ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ରାଇରଂଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା

ରାଇରଙ୍ଗପୁର/ଜାମଦା: ଜାମଦା ବ୍ଲକ ତାଳଗାଁ ଓ ହେଁସଡା ଗ୍ରାମ ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି  ୨ଟି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ହୁଳହୁଳି, ଶଙ୍ଖ ଫୁଙ୍କି ଭବ୍ୟ ସ୍ବାଗତ କରିବା ପୂର୍ବକ ଶୟଂ ସହାୟକ ଗୋଷ୍ଠୀର ମହିଳାମାନେ…
ଅଧିକ ଖବର ଦେଖନ୍ତୁ...

ଆଇଟିଡ଼ିଏ ପକ୍ଷରୁ ଜେଜେଏସଙ୍କ ତାଲିମ୍ ଶିବିର

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଇଟିଡ଼ିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କାର୍ଯ୍ୟକ୍ରମରେ ଯୋଡ଼ିତ ଥିବା ଜନସାଥୀମାନଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଏଆଇଟିଡିଏ ପରିକ୍ଷୀତ ଦାଶଙ୍କର ନିର୍ଦ୍ଦେଶରେ ପିଏମ୍ ସ୍ବର୍ଣ୍ଣପ୍ରଭା ରଥ,…
ଅଧିକ ଖବର ଦେଖନ୍ତୁ...

ଶାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ର ନାମ ‘କିଚକେଶ୍ବରୀ ଏକ୍ସପ୍ରେସ୍‌’ ରଖିବା ପାଇଁ ଦାବି କଲେ ସାଂସଦ

ରାଇରଙ୍ଗପୁର: ଗତ ୨୧ ନଭେମ୍ବରରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ, ରାଜ୍ୟପାଳ ରଘୁବର ଦାସ ତଥା କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଉପସ୍ଥିତରେ ଏକାଥରକେ ୩ ଟି ଟ୍ରେନ୍‌କୁ ରାଇରଙ୍ଗପୁର ଉପଖଣ୍ଡ ଅନ୍ତର୍ଗତ ବାଦାମପାହାଡ଼ ଷ୍ଟେସନରୁ ସବୁଜ…
ଅଧିକ ଖବର ଦେଖନ୍ତୁ...

ନୋ ଏଣ୍ଟ୍ରି ସମୟରେ ଯାଉଛି ଶତାଧିକ ଭାରୀଯାନ; ବିପଦ ସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହର ଦେଇ ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥ ଯାଇଛି । ଅଧିକାଂଶ ବିଦ୍ୟାଳୟ ଓ କଲେଜ ଜାତୀୟ ରାଜପଥ ପାର୍ଶ୍ବରେ ଥିବାରୁ ଛାତ୍ରଛାତ୍ରୀମାନେ ଭୟବୀତ ହୋଇ ବିପଦ ଜନକ ଭାବେ ରାସ୍ତା ପାରିହେବା ସହିତ ଯିବାଆସିବା କରିଥାନ୍ତି। ଫଳରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ରାଇରଂଗପୁରକୁ ଜିଲ୍ଲା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ କ୍ରିୟାନୁଷ୍ଠାନ କମିଟି

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଵାମନଘାଟୀ ଉପଖଣ୍ଡ ହେଉଛି ସବୁଠାରୁ ବଡ଼ ଉପଖଣ୍ଡ। ଏହା ୭ ଟି ବ୍ଳକ ଏବଂ ରାଇରଙ୍ଗପୁର ମ୍ୟୁନିସିପାଲଟିକୁ ନେଇ ଗଠିତ। ସୀମାନ୍ତ ତିରିଂରୁ ଜିଲ୍ଲା ବାରିପଦା ସଦର ମହକୁମା ୧୩୦ କିମି ଦୂର। ସ୍ବାସ୍ଥ୍ୟ, ବିଜୁଳି, ଶିକ୍ଷା, ଗମନାଗମନ, ପାନୀୟ ଜଳ, ଶିଳ୍ପ ସମେତ…
ଅଧିକ ଖବର ଦେଖନ୍ତୁ...

