ଅନୁସନ୍ଧାନ କରୁଥିବା ବର୍ଗ

ମୟୂରଭଞ୍ଜ

ମଦ୍ୟପ ବାଇକ୍‌ ଚାଳକର ଧକ୍କାରେ ମହିଳା ଗୁରୁତର

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଏମଡିଆର-୭୦ ବୈଶିଙ୍ଗା-ରୁପ୍‌ସା ରାସ୍ତାର ମହୁରୀଛକ ନିକଟରେ ଜଣେ ମଦ୍ୟପ ଯୁବକର ବେପରୁଆ ବାଇକ୍‌ ଚାଳନା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ହୋଇଛନ୍ତି ମହିଳା। ସୂଚନା ଅନୁଯାଇ ମାନଗୋବିନ୍ଦପୁର ପଞ୍ଚାୟତ ସାଂଳପୁର ଗ୍ରାମର ପରେଶ…
ଅଧିକ ଖବର ଦେଖନ୍ତୁ...

୩୧ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ଯଶିପୁର: ଭାରତବର୍ଷର ଅନ୍ୟତମ ଜୈବ ମଣ୍ଡଳ ଓ ପର୍ଯ୍ୟଟନସ୍ଥଳୀ ଶିମିଳିପାଳରେ ବିଗତ ୩୧ ଦିନ ଧରି ଚାଲିଥିବା ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଓଲଟିଲା ସ୍କର୍ପିଓ

ବେତନଟୀ ସଦର: ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଗଡିଆ ନିକଟରେ ଏକ ଦ୍ରୁତଗାମୀ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା ଡିଭାଇଡର ଡେଇଁ କେନାଲ ଭିତରେ ଓଲଟି ପଡିଥିଲା | କାରରେ ବସିଥିବା ୩ଜଣଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ଅନ୍ୟ ୨ଜଣ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ଲିଟିଲ ଫ୍ଲାୱାର ସ୍କୁଲର ବାର୍ଷିକ ଉତ୍ସବ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥିତ ଲିଟଲ ଫ୍ଲାୱାର ବିିଦ୍ୟାଳୟର ୨୩ତମ ବାର୍ଷିକ ଉତ୍ସବ ଅତି ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିବସରେ ସମ୍ମାନିତ ଅତିଥୀ ଭାବେ ରାଇରଙ୍ଗପୁର ବି.ଇ.ଓ ଭାଗ୍ୟରଥୀ ମହାନ୍ତି, କୁସୁମି ବି.ଇ.ଓ…
ଅଧିକ ଖବର ଦେଖନ୍ତୁ...

ଗଜସାଥୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିର ଆୟୋଜିତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ 'ଜନ ସୁରକ୍ଷା, ଗଜରକ୍ଷା ଯୋଜନା’ରେ ଏକ ଦିବସୀୟ ରାଇରଙ୍ଗପୁର ବନଖଣ୍ଡ ସ୍ତରୀୟ 'ଗଜସାଥୀ ଦକ୍ଷତା ତାଲିମ ଶିବିର' ଡିଏଫଓ  ଶିବପ୍ରସାଦ ରଥଙ୍କ  ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସହକାରୀ ବନ…
ଅଧିକ ଖବର ଦେଖନ୍ତୁ...

ଶୌଚ ପାଇଁ ପୋଖରୀକୁ ଯାଇଥିଲେ ବରିଷ୍ଠ ନାଗରିକ, ଗୋଡ଼ ଖସିଯିବାରୁ ମୃତ୍ୟୁ

ବେତନଟୀ ସଦର: ଶୌଚ ହେବାକୁ ଯାଇ ଫେରିଲା ବୃଦ୍ଧଙ୍କ ମୃତଦେହ। ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ପଞ୍ଚାୟତ ସାଂଳପୁର ଗ୍ରାମରେ ଏହି ଅଘଟଣ ଘଟିଛି। ମୃତ ବ୍ୟକ୍ତି ହେଲେ ବୃଦ୍ଧ ପ୍ରସନ୍ନ ମହାପାତ୍ର (୭୦)। ସୂଚନା ଅନୁଯାଇ ରବିବାର ପୂର୍ବାହ୍ନରେ ବୈଶିଙ୍ଗା ଥାନା ଅଧୀନ…
ଅଧିକ ଖବର ଦେଖନ୍ତୁ...

ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଛାତ୍ରଛାତ୍ରୀ ଅବହେଳିତ! ୨୧ଛାତ୍ରଛାତ୍ରୀଙ୍କୁ ଧମକ ନେଇ ଅଭିଯୋଗ

ରାଇରଙ୍ଗପୁର: ପଡ଼ୋଶୀ ଝାଡଖଣ୍ଡର ଚାଇଁବସାସ୍ଥିତ କୋହ୍ଲାନ ବିଶ୍ବବିଦ୍ୟାଳୟରେ ୨୦୨୨-୨୪ ଶିକ୍ଷା ବର୍ଷରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀଙ୍କୁ ପ୍ରଥମ ସେମିଷ୍ଟରରେ ୩୫ଜଣଙ୍କ ମଧ୍ୟରୁ ୨୧ ଜଣଙ୍କୁ ବିଭିନ୍ନ ଧମକଚମକ ଦେଇ ଫେଲ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପ୍ରତ୍ୟେକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା କଳାବାଘର ଫଟୋ ସେୟାର୍‌ କଲେ ବନ ଅଧିକାରୀ: ଆଚମ୍ବିତ ହେଲେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ

ନୂଆଦିଲ୍ଲୀ: ଡିସେମ୍ବର ୨୨ ତାରିଖ ଦିନ ‘ଇଣ୍ଡିଆ ଫରେଷ୍ଟ୍‌ ସର୍ଭିସ୍‌ ଅଫିସର୍‌’ ପ୍ରବୀଣ କସ୍ବାଂ ‘ଏକ୍ସ୍‌’ରେ ସେୟାର୍‌ କରିଥିବା ଓଡ଼ିଶାର ଶିମିଳିପାଳରେ ଉଠାଯାଇଥିବା କେତେକ ଦୁର୍ଲଭ କଳାରଙ୍ଗର ମହାବଳ ବାଘ ଫଟୋ ସମ୍ପ୍ରତି ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କୁ ଚମତ୍କୃତ କରିଛି। ପ୍ରାଣୀ…
ଅଧିକ ଖବର ଦେଖନ୍ତୁ...

ରକ୍ତଦାନ ଶିବିର ଆ‌ୟୋଜିତ, ୨୦ ୟୁନିଟ୍‌ ରକ୍ତ ସଂଗୃହୀତ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ମହିଳା ମହାବିଦ୍ୟାଳୟ, ବିହାରୀ ଏକତା ସଂଘ, ରୋଟାରୀ କ୍ଲବ୍, ଛୋଟ୍ ପର୍ବ କମିଟି ଏବଂ ଓ ସମ୍ବାଦ ଆମ ଓଡିଶାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବି ନେଇ କଳାବ୍ୟାଚ ପରିଧାନ କଲେ ଅଗ୍ନିଶମ ବିଭାଗର କର୍ମଚାରୀ

ରାଇରଙ୍ଗପୁର: ୨୦୧୮ ମସିହା ସେପ୍ଟେମ୍ବର ୨୭ ରେ ଅଗ୍ନିଶମ ସେବାସଂସ୍ଥାର ଉଚ୍ଚ ପଦାଧିକାରୀ ଏବଂ କର୍ମଚାରୀମାନେ ରାଜ୍ୟସରକାରଙ୍କ ନିକଟରେ ଦରମାର ଅସଂଗତି ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟସରକାରଙ୍କ ବରିଷ୍ଠ ଅଧିକାରୀମାନେ କର୍ମଚାରୀମାନଙ୍କର ଦରମାର ଅସଂଗତି ସମ୍ପର୍କରେ ଖୁବ ଶିଘ୍ର ବିଚାର…
ଅଧିକ ଖବର ଦେଖନ୍ତୁ...