ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କର୍ଣ୍ଣମନ୍ତ୍ର

ଜୟପୁର: ନିର୍ବାଚନ ପ୍ରସ୍ତୁତି ବିଜୁ ଜନତା ଦଳ ପକ୍ଷରୁ  ଆରମ୍ଭ ହୋଇଛି। ଗତ ତିନି ଦିନ ହେବ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଜୟପୁର ନିର୍ବାଚନମଣ୍ଡଳୀର ସମସ୍ତ ଜୋନ, ପୌରପାଳିକାର ସମସ୍ତ ୱାର୍ଡର କର୍ମକର୍ତ୍ତା, ନିର୍ବାଚିତ ଦଳୀୟ ପ୍ରତିନିଧି ଆଦିଙ୍କୁ ନେଇ ଚାଳିଥିଲା ପ୍ରଶିକ୍ଷଣ। ଦଳୀୟ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ସିପିଆଇ ନେତା ସୁଶାନ୍ତ ଅଧିକାରୀ

ଜୟପୁର: ସିପିଆଇ ନେତା ତଥା ଘରୋଇ ବସ କର୍ମଚାରୀ ସଂଘର ସଭାପତି ସୁଶାନ୍ତ ଅଧିକାରୀ ବିଜେଡିରେ ଯୋଗ ଦେଇଛନ୍ତି। ଜୋନସ୍ତରୀୟ ବିଜେଡି ପ୍ରଶିକ୍ଷଣ ଶିବିରରେ ଶ୍ରୀ ଅଧିକାରୀ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ତାଙ୍କୁ ଜିଲ୍ଲାସଭାପତି ଝିନ୍ନ ହିକକା, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ,…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଗୁଳି ମାରି ହତ୍ୟା ମାମଲା: ଦୋଷୀକୁ ଆଜୀବନ କାରାଦଣ୍ଡ

ଜୟପୁର: ଏକତରଫା ପ୍ରେମକୁ କେନ୍ଦ୍ର କରି ଜଣେ ଯୁବତୀଙ୍କୁ ଗୁଳି  କରି ହତ୍ୟା କରିଥିବା ମାମଲାର ବିଚାର କରି ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ସତ୍ୟନାରାୟଣ ମିଶ୍ର ଦୋଷୀ ଦିଲ୍ଲୀପ ଖରା ଓରଫ ଅଜୟ ଓରଫ ଅଜିତକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥି ସହ ୨୦ହଜାର ହଜାର ଟଙ୍କାର ଜରିମାନା…
ଅଧିକ ଖବର ଦେଖନ୍ତୁ...

ମିଳିଲା ସ୍ବତନ୍ତ୍ର କାରାଗାର ମାନ୍ୟତା, ଧାର୍ଯ୍ୟ ଅନୁଯାୟୀ ହୋଇନି କର୍ମଚାରୀ ନିଯୁକ୍ତି

ଜୟପୁର: ଗତ ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡକାରାଗାରକୁ ସ୍ବତନ୍ତ୍ର କାରାଗାର ମାନ୍ୟତା ପ୍ରଦାନ  କରାଯାଇଛି । ଜିଲ୍ଲାକାରାଗର ଭଳି ଏଠାରେ  ମଧ୍ୟ ଜଣେ ଅଧିକ୍ଷକ, ସହକାରୀ ଜେଲର , କଲ୍ୟାଣ ବିଭାଗ ଅଧିକାରୀ, ସାଂସ୍କୃତିକ ଅଧିକାରୀ, ଆଇନ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟରର ଅପୂର୍ବ ସଫଳତା

ଜୟପୁର: ଜୟପୁରର ମୁଖ୍ୟ ରାସ୍ତା ଜଗତ ଜନନୀ ମନ୍ଦିର ନିକଟରେ ଥିବା ଜୟ ଜଗନ୍ନାଥ ବିଏଡ କାଉନସେଲିଂ ସେଣ୍ଟର ସବୁବେଳେ ନିଜ ଅନୁଷ୍ଠାନର ସଫଳତାକୁ ନେଇ ଚର୍ଚ୍ଚାରେ ଥାଏ। ଏଥର ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିସନ ଦ୍ବାରା ଆୟୋଜିତ ନିୟୋଜନ ଲିଖିତ ପରୀକ୍ଷାରେ କାଉନସେଲିଂ ସେଣ୍ଟରର ୬୨ ଜଣ…
ଅଧିକ ଖବର ଦେଖନ୍ତୁ...

