସଂପ୍ରଦାୟର ଲୋକ ନାଗଚତୁର୍ଥୀ ବା ନାଗଲୁ ଚଉତି ପାଳନ କରିଛନ୍ତି। ଶହ ଶହ ସଂଖ୍ୟାରେ ମହିଳା ଓ ସେମାନଙ୍କ ପରିବାରବର୍ଗମାନେ ଆସି ସହର ପାର୍ଶ୍ବରେ ଥିବା ବିଭିନ୍ନ ଉଈ ହୁଙ୍କା ଓ ସାପଗାତ ଥିବା ସ୍ଥାନକୁ ଯାଇ ନାଗ ଦେବତାଙ୍କୁ ପୂଜା କରିଛନ୍ତି। ତେବେ ଏହି ଉଈ ହୁଙ୍କା ଓ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସମ୍ବଲପୁରରେ ବସିବ ସିଣ୍ଟେକ୍ସ,କୋରାପୁଟରେ ପ୍ଲାଏ ବୋର୍ଡ କାରଖାନା
ଭୁବନେଶ୍ବର: ସମ୍ବଲପୁରରେ ସିଣ୍ଟେକ୍ସ ବିଏପିଏଲ୍ ଲିମିଟେଡ୍ ୪୭୯.୪୭ କୋଟି ଟଙ୍କା ନିବେଶରେ ଏକ କାରଖାନା ସ୍ଥାପନ କରିବ। ସେଥିରେ ସିପିଭିସି, ୟୁପିଭିସି ଓ ଏସ୍ଡବ୍ଲୁଆର୍ ଫିଟିଙ୍ଗ୍ସ ଓ ପ୍ଲାଷ୍ଟିକ ଟାଙ୍କି ନିର୍ମାଣ କରାଯିବ। ଆଜି ଏହି ପ୍ରକଳ୍ପ ସମେତ ୧୩୯୭.୧୮ କୋଟି ଟଙ୍କାର ୮ଟି ନୂଆ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...