ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ରକ୍ତଦାନ ଶିବିର ଆୟୋଜିତ, ୪୩ ୟୁନିଟ୍‌ ରକ୍ତ ସଂଗୃହୀତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ଜାମଦା ବ୍ଲକର ଜାମଦା ଆଂଚଳିକ(ଡିଗ୍ରୀ) ମହାବିଦ୍ୟାଳୟ ଓ ‘ସମ୍ବାଦ ଆମ ଓଡ଼ିଶା’ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜାମଦା ଗ୍ରାପର ସରପଞ୍ଚ ଡମ୍ବରୁଧର ହେମ୍ବ୍ରମ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ଫେରାର ଅଭିଯୁକ୍ତ ୧୧ ମାସ ପରେ ଗିରଫ, ଲକ୍ଷାଧିକ ଟଙ୍କାର ଗହଣା ଜବତ

ବେତନଟୀ ସଦର/ବେତନଟୀ: ମୟୂରଭଂଜ ଜିଲ୍ଲା ବେତନଟୀ ଥାନା ଅଧୀନ କାଞ୍ଚନନଗରରେ ଗତ ଜାନୁଆରି ମାସରେ ହୋଇଥିବା ଏକ ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ଅଭିଯୁକ୍ତ ଚୋର ହେଲା ମୋରଡା ଥାନା ଅଧୀନ ଗଡିଗାଁ ଗ୍ରାମର ବାବାଜୀ ଭକ୍ତର ପୁଅ କ୍ରିଷ୍ଣା ଭକ୍ତ (୨୦)।…
ଅଧିକ ଖବର ଦେଖନ୍ତୁ...

ଶୀତରେ ଥରୁଛି ଓଡ଼ିଶା: ଶିମିଳିପାଳରେ ଶୂନ ଡିଗ୍ରି

ଭୁବନେଶ୍ବର/ ବାରିପଦା/ଯଶିପୁର: ହାଡଭଙ୍ଗା ଶୀତ। ତା’ ସାଙ୍ଗକୁ କାଲୁଆ ପବନ ସାଧାରଣ ଜନତାଙ୍କୁ କଲବଲ କରୁଛି। କେନ୍ଦୁଝରରୁ ଆରମ୍ଭ କରି କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଭୁବନେଶ୍ୱର, କଟକ ପରି ସହର ଶୀତରେ ଥରୁଛି। ସକାଳ ହେଉ କି ସନ୍ଧ୍ୟା। କିମ୍ବା ରାତି ସମୟ। ବିନା ଶୀତ ବସ୍ତ୍ରରେ ଲୋକେ ଘରୁ…
ଅଧିକ ଖବର ଦେଖନ୍ତୁ...

ଡିଏଫ୍‌ଓଙ୍କୁ ଭେଟିଲେ ଗ୍ରାମବାସୀ, ରାସ୍ତା ନିର୍ମାଣ ଅନୁମତି ପାଇଁ ପ୍ରଦାନ କଲେ ଦାବିପତ୍ର

ରାଇରଙ୍ଗପୁର: ରାସ୍ତା ନିର୍ମାଣ ଅନୁମତି ପାଇଁ ତିନି ଗ୍ରାମର ଗ୍ରାମବାସୀ ରାଇରଙ୍ଗପୁର ଡିଏଫ୍‌ଓଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ଚଢ଼େଇପାହାଡି ଗ୍ରାମ ପଞ୍ଚାୟତୟ ଡାହୁପାଣି ବନ ସୁରକ୍ଷା ସମିତି, ବଡଜିଆଣୀ ବନ ସୁରକ୍ଷା ସମିତି, ଫୁଲବାଡିଆ ବନ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନ ଦୁର୍ନୀତି: ୬୬ପିଲା ଉପସ୍ଥିତ, ୧୦୮ଙ୍କ ନାମ ଦର୍ଶାଇଲେ ଶିକ୍ଷକ, କୈଫତ ମାଗିଲେ ଶିକ୍ଷା ଅଧିକାରୀ

ବେତନଟୀ ସଦର: ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାରେ ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ଅଧୀନ ନୂଆଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। କେତେ ପିଲା ଅଛନ୍ତି, କେତେ ପିଲା ଖାଉଛନ୍ତି ସେ ସମ୍ପର୍କରେ ସଠିକ ସୂଚନା…
ଅଧିକ ଖବର ଦେଖନ୍ତୁ...