ଦେଓମାଳି ପାହଡଚଢ଼ାରେ ଜୟପୁର ଉପଖଣ୍ଡକୁ ଅଣଦେଖା କରି ନ ଡାକିବାର ପ୍ରତିବାଦ କରିବି: ତାରା 

ଜୟପୁର: ପରବ ଲୋକମହୋତ୍ସବ  ଅବସରରେ ରବିବାର ଜୟପୁରରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଛି। ସେଭଳି ଆଜି ହିଁ  ଦେଓମାଳିରେ ପାହଡଚଢ଼ା କାର୍ଯ୍ୟକ୍ରମ ବି ରହିଛି। ତେବେ ଏହି କାର୍ଯ୍ୟକ୍ରମକୁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସମେତ ଜୟପୁର ଉପଖଣ୍ଡର…
ଅଧିକ ଖବର ଦେଖନ୍ତୁ...

ଦେବଗିରି ଆଶ୍ରମର ମହନ୍ତଙ୍କୁ ପ୍ରାଣାନ୍ତକ ଆକ୍ରମଣ: ବିଶ୍ବହିନ୍ଦୁ ପରିଷଦର ନିନ୍ଦା, ସ୍ଵତନ୍ତ୍ର ସୁରକ୍ଷା କମିସନ ଗଠନ…

ଜୟପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଦେବଗିରି ଆଶ୍ରମର ମହନ୍ତ ବାବା କ୍ରାନ୍ତି ସ୍ଵରୂପାନନ୍ଦ ଗିରିଙ୍କ ଉପରେ ଅସାମାଜିକ ତତ୍ତ୍ଵ ଦ୍ଵାରା ମରଣାନ୍ତକ ଆକ୍ରମଣକୁ ବିଶ୍ଵହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତ ତରଫରୁ ଦୃଢ଼ ନିନ୍ଦା କରାଯାଇଛି।ପରିଷଦର ସଭାପତି ଡା. ରାଜକୁମାର ବଡପଣ୍ଡା…
ଅଧିକ ଖବର ଦେଖନ୍ତୁ...

ସିନ୍ଦୁର ଖେଳରେ ମା’ ଶ୍ୟାମାକାଳୀଙ୍କୁ ବିଦାୟ ଦେଲେ ଆମ୍ବାଗୁଡ଼ାବାସୀ

ଜୟପୁର: ଗତ ୧୨ତାରିଖରୁ ଆରମ୍ଭ ହୋଇଥିବା ମା’ ଶ୍ୟାମାକାଳୀଙ୍କ ପୂଜା ପରେ ଆଜି ସିନ୍ଦୁର ଖେଳରେ ମେଳାଣି ଦେଲେ ଆମ୍ବାଗୁଡାବାସୀ। ବଙ୍ଗୀୟ ମହିଳାମାନେ ପରସ୍ପରକୁ ସିନ୍ଦୁର ଲଗାଇବା ସହ ମା’ଙ୍କୁ ମେଳାଣି ଦେଇଥିଲେ। ବସଷ୍ଟାଣ୍ଡରେ ଥିବା ମା’ କାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ମା’ ଶ୍ୟାମାକାଳୀଙ୍କ…
ଅଧିକ ଖବର ଦେଖନ୍ତୁ...

୫୮ବର୍ଷ ପରେ ଉଦଘାଟିତ ଏନସିସି ଗ୍ରୁପ୍‌ ହେଡକ୍ବାର୍ଟର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କେବେ?

ଜୟପୁର: ରାଜ୍ୟର ଚତୁର୍ଥ ଏନସିସି( ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ)ର ଚତୁର୍ଥ ଗ୍ରୁପ ମୁଖ୍ୟାଳୟ ଦୀର୍ଘ ୫୮ବର୍ଷ ପରେ ଗତ ମାର୍ଚ୍ଚ ୨୦ତାରିଖ  ଦିନ ଲୋକାର୍ପିତ ହୋଇଥିଲା। ଏନସିସି ପକ୍ଷରୁ ଏହି କାର୍ଯ୍ୟାଳୟର ସୁପରିଚାଳନା ପାଇଁ ସମସ୍ତ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆସରିଛି। ତେବେ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ସୁବ୍ରତ ରାୟଙ୍କ ମୃତ୍ୟୁ ପରେ ଚିନ୍ତାରେ ସାହାରା ଜମାକାରୀ

ଜୟପୁର: ସାହାରା ଜମାକାରୀ ଫେରିପାଇବେ ତ ଟଙ୍କା? ସାହାରା ଇଣ୍ଡିଆର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ପରେ କିଛି ଏଭଳି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଦେଶରେ ଲକ୍ଷ ଲକ୍ଷ ଜମାକାରୀଙ୍କ ଟଙ୍କା ସାହାରା ଇଣ୍ଡିଆରେ ଫସିରହିଛି । ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...