ବିକାଶ ପାଇଁ ବର୍ଷକୁ ୩୦୦ କୋଟି: ତଥାପି ବଦଳୁନି ଗାଁର ଭୌଗୋଳିକ ଚିତ୍ର

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖି ୭୦ ପ୍ରତିଶତ ଜନଜାତି ସମ୍ପ୍ରଦାୟ ଲୋକ ବାସ କରନ୍ତି। ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବର୍ଷକୁ ୩୦୦ କୋଟି ଟଙ୍କା ଅନୁଦାନ ସରକାର ଯୋଗାଇ ଦେଉଛନ୍ତି। ତଥାପି ବଦଳୁନି ଗାଁର ଭୌଗୋଳିକ ଚିତ୍ର। ଏବେ ବି ଶତାଧିକ ଗାଁକୁ ଭଲ ରାସ୍ତାଟିଏ ନାହିଁ। ଆବାସ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସ୍ତରୀୟ ବେଶ୍ରା ଗୋଷ୍ଠୀର ବୈଠକ: ନୂତନ କର୍ମକର୍ତ୍ତା ଚୟନ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ ଓଡ଼ିଶା ରାଜ୍ୟସ୍ତରୀୟ ବେଶ୍ରା ଗୋଷ୍ଠୀ(ଗାଦେଲ୍)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକଟି ସମାଜ ସେବୀ ଗୋପାଲ ଚନ୍ଦ୍ର ବେଶ୍ରା, ଦେବୀ ପ୍ରସନ୍ନ ବେଶ୍ରା ଏବଂ ନାରାନ୍ ପ୍ରସାଦ ବେଶ୍ରାଙ୍କ ଆହ୍ବାନ କ୍ରମେ ବସିଥିଲା। ବୈଠକର ମୂଳ…
ଅଧିକ ଖବର ଦେଖନ୍ତୁ...

ମଣ୍ଡିରେ ଧାନ ବିକ୍ରୟ ନିମନ୍ତେ କୃଷକ ସଚେତନତା ରଥ ଗଡ଼ିଲା 

ରାଇରଙ୍ଗପୁର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ତଥା ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ  ଡିସେମ୍ବର ମାସ ୧୦ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ୨୦୨୩ -୨୪ ବର୍ଷ ଖରିପ ଋତୁ ପାଇଁ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ। ଏଥି ନିମନ୍ତେ ବାମନଘାଟୀ ଉପଖଣ୍ଡର ସମସ୍ତ ଚାଷୀଙ୍କ ନିମନ୍ତେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଭାଷା ଓ ସଂସ୍କୃତି ଗବେଷକ ପ୍ରବୋଧ ସାହୁଙ୍କ ପରଲୋକ

ରାଇରଙ୍ଗପୁର/ରାଉରକେଲା: ବିଚ୍ଛିନ୍ନାଞ୍ଚଳ ଷଢେ଼ଇକଳାର ମୂଳନିବାସୀ ବିଶିଷ୍ଟ ଓଡ଼ିଆ ଭାଷା ଓ ସଂସ୍କୃତି ଗବେଷକ ପ୍ରବୋଧ କୁମାର ସାହୁ (୮୩)ଙ୍କ ଗୁରୁବାର ରାଉରକେଲାରେ ପରଲୋକ ହୋଇଯାଇଛି। ସ୍ବର୍ଗତ ସାହୁଙ୍କ ବିୟୋଗରେ ତାଙ୍କ ଶୁଭେଚ୍ଛୁ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ତାଙ୍କ ଜନ୍ମସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଦାଦନ ଖଟିବାକୁ ଯାଇ କର୍ଣ୍ଣାଟକରୁ ଘରକୁ ଫେରିଥିଲେ ଶ୍ରମିକ, ୨୪ ଘଣ୍ଟା ନପୂରୁଣୁ ବନ୍ଦ ଘରୁ ମିଳିଲା ମୃତଦେହ

ଜଗନ୍ନାଥପ୍ରସାଦ: କର୍ଣ୍ଣାଟକକୁ ଦାଦନ ଯାଇ ରବିବାର ଘରକୁ ଫେରିଥିବା ଶ୍ରମିକଙ୍କ ମୃତଦେହ ସୋମବାର ଦିନ ଘର ଭିତରୁ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ହେଲେ ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ଛାମୁଣ୍ଡା ଗାଁର ବାରିସାହି ନିବାସୀ କପିଳା ବେହେରା (୫୨)। ସୂଚନା ଅନୁସାରେ, କପିଳା…
ଅଧିକ ଖବର ଦେଖନ୍ତୁ...