ଅଜଣା ଟ୍ରକ୍‌ ଧକ୍କାରେ ବାଇକ୍‌ ଆରୋହୀ ଯୁବକଙ୍କ ମୃତ୍ୟୁ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ଗେଟ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହୋଉଛନ୍ତି ନୂଆସାହି ଗ୍ରାମର ସ୍ବର୍ଗତଃ ଲାଲମୋହନ ହାଁସଦାଙ୍କ ୩୭ ବର୍ଷୀୟ ପୁଅ…
ଅଧିକ ଖବର ଦେଖନ୍ତୁ...

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ 

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ପି.ଏନ ବୋଷ ପଡ଼ିଆରେ ଅଣ ରାଜନୈତିକ ସଂଗଠନ ‘ଜାଗରଣ’ ପକ୍ଷରୁ ପ୍ରତିବର୍ଷ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜାଗରଣର ସଭାପତି  ସୁବ୍ରତ ମହାନ୍ତି …
ଅଧିକ ଖବର ଦେଖନ୍ତୁ...

ବେଆଇନ ବାଲି ଚୋରା ଚାଲାଣ ବେଳେ ଜେସିବି, ଟ୍ରାକ୍ଟର ଜବତ 

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରରୁଆଁ ବ୍ଲକ ତଥା ଘାଗରବେଡ଼ା ଥାନା ଅନ୍ତର୍ଗତ ପାନପତ୍ରୀୟା ଗ୍ରାମପଞ୍ଚାୟତ ଫଗୁ ଗ୍ରାମର ମାଟିଆ ଦର ଦେଇ ବହି ଯାଇଥିବା ବୈତରଣୀ ନଦୀକୂଳରେ ଥିବା ଦୀର୍ଘଦିନର ବାଲି ଚୋରା ଚାଲାଣ କରି ଆସୁଥିଲା। ଆଜି ଫଗୁ ଗ୍ରାମବାସୀଙ୍କ ସହଯୋଗରେ ଘାଗରବେଡ଼ା ଥାନା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଦିବାଲୋକରେ କଳାକନା ବୁଲାଇଲା ଚୋର: ନଗଦ ୭୦ ହଜାର ସମେତ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଲେ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା କୁମ୍ଭାର ମୁଣ୍ଡାକଟା ଛକ ନିକଟରେ ଚୋରମାନେ ଦିନ ଦି’ପହରରେ କଳାକନା ବୁଲାଇଛନ୍ତି। ଘରମାଲିକ ଅନୁପସ୍ଥିତ ଯୋଗୁଁ ତାଲାଭାଙ୍ଗି ଲୁଟ୍‌ କରିଛନ୍ତି। ନଗଦ ୭୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣ ଚୋରି କରି ଫେରାର…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଉତ୍ସାହ ଭରିଲେ ପାଣ୍ଡିଆନ: ୨୨ର ସଫଳତା ୨୪ରେ ଦୋହରାଇବାକୁ ଆହ୍ବାନ

ବାରିପଦା: ବିରୋଧୀଙ୍କ ବିଷୟରେ ଉଁ କି ଚୁଁ କିଛି କହିଲେନି। ଜିଲ୍ଲାବାସୀଙ୍କୁ ସମ୍ବୋଧିତ କରି କହିଲେ, ଏ ସରକାର ଆପଣମାନଙ୍କର ସରକାର। ଲୋକଙ୍କ ସରକାର। ଆପଣମାନେ ଯେତେବେଳେ ଯାହା ଚାହିଁବେ, ଏ ସରକାର ତାହା କରିବ। ସମଗ୍ର ଓଡିଶାବାସୀ ନବୀନଙ୍କ ପରିବାର, ବିଜୁ ପରିବାର। ବାରିପଦା ଛଉ…
ଅଧିକ ଖବର ଦେଖନ୍ତୁ...